ସ୍ତ୍ରୀ ଲୋକେ ଯଦି ଖରାପ ଭିଡିଓ କରିବେ ମୁଁ ମାଆ ଭଉଣୀ ସବୁ ଉଡେଇବି ରୋଷ୍ଟ କରି

ଟିକଟକ ବ୍ୟାନ ହେବା ଠାରୁ ଏବେ ଅନେକ ଲୋକ ଛୋଟ ଛୋଟ ଭିଡ଼ିଓ ପ୍ରସ୍ତୁତ କରି ୟୁଟ୍ୟୁବ ଏବଂ ଇନ୍ସଟାଗ୍ରାମରେ ପୋଷ୍ଟ କରୁଛନ୍ତି। ଯାହାକୁ ଅନେକ ଲୋକ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି। କିଛି ଲୋକ ଏହି ସର୍ଟ ଭିଡ଼ିଓରେ କିଛି ଶିଖିବା ଜିନିଷ ଛାଡୁଥିବା ବେଳେ, କିଛି ଲୋକ କମେଡି,ନାଚ, ଗୀତ କରି ନିଜର କଳା ପ୍ରଦର୍ଶନ କରୁଛନ୍ତି।

କିନ୍ତୁ ଦୁନିଆରେ ଏପରି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଏହି ସର୍ଟ ଭିଡ଼ିଓରେ ନିଜର ଅଙ୍ଗ ପ୍ରଦର୍ଶନ କରୁଛନ୍ତି। ଏହାସହ ଅଶ୍ଲୀଳ ଭିଡ଼ିଓ ମଧ୍ୟ ପୋଷ୍ଟ କରୁଛନ୍ତି। ତେବେ ଏପରି ଲୋକଙ୍କୁ MR.GAJAPATI ନାମକ ଜଣେ ୟୁଟ୍ୟୁବର ରୋଷ୍ଟ କରିଛନ୍ତି।

ନିଜର ପ୍ରତି-କ୍ରିୟା ଦେଇ ସେ କହିଛନ୍ତି ଯେ ସୋସିଆଲମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯେଉଁଥିରୁ ଲୋକମାନେ ଦୁନିଆରେ ଘଟୁଥିବା ଘଟ-ଣାକୁ ଜାଣିବା ସହ, ମନୋରଞ୍ଜନ ଏବଂ କିଛି ଶିଖିବା ପାଇଁ ବ୍ୟବହାର କରନ୍ତି। କିନ୍ତୁ କିଛି ଖରାପ ଲୋକ ନିଜର ଅଙ୍ଗ ପ୍ରଦର୍ଶନ କରି ଏବଂ ଅଶ୍ଲୀଳ ଭିଡ଼ିଓ ଛାଡି ଏପରି ପ୍ଲାଟଫର୍ମକୁ ବ-ର୍ବାଦ କରୁଛନ୍ତି।

ବିଶେଷ କରି ଅନେକ ଖରାପ ଯୁବତୀ ଏବଂ ଶେଷରେ କିଛି ବିବାହିତ ମହିଳା ମଧ୍ୟ ନିଜର ଅ-ଶ୍ଲୀଳ ଭିଡ଼ିଓ ତିଆରି କରି ପୋଷ୍ଟ କରୁଛନ୍ତି। ଏପରି କାର୍ଯ୍ୟ କରିବା ଆଗରୁ ଏହି ଲୋକମାନେ ଗୋଟେ ଥର ମଧ୍ୟ ଏହା ଭାବୁନାହାନ୍ତି ଯେ ଏହି ଭିଡ଼ିଓ ଗୁଡିକ ପିଲାମାନଙ୍କ ଉପରେ କଣ ପ୍ର-ଭାବ ପକାଇବ। ସେ ଯାହା ହେଉ ପଛେ ୟୁଟ୍ୟୁବ ପରି ଏତେ ବଡ ସୋସିଆଲମିଡିଆ ପ୍ଲାଟଫର୍ମରେ ଏପରି ଭିଡ଼ିଓ ଏବଂ ଫଟୋ ପୋଷ୍ଟ କରିବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *