ନିଜ ସ୍ବାମୀ,ଶାଶୁ ଘର ଲୋକ ଓ ନଣନ୍ଦେଇ ଙ୍କ ବି-ରୋଧ ରେ ଅଭି-ଯୋଗ କରିଛନ୍ତି ଜଣେ ମହିଳା।

ଆଜିର ଏଇ ବ୍ୟସ୍ତମୟ ଦୁନିଆ ରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଘଟୁଛି।କିଛି ଘ-ଟଣା ଲୋକ ଲୋଚନ କୁ ଆସୁଛି ତ କିଛି ଘ-ଟଣା ସେମିତି ରହିଯାଉଛି।କେବେ ଭଲ ଖବର ଆସୁଛି ତ କେବେ ଖରାପ ଖବର।ପରିବାର ଏକ ବହୁତ ସୁନ୍ଦର ଶବ୍ଦ।ଏହାକୁ ଖୁସି ରେ ଭରପୂର କରିବା ହେଉଛି ପରିବାର ସଦସ୍ୟଙ୍କ କାମ।ଗୋଟେ ସ୍ତ୍ରୀ କିମ୍ବା ବୋହୂ ହେଉଛନ୍ତି ଘର ର ଲକ୍ଷ୍ମୀ।ସେ ସମସ୍ତଙ୍କ କଥା ବୁଝି କାମ କରିଥାନ୍ତି।ଗୋଟେ ପରିବାର ର ସଦସ୍ୟ ହିସାବ ରେ ପରିବାର ଲୋକ ଙ୍କ କର୍ତ୍ତବ୍ୟ ଯେ ସେମାନେ ମଧ୍ୟ ସି ବୋହୂ କୁ ସମ୍ମାନ ଦେବେ।

କିନ୍ତୁ ଆଜି ର ଦୁନିଆ ରେ ଏମିତି ବି ଖବର ମିଳୁଛି ଯେଉଁଠି ଶାଶୁ ଘର ଲୋକ ବାଧ୍ୟ କରୁଛନ୍ତି ଗୋଟେ ବୋହୂ କୁ ନିଜ ନଣନ୍ଦେଇ ସହ ଶାରୀ-ରିକ ସ-ମ୍ପର୍କ ରଖିବା ପାଇଁ।ହଁ,ଆଜ୍ଞା ପାଠକ ଗଣ କଥା ଟି ପୁରା ସତ।ଏହି ଘଟଣା ଟି ଘଟିଛି ବାଙ୍କୀ ଅଞ୍ଚଳ ରେ।ମହିଳା ଙ୍କର ଶାଶୁ ଘର ହେଉଛି ବାଙ୍କୀ ର ବେଳାରାମଚନ୍ଦ୍ରପୁର ଗ୍ରାମ ରେ।ତାଙ୍କର ଆଉ ତାଙ୍କ ସ୍ବାମୀ ଙ୍କର ଆରେଞ୍ଜ ମ୍ୟାରେଜ୍ ହୋଇଥିଲା ଏବଂ ତାଙ୍କର ଗୋଟେ ଝିଅ ଅଛି।ସେ ବାହା ହେବା ସମୟ ରେ ତାଙ୍କୁ ସେ ଇଞ୍ଜିନିୟର କହି ବାହା ହୋଇଥିଲେ।

ତେବେ ସେହି ମହିଳାଙ୍କ ଅଭି-ଯୋଗ ହେଉଛି ଯେ ତାଙ୍କ ସ୍ବାମୀ ଦ୍ଵିତୀୟ ବିବାହ କରିଦେଇଛନ୍ତି ଏବଂ ସେମାନଙ୍କର ଗୋଟେ ଛୁଆ ଅଛି।ମହିଳା ବିବାହ ପରେ ତାଙ୍କ ସ୍ବାମୀଙ୍କ ସହ ଚେନ୍ନାଇ ରେ ରହୁଥିଲେ। ସେଠି ତାଙ୍କ ସାନ ନଣନ୍ଦ ଙ୍କ ଏକ ପୁଅ ସହ ସମ୍ପ-ର୍କ ଥିଲା ଓ ସେହି ପୁଅ ଏମାନଙ୍କ ସହ ରହୁଥିଲା।ସେହି କଥା କୁ ମହିଳା ଜଣଙ୍କ ବି-ରୋଧ କରିବାରୁ ତାଙ୍କ ଉପରେ ତାଙ୍କ ସ୍ବାମୀ ଓ ଶାଶୁ ଘର ଲୋକ ନିର୍ଯାତ-ନା ଆରମ୍ଭ କରିଦେଲେ।ପରେ ତାଙ୍କ ବଡ଼ବାପା ଶ୍ୱଶୁର ଙ୍କ ଦଶାହ କାମ ରେ ସେ ଯେତେବେଳେ ତାଙ୍କ ଶାଶୁ ଘର କୁ ଆସିଥିଲେ ସେତେବେଳେ ମହିଳା ଜଣଙ୍କ ତାଙ୍କ ଡ୍ରେସ୍ ଚେଞ୍ଜ କରୁଥିବା ସମୟ ରେ ତାଙ୍କ ବଡ଼ ନଣନ୍ଦ ଙ୍କ ସ୍ବାମୀ ସେହି ରୁମ୍ କୁ ପଶି ଆସିଲେ।

ଏମିତି କ’ଣ ପାଇଁ କରିଲେ ବୋଲି ପଚାରିବାରୁ ସେ କହିଲେ ମୋ ଆଗରେ ସବୁ କିଛି ଚଳିବ,ଏଭଳି ଅ-ଶ୍ଳୀଳ କଥା କହିଲେ।ଏହି କଥା ସେ ଘରେ ଯାଇ ସମସ୍ତଙ୍କୁ କହିବାରୁ ସେମାନେ କହିଲେ କିଛି ଅସୁବିଧା ନାହିଁ ବୋଲି।ତାପରେ ସେ ତାଙ୍କ ବାପଘର କୁ ପଳାଇ ଆସିଥିଲେ।ସ୍ବାମୀ ପରେ ବାଙ୍ଗାଲୋର କୁ ପଳେଇଲେ,ହେଲେ ତାଙ୍କ ସ୍ତ୍ରୀ କୁ ନେଲେ ନାହିଁ।ତାପରେ ସ୍ବାମୀ ସ୍ତ୍ରୀ କୁ ନବା ପାଇଁ ଆସିବେ ଯେବେ ସେବେ କହିଲେ ଯେ ମହିଳା ଜଣଙ୍କ ଯାଇ ସେହି ଅ-ଭଦ୍ର ଜ୍ବାଇଁ ଙ୍କ ପାଖରେ ରହିବେ ଆଉ ସେ ଯାହା କହିବେ ସେୟା ହେବ।ସେହି ଜ୍ବାଇଁ ମଧ୍ୟ ଫୋନ୍ କରି ଏହା କହିଲେ।ଏମିତି ଅଭି-ଯୋଗ କରିଛନ୍ତି ସେହି ମହିଳା ଜଣଙ୍କ।

Leave a Reply

Your email address will not be published. Required fields are marked *