ଅଫତାବ୍ ଡ୍ର-ଗସ୍ ବେପାର କରୁଥିଲା ଏବଂ ଶ୍ରଦ୍ଧା କୁ ବହୁତ ଥର ମା-ରଧର ବି କରୁଥିଲା।ଏହିପରି କିଛି ତଥ୍ୟ ସାମ୍ନା କୁ ଆସିଛି।

ଆପଣ ମାନେ ଏବେ ଯେଉଁ ଟ୍ରେଣ୍ଡ ରେ ଚାଲିଛି ଲିଭ୍-ଇନ୍- ରିଲେ-ସନସିପ୍ ସ-ମ୍ପର୍କ ରେ ଜାଣିଥିବେ ତ।ଏବେ ପୁଅ ଝିଅ ମାନେ ବାହାଘର ପୂର୍ବରୁ ସାଙ୍ଗରେ ରହୁଛନ୍ତି।ଏହାକୁ ସୁପ୍ରିମ କୋର୍ଟ ଠିକ୍ ବୋଲି ମଧ୍ୟ ଘୋଷଣା କରିଛନ୍ତି।ହେଲେ ବର୍ତ୍ତମାନ ଏହି ଲିଭ୍-ଇନ୍- ରିଲେସନସିପ୍ ରେ ରହୁଥିବା ପୁଅ ଝିଅ ମାନଙ୍କ ମଧ୍ୟ ରେ କେଉଁଠି ପୁଅ ଝିଅକୁ ଛାଡ଼ିଦେଉଛି ତ ଝିଅ ପୁଅକୁ ଛାଡ଼ି ଦେଉଛି।ଆଉ ବେଳେ ବେଳେ ଏପରି ଖବର ଆସୁଛି ଯାହା ଶୁଣିଲେ ଆପଣମାନଙ୍କ ରୋମ ଟା-ଙ୍କୁରି ଉଠିବ। ବେଳେ ବେଳେ ଏଥିରେ ଜୀବନ ନେବା ପର୍ଯ୍ୟନ୍ତ କଥା ଚାଲିଯାଉଛି।ତେବେ ଏମିତି କିଛି ଘ-ଟଣା ଘଟିଥିବା ସମ୍ପ-ର୍କ ରେ ଆପଣ ମାନେ ଅବଗତ ଥିବେ ନିଶ୍ଚୟ,ଯାହା ଦିଲ୍ଲୀ ସହର ରେ ଘ-ଟିଛି।ଶ୍ରଦ୍ଧା ୱାଲକର ବୋଲି ଝିଅ ଟିଏ ଯିଏ ଅଫତାବ୍ ନାମକ ପୁଅ ସହ ଲିଭ୍-ଇନ୍- ରିଲେ-ସନସିପ୍ ରେ ରହୁଥିଲା।

ହେଲେ ଅଫତାବ୍ ଶ୍ରଦ୍ଧାକୁ ମା-ରି ତାର ଦେହକୁ ୩୫ ଖଣ୍ଡ କରି ନିଜ ଫ୍ରିଜ ରେ ରଖିଥିଲା ଏବଂ ଗୋଟେ ଗୋଟେ ଖଣ୍ଡ ନେଇ ପକାଉଥିଲା।ତେବେ ବର୍ତ୍ତମାନ ଅଫତାବ୍ ପୋ-ଲିସ୍ କଷ୍ଟ-ଡିରେ ଅଛି ଏବଂ ତାକୁ ପଚ-ରା ଉ-ଚରା ଚାଲିଛି।ତେବେ ବର୍ତ୍ତମାନ ଏହି କେସର ନୂଆ ନୂଆ ଗୁମର ଖୋଲିବାରେ ଲାଗିଛି।ଏବେ ଆଉ ଗୋଟିଏ କଥା ସାମ୍ନା କୁ ଆଣିଛନ୍ତି ଶ୍ରଦ୍ଧାଙ୍କ ସାଙ୍ଗ ଗଡ଼ୱିନ୍ ନାମକ ବ୍ୟକ୍ତି ଯିଏ କହିଛନ୍ତିକୁ ଅଫତାବ୍ ରାତି ରେ ଡ୍ର-ଗ୍ସ୍ କାରବାର କରୁଥିଲା।ଲୋକମାନେ ରାତିରେ ତା ପାଖରୁ ଡ୍ର-ଗସ୍ ନେବାପାଇଁ ଆସୁଥିଲେ।ଏବଂ ଅଫତାବ୍ ଘରେ ରହୁନଥିବା ସମୟରେ ଶ୍ରଦ୍ଧା ଲୋକ ମାନଙ୍କୁ ଡ୍ର-ଗସ୍ ଦେଉଥିଲା।ଏହି ସବୁ କଥା ଗଡ଼ୱିନ୍ ଙ୍କୁ ଶ୍ରଦ୍ଧା ନିଜେ କହିଥିଲା।

ଏସବୁ ର ପ୍ରମାଣ ମଧ୍ୟ ସେ ଦେଇଛନ୍ତି।ଶ୍ରଦ୍ଧା କଥା ହୋଇଥିବା ହ୍ଵାଟସଆପ ଚାଟିଂ ରୁ ସବୁ ଗୁମର ଫି-ଟୁଛି। ଗଡ଼ୱିନ୍ ଆହୁରି ମଧ୍ୟ କହିଥିଲେ କି ଅଫତାବ୍ ଶ୍ରଦ୍ଧାକୁ ମା-ରପି-ଟ୍ କରୁଥିଲା।ଥରେ ୨୦୨୦ ନଭେମ୍ବର ରେ ଅଫ ତାବ ଶ୍ରଦ୍ଧାକୁ ତଣ୍ଟି ଚି-ପି ମା-ରିବା ପାଇଁ ଉଦ୍ୟମ କରିଥିଲା। ଶ୍ରଦ୍ଧା ତାର ଅଫିସ୍ ରେ କାମ କରୁଥିବା ଗଡ଼ ୱିନ୍ ଙ୍କ ଭାଇକୁ ସାହାଯ୍ୟ ପାଇଁ ଫୋନ୍ କରିଥିଲା।ଶ୍ରଦ୍ଧା ର ଅଫିସ୍ ରୁ ଘର ଦୂର ଥିଲା ସେଥି ପାଇଁ ଗଡ଼ ୱିନ ଶ୍ରଦ୍ଧା କୁ ନିଜ ଘର କୁ ନେଇଆସିଥିଲେ।ଶ୍ରଦ୍ଧା ର ଦେହରେ ଗଭୀର କ୍ଷ-ତ ଚିହ୍ନ ଦେଖିଥିଲେ ଗଡ଼ୱିନ୍ ।ପରେ ସବୁକଥା ଜାଣିବା ପରେ ସେ ତାଙ୍କ ସାଙ୍ଗମାନଙ୍କ ସହ ମିଶି ପୋଲି-ସରେ ଅଭି-ଯୋଗ ମଧ୍ୟ କରିଥିଲେ।

ତେବେ ଶ୍ରଦ୍ଧା ପରେ ସେହି ଅଭି-ଯୋଗକୁ ହଟାଇ ଦେଇଥିଲେ।ତେବେ ଶ୍ରଦ୍ଧାଙ୍କ ଅଫିସର ସୋହଯୋଗୀ ମାନେ ତାଙ୍କୁ ପରାମର୍ଶ ଦେଇଥିଲେ ଯେ ସେ ତାଙ୍କ ବାପା ମାଙ୍କ ପାଖକୁ ପଳାଇ ଯାଆନ୍ତୁ ବୋଲି।ଶ୍ରଦ୍ଧା ଯେଉଁ କଲ ସେଣ୍ଟର୍ ରେ କାମ କରୁଥିଲେ ସେଠି ମଧ୍ୟ ତାଙ୍କ ଟିମ୍ ମ୍ୟାନେଜର କରନଙ୍କ କହିବା ଅନୁଯାୟୀ ସେ ମଧ୍ୟ ଶ୍ରଦ୍ଧା ଙ୍କ ସହ ହୋଇଥିବା ଦୁ-ର୍ବ୍ୟବ-ହାର ସ-ମ୍ପର୍କ ରେ ଜାଣିବାକୁ ପାଇଥିଲେଏବଂ ତାଙ୍କ ଶରୀର ରେ କ୍ଷ-ତ ଦେଖି ଭା-ଙ୍ଗି ପଡିଥିଲେ।ଏବଂ ସେ ମଧ୍ୟ ତାଙ୍କୁ ତାଙ୍କ ପରିବାର ପାଖକୁ ପଳାଇବା ପାଇଁ ପରାମର୍ଶ ଦେଇଥିଲେ।ତେବେ ଦେଖିବା ପାଇଁ ବାକି ରହିଲା ଆଗକୁ କେଉଁ କେଉଁ ଗୁମର ଫି-ଟୁଛି।

Leave a Reply

Your email address will not be published. Required fields are marked *