“ଲିଭ ଇନରେ ସେ-କ୍ସ ପସିଗଲା ପରେ ସବୁ ବଦଳିଗଲା..ମନଭାରିଗଲା ପରେ ଛାଡ଼ିଦେବା ଠିକ ନୁହେଁ”

ତେବେ ଆପଣ ମାନେ ନୂଆଦିଲ୍ଲୀ ଶ୍ରଦ୍ଧା ମର୍ଡର କେସ ବିଷୟରେ ନିଶ୍ଚିତ ଜାଣିଥିବେ । ତେବେ ସୂଚନା ଅନୁସାରେ ନୂଆଦିଲ୍ଲୀ ର ମେହରୁଲ ଅଞ୍ଚଳ ରେ ଯେଉଁ ଠାରେ ଜଣେ ପ୍ରେମିକ ପାଲଟି ଯାଇଥିଲା ରାକ୍ଷସ ଆଉ ପ୍ରେମିକା ବିବାହ ପାଇଁ ବାଧ୍ୟ କରିବାରୁ ତାକୁ ହ-ତ୍ୟା କରିଥିଲା । ଆଉ ହ-ତ୍ୟା ପରେ ତାର ଶରୀରକୁ ଖଣ୍ତ ଖଣ୍ଡ କରୀ କା-ଟି ୩୫ ଖଣ୍ଡ କରି ଫ୍ରିଜ ରେ ଭର୍ତ୍ତି କରି ରଖିଥିଲା । ଏତିକିରେ ଶେଷ ହୋଇ ନଥିଲା ବରଂ ସେହି ମାଂସ ଖଣ୍ଡକୁ ଦିନ ଦିନ ଧରି ଏଣେ ତେଣେ ଫୋ-ପାଡି ଦେଉଥିଲା ଯୁବକ ଜଣଙ୍କ ।

ତେବେ ଏହି ଘଟ-ଣାକୁ କେନ୍ଦ୍ର କରି ବିଭିନ୍ନ ମହିଳା ଓ ଯୁବତୀମାନେ ସାମ୍ନାକୁ ଆସି ନିଜ ନିଜର କଡା ମନ୍ତବ୍ୟ ରଖି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହୁଛନ୍ତି । ସେପରି ନିକଟରେ ଏହି ବିଷୟକୁ ନେଇ ମିଡ଼ିଆ ସାମ୍ନାରେ ମୁହଁ ଖୋଲିଛନ୍ତି ଏଲିନା ସାମଲ । ସେ କହିଛନ୍ତି ଯେ ଭଲ ପାଇବା ମାନେ ହେଉଛି କେବଳ ଭଲ ପାଇବା । ତା ଦେହରେ କିଛି ହେଲେ ପ୍ରଶ୍ନଚିହ୍ନ ରଖିବ ନାହିଁ । ଏଇଟା କଲେ ମୁଁ ତୋତେ ଭଲ ପାଇବି ଏଇଟା ନକଲେ ମୁଁ ତୋତେ ମା-ରିଦେବି ଏଇଟା ନିହାତି ଭୁଲ୍ ।

ଦିଲ୍ଲୀ ଘଟଣାରେ ପଛପଟ ସିନାରିଓ ଟା କଣ ହୋଇଛି କେହି ହେଲେ ଜାଣି ନଥିବେ । କେବଳ କୁହାଯିବନି ଯେ ଝିଅର ଭୁଲ୍ ହୋଇଥିବ ପୁଅର ମଧ୍ୟ କିଛି ଟା ଭୁଲ୍ ନିହାତି ଭାବରେ ଥିବ । ବା ସେମାନଙ୍କ ଲିଭିଙ୍ଗ ରିଲେ-ସନ ଭିତରେ ସେକ୍ସୁ-ଆଲି କିଛି ଗୋଟେ ପ୍ରବ୍ଲେମ୍ ହୋଇଥିବା ଯେଉଁଟାକି ସେ ତାକୁ ଆଗ୍ରେସିଭ୍ କରାଇ ଦେଇଥିବ । ଆଉ ଏହାର ମୂଳ କଥା ହେଲା ସାଇକୋଲୋଜି । ଦେଖିବାକୁ ଗଲେ ସାଇକୋଲୋଜିକାଲି ଜଣେ ସେତେ ମାତ୍ରାରେ ବିର-କ୍ତ କରିଦେଲେ ଜଣେ ଲୋକ ମଣିଷ ଟାକୁ ମଧ୍ୟ ଗଛ ଭାବି ତାକୁ କା-ଟିଦେବାକୁ ପଛାଇବନି ।

କାରଣ ସାଇକୋଲୋଜିକାଲି ୱିକ ହେଲେ ଜଣେ ନିର୍ଜୀବ ବସ୍ତୁକୁ ଭାବିନେବ ସଜୀବ ଆଉ ସଜୀବ ଲୋକଟାକୁ ମଧ୍ୟ ନିର୍ଜୀବ ଭାବି ତାକୁ ଟିକ୍ ଟିକ୍ କରି କରିଦେଇ ପାରିବ ।ତେବେ ସେ ଆହୁରି କହିଥିଲେ ଯେ ଆଜିକାଲି ଯୁବପିଢୀ ମାନେ ଲିଭ୍ ଇନ୍ ରେ ରହି ସେ-କ୍ସ କରୁଛନ୍ତି ।ଆଉ ମନ ଭରିଗଲା ପରେ ଛାଡ଼ି ଦେଉଛନ୍ତି,ଏସବୁ ଠିକ୍ ନୁହେଁ। ତେଣୁ ଶେଷରେ ସେ ଆଜିର ୟଙ୍ଗ ଜେନେରେସନ ଉଦ୍ଦେଶ୍ୟରେ କହିଥିଲେ ଯେ, “ସେ-କ୍ସ କରିବା ଖରାପ ନୁହେଁ କି ଲିଭ ଇନ ରହିବା ବି ଖରାପ ନୁହେଁ । ଯାହା ଇଚ୍ଛା କର କିନ୍ତୁ କାହାକୁ ଅନ୍ଧ ଭଳି ଭଲପାଅନି ।ଯଥା ସମ୍ଭବ ନିଜେ ନିଜକୁ ସଞ୍ଜତ କରିରଖନ୍ତୁ” ।

Leave a Reply

Your email address will not be published. Required fields are marked *