ଧୋ-କ୍କା ଦେଇ ଆଉ କାହା ସହ ପଳେଇଲା ସ୍ତ୍ରୀ, ପିଲାମାନଙ୍କ କାରଣରୁ ଆଉ ବିବାହ କରିନଥିଲେ ବ୍ୟକ୍ତି, କିନ୍ତୁ ଆଜି ସେହି ପିଲାମାନେ ବଡ ହେବାପରେ ମା-ରୁଛନ୍ତି ଲା-ତ

ଆଜିକାଲିର ଯୁଗ ଆଉ ଭଲ ହୋଇ ନାହିଁ। ସମ୍ପ-ର୍କର ମୂଲ୍ୟକୁ କେହି ବୁଝୁନାହାନ୍ତି। ପ୍ରେମଭାବ ଆଉ କାହା ମନରେ ମଧ୍ୟ ଦେଖିବାକୁ ମିଳୁନାହିଁ। ଯିଏ ଯାହାକୁ ପାରୁଛି ସ୍ୱାର୍ଥ ପୂର୍ଣ୍ଣ ହେବାପରେ ଧୋ-କ୍କା ଦେଇ ଚାଲିଛି। ଏପରିକି ପିଲାମାନେ ମଧ୍ୟ ବଡ ହେବା ପରେ ଆଉ ବାପା-ମାଆଙ୍କ ପ୍ରତି ନିଜର ସମ୍ମାନ ଏବଂ ପ୍ରେମ ଦେଖାଉନାହାନ୍ତି।

ନିଜ ଗୋଡ଼ରେ ଠିଆ ହେବାପରେ ବାପା-ମାଆଙ୍କୁ ଘରୁ ଲା-ତ ମା-ରି ବାହାର କରିଦଉଛନ୍ତି। ତେବେ ଏହିପରି ଏକ ଘ-ଟଣା ଦେଖିବାକୁ ମିଳିଛି ବାରିପଦା ସ୍ଥିତ ଭୁଙ୍କଡାପଟା ୱାର୍ଡ ନମ୍ବର 26 ରେ। ପୀଡିତ ବ୍ୟକ୍ତି ଜଣକ ହେଉଛନ୍ତି ଉମେଶ ଚନ୍ଦ୍ର ବେହେରା।

ତେବେ ଏହି ବ୍ୟକ୍ତିଙ୍କ କହିବା ଅନୁସାରେ ତାଙ୍କ ସ୍ତ୍ରୀ 5 ବର୍ଷ ପୂର୍ବେ ଅନ୍ୟ ଏକ ପୁରୁଷ ସହ ପଳାଇଯାଇଛି। ସେ କାହା ସହ ଯାଇଛି କେଉଁଠାକୁ ଯାଇଛି ତାହା ସେ କିଛି ଜାଣିନାହାନ୍ତି। ଏହାସହ ଉମେଶଙ୍କର ଏକ ପୁଅ ମଧ୍ୟ ଅଛି ଯିଏ ତାଙ୍କୁ ସବୁବେଳେ ମ-ଦ ପିଇ ମା-ଡ଼ ମା-ରୁଛି। ଖାଇବାକୁ ଦେଉନାହିଁ। ତଳେ ସୋଇବାକୁ କହୁଛି। ତେବେ ଉମେଶ ହେଉଛନ୍ତି ଜଣେ ଦିନ ମଜୁରିଆ। ଦିନ ମଜୁରି କରି ଯାହା ଟଙ୍କା ଆଣନ୍ତି ତାକୁ ତାଙ୍କ ପୁଅ ଛଡାଇ ନେଇଯାଏ ଆଉ ସେହି ଟଙ୍କାରେ ମ-ଦ ପିଏ।

ନିଜର ଦେହ ଖରାପ ହେବା ସତ୍ତ୍ୱେ ତାଙ୍କ କଥା ବୁଝିବାକୁ କେହିନାହାନ୍ତି। ସ୍ତ୍ରୀ ପଳେଇବା ପର ଠାରୁ ପୁଅ ମଧ୍ୟ ଆଉ ପଚାରୁନାହିଁ। ଦୁଃ-ଖରେ ସରକାରଙ୍କ ଠାରୁ ସାହାଯ୍ୟ ମାଗୁଛନ୍ତି ଉମେଶ।

Leave a Reply

Your email address will not be published. Required fields are marked *