ମିଠା ମିଠା କଥା କହି ସେ-କ୍ସ କଲା ,ଆଉ ଗର୍ଭ-ବତୀ ହେବାପରେ ମୋ ଗ-ର୍ଭ ନ-ଷ୍ଟ କରିଦେଲା

ଏଇ ଦୁନିଆ ବିଭିନ୍ନ ପ୍ରକାର ପ୍ରାଣୀ ବାସ କରନ୍ତି।ସେହି ସବୁ ପ୍ରାଣୀ ମାନଙ୍କ ମଧ୍ୟ ରୁ ମଣିଷ ଅନ୍ୟତମ ଏବଂ ଏହି ମଣିଷ ହେଉଛି ଭଗବାନଙ୍କ ସ୍ଵତନ୍ତ୍ର ପ୍ରାଣୀ।ମଣିଷ ସ୍ଵତନ୍ତ୍ର କାହିକିଁ ନା ଭଗବାନ ତାକୁ କିଛି ଅଧିକ ଜିନିଷ ଦେଇଛନ୍ତି ତାହା ହେଉଛି ବୁଦ୍ଧି।ମଣିଷ ର ବୁଦ୍ଧି ଅଛି ଯାହାକୁ ବ୍ଯବହାର କରି ମଣିଷ ଆଗକୁ ଯିବ।କିନ୍ତୁ ଆଜି ର ଦୁନିଆ ରେ କିଛି ମଣିଷ ସେମାନଙ୍କର ମନ ଏବଂ ବୁଦ୍ଧି କୁ କୁକାମ ରେ ବ୍ୟବହାର କରୁଛନ୍ତି।

କ୍ଲର୍କ ଚାକିରୀ କରିବା ପାଇଁ ଚାଁହୁଛନ୍ତି କି ତା ହେଲେ ଏଇଠି କ୍ଲିକ କରନ୍ତୁ

ଯାହା ଫଳରେ ସେମାନେ ନିଜ ସହ ଅନ୍ୟଲୋକ ମାନଙ୍କର ଜୀବନକୁ ନ-ଷ୍ଟ କରି ଦେଉଛନ୍ତି।ଆଜିକାଲି ମଣିଷ ମାନେ ଭଲ ପାଇବା କୁ ଏକ ଏଣ୍ଟରଟେନମେଣ୍ଟ ଭାବରେ ନେଉଛନ୍ତି।ଯାହା ଫଳରେ କେଉଁଠି ପୁଅ ଝିଅ କୁ ଧୋ-କା ଦେଉଛି ତ କେଉଁଠି ଝିଅ ପୁଅ କୁ ଧୋ-କା ଦେଉଛି।ତେବେ ଏମିତି କିଛି ଘ-ଟଣା ଘ-ଟିଛି ମାଲକାନଗିରି ଜିଲ୍ଲା ର ଏମ୍ ଭି ୭୯ ଗ୍ରାମ ରେ ଯେଉଁଠି ଜଣେ ପ୍ରେମିକ ତାର ପ୍ରେମିକା ସହ ସାଢ଼େ ତିନି ବର୍ଷ କାଳ ଶାରୀ-ରିକ ସ-ମ୍ପର୍କ ରଖିଲା।

ଏବେ ଗର୍ଭ-ବତୀ ହେବ ପରେ ପ୍ରେମିକା ର ଗର୍ଭ-ପାତ କରାଇ ତାକୁ ଛାଡି ଚାଲିଯାଇଛି।ପୀ-ଡିତା ଜଣଙ୍କ ଏମ୍ ଭି ୭୨ ଗ୍ରାମ ର ତୃପ୍ତି।ସୂଚନା ମୁତାବକ ପ୍ରେମିକ ଜଣଙ୍କ ହେଉଛି ଏମ୍ ଭି ୭୯ ଗ୍ରାମ ର ସଞ୍ଜୀବ। ତୃପ୍ତି ଙ୍କ କହିବା ଅନୁଯାୟୀ ସଞ୍ଜୀବ ତାଙ୍କୁ ପ୍ରେମ କରି ପ୍ରତି-ଶ୍ରୁତି ଦେଇଥିଲା ଯେ ସେ ତାଙ୍କୁ ସ୍ତ୍ରୀ ର ମାନ୍ୟତା ଦେବ ଏବଂ ତାଙ୍କୁ ବିବାହ କରିବ।ସଞ୍ଜୀବ ତୃପ୍ତି ଙ୍କ ସହ ସାଢ଼େ ତିନି ବର୍ଷ ପର୍ଯ୍ୟନ୍ତ ଶାରୀ-ରିକ ସ-ମ୍ପର୍କ ରଖିଥିଲା।

କ୍ଲର୍କ ଚାକିରୀ କରିବା ପାଇଁ ଚାଁହୁଛନ୍ତି କି ତା ହେଲେ ଏଇଠି କ୍ଲିକ କରନ୍ତୁ

ହେଲେ ଏବେ ତୃପ୍ତି ଗର୍ଭ-ବତୀ ହେବା ପରେ ତୃପ୍ତି ଙ୍କୁ ଏକ ବଟିକା ଦେଇ ତାଙ୍କର ଗର୍ଭ-ପାତ କରାଇଥିବା ସୂଚନା ମିଳିଛି।ତେବେ ଏତେ ବର୍ଷ ଧରି ଶାରୀ-ରିକ ସମ୍ପ-ର୍କ ରଖିବା ପରେ ଏବେ ସଞ୍ଜୀବ ତାଙ୍କୁ ମାରଧର କରିଥିଲା।ତାଙ୍କୁ ଜୀବନରୁ ମା-ରିଦେବା ପାଇଁ ମଧ୍ୟ ଧମକ ଦେଇଥିଲା।ଏବେ ସଞ୍ଜୀବ ତୃପ୍ତି ଙ୍କୁ ଛାଡି ପଳାଇଛି।

ତେବେ ତୃପ୍ତି ଏ ନେଇ ଏମ୍ ଭି ୭୯ ଥା-ନା ରେ ଅଭି-ଯୋଗ ମଧ୍ୟ କରିଛନ୍ତି।ତୃପ୍ତି କହିଛନ୍ତି ଯେ ସେ ଏବେ କୁଆଡ଼େ ଯିବେ ତାଙ୍କ ବାପା ମାଆଙ୍କ ଦେହ ମଧ୍ୟ ଖରାପ ଅଛି।ତେଣୁ ସେ ଚାହୁଛନ୍ତି ଯେ ସଞ୍ଜୀବ ତାଙ୍କୁ ସ୍ତ୍ରୀ ର ମାନ୍ୟତା ଦେଇ ବିବାହ କରନ୍ତୁ।ତେବେ ପୋ-ଲିସ ଏହି ବିଷୟ ରେ ତଦ-ନ୍ତ ମଧ୍ୟ ଆରମ୍ଭ କରିଲାଣି।

Leave a Reply

Your email address will not be published. Required fields are marked *