ଶୁଣନ୍ତୁ ଜଣେ ମାଆର କରୁଣ ଦୁଃଖ କାହାଣୀ, ଯିଏ ଶୁଣିବ ଆଖିରେ ଲୁହ ଆସିଯିବ।

ଜଣେ ନାରୀ କଣ କରିପାରେ ସେକଥା ସମସ୍ତେ ଜାଣିଛନ୍ତି। ଇତିହାସ ବି ସାକ୍ଷୀ ରହିଛି ଜାଣେ ନାରୀ କଣ କରିପାରିବ। ସୃଷ୍ଟି ର ଆଧାର ହେଉଛି ନାରୀ ଏବଂ ସୃଷ୍ଟି କୁ ଧିଂଶ କରିବାର କ୍ଷମତା ବି ନାରୀ ପାଖରେ ରହିଛି। ବନ୍ଧୁଗଣ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାଉଁଥିରେ କି ଜାଣେ ମା କାନ୍ଦି କାନ୍ଦି ତାଙ୍କର ଦୁଃଖ ମିଡ଼ିଆ ଆଗରେ କହୁଛନ୍ତି। ସେ ମା ଜଣଙ୍କର ବୟସ ପାଖା ପଖି ୬୦ ବର୍ଷା ହେବା।ତାଙ୍କର ବାପା ଘର ହେଉଛି କଟକ ଜିଲ୍ଲା ବାଳକାଟି ଠାରେ ଏବଂ ତାଙ୍କର ଶାଶୁ ଘର କେଉଁଠି ତାହା ସେ ମିଡ଼ିଆ ଆଗରେ ପ୍ରକାଶ କରିବାକୁ ମନାକଲେ। .

ହଁ ଆଜ୍ଞା ଏମିତି ଏକ ଦୁଃଖଦ ଖବର ସାମ୍ନାକୁ ଆସୁଛି ଯେଉଁଥିରେ କି ଜଣେ ମଧ୍ୟ ବୟସ୍କ ମହିଳା ତାଙ୍କର ଦୁଃଖ କହିଛି।କେମିତି ତାଙ୍କ ଜୀବନ ଟା ପୁରା ଦୁଃଖରେ କଟିଯାଇଛି ସେ କଥା ଟିକି ନିକି କରି କ୍ୟାମେରା ଆଗରେ କହିଛନ୍ତି।ସେ ସ୍ତ୍ରୀ ଲୋକ ଜଣକ କିପରି ଦୁଃଖ ରେ କାଳାତିପାତ କରୁଛନ୍ତି ତାହା କହିଛନ୍ତି।ସେ କହିଛନ୍ତି ତାଙ୍କ ୧୫ ବର୍ଷା ବୟସରେ ତାଙ୍କର ଗୋଟେ ଖରାପ୍ ଲୋକ ସହ ବାହାଘର କରେଇ ଦିଆଯାଇଥିଲା।ଯାହାର ପରିଣାମ ସରୁପ ସେ ଆଜି ଯାଏଁ କଷ୍ଟ ପାଉଛନ୍ତି।

ସେ ପିଲା ବେଳେ ବହୁତ୍ ଭଲ ପାଠ ପଢୁଥିଲେ ଏବଂ ଡକ୍ଟର ହେବାର ଆଶା ରଖିଥିଲେ।କିନ୍ତୁ ସବୁକିଛି ତାଙ୍କର ଭାଙ୍ଗି ଚୋରମାର୍ ହୋଇଗଲା।ସେ ଏମିତି ଜଣେ ପୁରୁଷକୁ ବାହାହେଲେ ଯାହା ଦ୍ଵାରା କି ତାଙ୍କ ଜୀବନ ପୁରା ନଷ୍ଟ ହୋଇଗଲା।ଏବେ ସେହି ସ୍ତ୍ରୀ ଲୋକ ଜଣକ ଏମିତି ଜାଗାରେ ରହୁଛନ୍ତି ଯେଉଁଠି କି ମଣିଷ ରହିପାରିବ ନାହିଁ।ସେ ସବୁକିଛି ଦୋଷ ତାଙ୍କ ସ୍ବାମୀ ଙ୍କୁ ଦେଉଛନ୍ତି ।

ତାଙ୍କ ସ୍ବାମୀ ତାଙ୍କ କଥା କିଛିବି ବୁଝୁନାହାନ୍ତି ଯାହା ଫଳରେ ସ୍ତ୍ରୀ ଲୋକ ଜଣକ ରହିବାରେ ହେଉ କି ଖାଇବାରେ ହେଉ ବହୁତ୍ ଅସୁବିଧାରେ ପଡ଼ୁଛନ୍ତି। ତାଙ୍କର ଦେହ ବହୁତ୍ ଖରାପ୍ ,ସେ ମଧୂମେୟ ରୋଗରେ ପୀଡିତ । ଦିନେ ଦିନେ ସେ ମନ୍ଦିରରେ ଭୋଗ ଲାଗିଥିବା ଭୋଗକୁ ଖାଇକି ରହି ଯାଆନ୍ତି। ସେ ମିଡ଼ିଆ ଆଗରେ କହିଛନ୍ତି ତାଙ୍କୁ ଭଗବାନ ହିଁ ବଞ୍ଚାଇ ରଖୁଛନ୍ତି। ସେ ସ୍ତ୍ରୀ ଲୋକ ଜଣକ ନିଜକୁ ବହୁତ୍ ଅସହାୟ ମନେ କରୁଛନ୍ତି। ଭଗବାନ ତାଙ୍କର ସବୁକିଛି ଠିକ କରି ଦିଅନ୍ତୁ।

Leave a Reply

Your email address will not be published. Required fields are marked *