ଶଶୁର ଥାଉ ଥାଉ ଶାଶୂ ମୁଣ୍ଡରୁ ଜବ-ରଦ-ସ୍ତି ସିନ୍ଦୂର ପୋଛି ଦେଲା ରା-କ୍ଷସୀ ବୋହୂ ।

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଉଛି ଶଶୁର ବଞ୍ଚି ଥାଉ ଥାଉ ଶାଶୁକୁ ବିଧବା କଲା ସୈ-ତାନ ବୋହୂ । ଶାଶୁର ମଥାରୁ ପୋଛିଲା ସିନ୍ଦୂର ଆଉ ହାତରୁ ଭାଙ୍ଗିଲା ଶଙ୍ଖା । ଆଉ ସବୁଠାରୁ ଦୁଃ-ଖ ପୁର୍ଣ୍ଣ କଥା ହେଉଛି ଏଥିରେ ସାହାଯ୍ୟ କଲା ନିଜର ଜନ୍ମ କଲା ପୁଅ । ମାଙ୍କୁ ବିଧବା ସଜାଇବାରେ ମାର ମଧ୍ୟ ହାତ ଥିଲା ।

ବାପା ବଞ୍ଚି ଥାଉ ଥାଉ ବୃଦ୍ଧା ମାକୁ ବିଧବା କଲା ପୁଅ । ଆଉ ଏବେ ନ୍ୟା-ୟ ଆଶାରେ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ବୃଦ୍ଧା । ମଥାରୁ ସିନ୍ଦୁର ପୋଛି ଓ ହାତରୁ ଶଙ୍ଖା ଭାଙ୍ଗି ବିଧବା ସଜାଇ ଘରୁ ତଡ଼ି ଦେଲେ ସ୍ଵାମୀ, ଦୁଇ ପୁଅ ଓ ଦୁଇ ବୋହୂ । ତେବେ ଏଭଳି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା ଭୁବନ ଥା-ନା ଅନ୍ତର୍ଗତ ପୁନିତା ଗ୍ରାମରେ । ଉକ୍ତ ଗ୍ରାମର ପୁରସ୍ତମ ସାହୁ, ସ୍ତ୍ରୀ ଗୋଲାପ ସାହୁ ଦୁଇ ପୁଅ ଆଉ ଦୁଇ ବୋହୂଙ୍କୁ ନେଇ ଚାଲିଥିଲା ହଁସ ଖୁସିର ସୁନାର ସଂସାର ।

ତେବେ ସୂଚନାଯୋଗ୍ୟ ଯେ କୌଣସି କାରଣ ବଶତଃ ଆଜିକୁ ପ୍ରାୟ ଆଠ ମାସ ହେଲା ସ୍ଵାମୀ ସ୍ତ୍ରୀ ଓ ପୁଅ ବୋହୁଙ୍କ ମଧ୍ୟରେ ଝ-ଗଡ଼ା ହୋଇଥଲା । ସେହିଦିନ ଠାରୁ ସ୍ଵାମୀ, ପୁଅ ଓ ବୋହୂ ମାନଙ୍କ ଠାରୁ ଅଲଗା ରହୁଥିଲେ ଗୋଲାପ । କିନ୍ତୁ ବୃଦ୍ଧା ଶାଶୁକୁ ବିଭିନ୍ନ ଆଳ ଦେଖାଇ ନି-ର୍ଯ୍ୟାତ-ନା ଦେଇ ଆସୁଥିଲେ ବୋହୂ ମାନେ । ଚଳିତ ମାସ ୨ ତାରିଖରେ ସ୍ଵାମୀ ପପୁଅ ବୋହୂଙ୍କୁ ନି-ର୍ଯାତ-ନା ସହି ନପାରି ଶେଷରେ ନ୍ୟା-ୟ ପାଇଁ ଭୁବନ ଥା-ନାର ଦ୍ୱାରସ୍ଥ ହୋଇଥିଲେ ବୃଦ୍ଧା ଗୋଲାପ ।

ଏହାପରେ ଭୁବନ ଥା-ନା ପକ୍ଷରୁ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥଲା । କିନ୍ତୁ ଗତକାଲି ଦିନ ୩ଟା ସମୟରେ ଝ-ଗଡ଼ା ଉଗ୍ର ରୂପ ନେଇଥିଲା । ସ୍ଵାମୀ ପୁଅ ଓ ବୋହୂ ବୃଦ୍ଧାଙ୍କୁ ମା-ଡ଼ ମା-ରି ଲୁଗା ପଟା ଚିରିଦେବା ସହିତ ମଥାରୁ ସିନ୍ଦୂର ପୋଛି ହାତରୁ ଶଙ୍ଖା କାଢି ତଡ଼ି ଦେଲେ । ଏ ଘଟଣାକୁ ନେଇ ସ୍ଥାନୀୟ ସରପଞ୍ଚ ଗ୍ରାମ ସଭାପତି ଓ ଗ୍ରାମର ବିଶିଷ୍ଟ ଲୋକମାନଙ୍କୁ ନେଇ ଏକ ଆଲୋଚନା କରାଯାଇଥିଲା । କିନ୍ତୁ ଆଲୋଚନାରେ ସ୍ଵାମୀ ପୁଅ ବୋହୂ ଯୋଗ ଦେଇ ନଥିବା ଗ୍ରାମବାସୀ କହିଛନ୍ତି ।

Leave a Reply

Your email address will not be published. Required fields are marked *