ସ୍ୱାମୀ ଛାଡ଼ିଦେବା ପରେ ପ୍ରେମିକ ସହ ରହିବାକୁ ଲାଗିଲା ସ୍ତ୍ରୀ, କିନ୍ତୁ ଶେଷକୁ ଗର୍ଭ-ବତୀ କରାଇ ପ୍ରେମିକ ମଧ୍ୟ ଛାଡିଦେଲା ମହିଳାଙ୍କୁ, ଏବେ ନ୍ୟା-ୟ ଆଶାରେ ଘୁରିବୁଲୁଛନ୍ତି ମହିଳା

ପର-କ୍ରିୟା ପ୍ରୀ-ତିକୁ ନେଇ ଘଟିଛି ଆଉ ଏକ ଘଟ-ଣା। ଆଜିକାଲିର ସମାଜରେ ଧୋ-କ୍କାବା-ଜ ଲୋକଙ୍କ ସଂଖ୍ୟା ବହୁ ଅଧିକ। ଯିଏ ଯାହାକୁ ପାରୁଛି ଭଲ ପାଇ ଧୋ-କ୍କା ଦେଇଦଉଛି। ଏପରି ଲୋକଙ୍କ ପାଇଁ ଆଜି ସମାଜ କଳୁ-ଷିତ ହେବାକୁ ଲାଗୁଛି। ତେବେ ଆଜିର ଘ-ଟଣା ମଧ୍ୟ କିଛି ଏହିପରି ଅଟେ। ସ୍ୱାମୀ ଛାଡ଼ିଦେବା ପରେ ପ୍ରେମିକ ସହ ରହିବାକୁ ଲାଗିଲା ସ୍ତ୍ରୀ। କିନ୍ତୁ ଶେଷକୁ ପ୍ରେମିକ ମଧ୍ୟ ମହିଳାଙ୍କୁ ଗର୍ଭ-ବତୀ କରାଇ ଛାଡିଦେଲା। ପ୍ରେମିକର ଆଉ ପତ୍ତା ମିଳୁନାହିଁ। ମହିଳା ଏବେ ନ୍ୟା-ୟ ପାଇଁ ଘୁରିବୁଲୁଛନ୍ତି।

ତେବେ ସମ୍ପୁ-ର୍ଣ୍ଣ ଘଟଣା ଅନୁସାରେ ରାଗେନ ବାରିକ ନାମକ ଜଣେ ବ୍ୟକ୍ତିଙ୍କୁ 2015 ରେ ପ୍ରେମ ବିବାହ କରିଥିଲେ ମହିଳା। ଉଭୟଙ୍କର ଏକ ଝିଅ ମଧ୍ୟ ହୋଇଥିଲା। ତେବେ ବିବାହର 2 ବର୍ଷ ପରେ ଜଣା ପଡିଲା ଯେ ସ୍ୱାମୀ ଜଣକ ଆଉ ଜଣେ ମହିଳାଙ୍କୁ ବିବାହ କରିଛନ୍ତି। ତେବେ ସ୍ୱାମୀ ଯେତେବେଳେ ଜାଣିଲେ ଯେ ସ୍ତ୍ରୀ ତାଙ୍କ ବିଷୟରେ ସବୁକିଛି ଜାଣିଯାଇଛନ୍ତି ସେତେବେଳେ ସେ ମହିଳାଙ୍କୁ ଛାଡ଼ିଦେଇଥିଲେ। ସ୍ୱାମୀଙ୍କ ଘର ଗୋପ ବ୍ଲକ ସାନକୁନ୍ଦୁରା ଅଂଚଳରେ ରହିଛି।

ତେବେ ମହିଳା ଜଣକ ଭାବିଲେ ଯେ ସେ ମଧ୍ୟ ଆଉ ଏକ ବିବାହ କରି ନିଜର ସଂସାର ଗଢିବେ। ଏହାପରେ ଜଣେ ଯୁବକ ମହିଳାଙ୍କୁ ଫେବୃଆରୀ 2022ରେ ପ୍ରପୋଜ କରିଥିଲେ। ପ୍ରପୋଜରେ ରାଜି ହୋଇ ମହିଳା ଜଣକ ସେହି ଯୁବକଙ୍କ ସଂଗେ ରହିବାକୁ ଲାଗିଲେ। ସବୁକିଛି ଠିକଠାକ ଚାଲିଥିଲା। ଏହାରି ଭିତରେ ମହିଳା ଜଣକ ଗର୍ଭ-ବତୀ ହୋଇଥିଲେ। କିନ୍ତୁ ମହିଳା ଠିକ ଗର୍ଭ-ବତୀ ହେବାପରେ ଯୁବକ ଜଣକ ତାଙ୍କୁ ଛାଡି ଚାଲିଗଲେ ଏବଂ ଫୋନ ସ୍ୱିଚ ଅଫ ମଧ୍ୟ କରିଦେଲେ।

ତେବେ ଯୁବକଙ୍କ ଘରଲୋକ ମଧ୍ୟ ମହିଳାଙ୍କୁ ଗ୍ରହଣ କରୁନାହାନ୍ତି। ଏବେ ଥା-ନାରେ ଅଭି-ଯୋଗ କରି ମହିଳା ଜଣକ ନ୍ୟା-ୟ ମାଗୁଛନ୍ତି।

Leave a Reply

Your email address will not be published. Required fields are marked *