କହିଥିଲେ ଇଞ୍ଜିନିୟର କିନ୍ତୁ ବାହାରିଲେ ଲେବର, ମି-ଛ କଥା କହି ବିବାହ କରିଥିବାରୁ ବ୍ୟକ୍ତିଙ୍କ ନାମରେ ଅଭି-ଯୋଗ ଆଣିଲେ ମହିଳା

ଆଜିକାଲିର ଯୁଗରେ ଲୋକମାନେ ସମ୍ପ-ର୍କ ର ଅର୍ଥ କିଛି ବୁଝୁନାହାନ୍ତି ନିଜର ସ୍ୱାର୍ଥ ହାସଲ କରିବା କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ନିଜର ଇଜ୍ଜ-ତକୁ ମଧ୍ୟ ନିଲାମ କରିଦେଉଛନ୍ତି। ତେବେ ଏହିପରି ଏକ ଘ-ଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଥା-ନା ଅଞ୍ଚଳରୁ। ଏଠାରେ ନିଜ ସହ ଧୋ-କ୍କା ହୋଇଛି ବୋଲି ଜଣେ ମହିଳା ଅଭି-ଯୋଗ କରିଛନ୍ତି।

ପୁଅଟି ଇଞ୍ଜିନିୟର ବୋଲି ମି-ଛ କଥା କହି ମହିଳାଙ୍କ ସହ କରାଇ ଦେଲେ ବିବାହ। ଶେଷକୁ ପୁଅଟି ବାହାରିଲା ଜଣେ ଲେବର। ଏହାସହ ପୁଅଟି ମଧ୍ୟ ଥିଲା ଜଣେ ସମ-ଲିଙ୍ଗୀ। ଚଳାଉଥିଲା ସେ-କ୍ସ ରାକେଟ୍। ସ୍ୱାମୀର କଳା କା-ରନା-ମାର କା-ଣ୍ଡ ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ସ୍ତ୍ରୀ। ଏହାପରେ ସ୍ୱାମୀ ବିରୋ-ଧରେ ସାଂଘା-ତିକ ଅଭି-ଯୋଗ ଆଣିଛନ୍ତି ସ୍ତ୍ରୀ। ତେବେ ସ୍ୱାମୀଙ୍କ ନାମ ଚିରଞ୍ଜିତ ଖିଲାର।

ତେବେ ବ୍ୟକ୍ତି ଜଣକ ନିଜକୁ ଇଞ୍ଜିନିୟର କହି 2019 ମାର୍ଚ୍ଚ 8 ତାରିଖରେ ଖଇରା ଥା-ନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହର 6 ମାସ ପର୍ଯ୍ୟନ୍ତ ସବୁକିଛି ଠିକ ଚାଲିଥିବା ବେଳେ ହଠାତ ସ୍ତ୍ରୀଙ୍କୁ ସ-ନ୍ଦେହ ହେବାକୁ ଲାଗିଲା। ଏହାପରେ ଚିରଞ୍ଜିତଙ୍କ ଅସଲ ପରିଚୟ ଜଣାପଡ଼ିଥିଲା। ଚିରଞ୍ଜିତ କାମ କରୁଥିବା ସହର ସୁରଟକୁ ପୀ-ଡ଼ିତା ମହିଳା ଜଣକ ଯାଇଥିଲେ। ସେଠାକୁ ଯାଇ ଯାହା ସେ ଜାଣିବାକୁ ପାଇଲେ ସେଥିରେ ତାଙ୍କ ପାଦ ତଳୁ ମାଟି ଖସିଗଲା।

ସ୍ୱାମୀ ଥିଲେ ଜଣେ ସମ-ଲିଙ୍ଗୀ। ଦିନରେ ପୁଅ ହୋଇ ବୁଲୁଥିବା ବେଳେ ରାତିରେ ଧରୁଥିଲେ ଝିଅ ବେଶ। ଚଳାଉଛନ୍ତି ନିଜର ଏକ ସେ-କ୍ସ ରାକେଟ। ତେବେ ସ୍ୱାମୀ ଯେତେବେଳେ ଜାଣିଲେ ଯେ ସ୍ତ୍ରୀ ତାଙ୍କ ବିଷୟରେ ସବୁକିଛି ଜାଣିଯାଇଛନ୍ତି ସେତେବେଳେ ସେ ନିଜ ସ୍ତ୍ରୀକୁ ସେହି ଦେହ ବ୍ୟବସାୟରେ ସାମିଲ ହେବାକୁ ବାଧ୍ୟ କରାଇଥିଲେ। ଏହାସହ ଆଉ ଏକ ଅଭି-ଯୋଗ ମଧ୍ୟ ହୋଇଛି ଯେ ସ୍ୱାମୀଙ୍କର ଏହି କାର୍ଯ୍ୟରେ ଶାଶୂ, ଶ୍ୱଶୁର ଏବଂ ନଣଦ ମଧ୍ୟ ସାମିଲ୍ ଅଛନ୍ତି।

ତେବେ ଅ-ତ୍ୟାଚା-ରକୁ ଆଉ ସହି ନପାରି ସୁରଟ ଥା-ନାର ଦ୍ୱାରସ୍ଥ ହୋଇଥିଲେ ମହିଳା। କିନ୍ତୁ କିଛି ବି ଫଳାଫଳ ନମିଳିବାରୁ ଏବେ ଖଇରା ଥା-ନାରେ ଦ୍ୱାରସ୍ଥ ହୋଇ ନ୍ୟ-ୟ ମାଗିଛନ୍ତି ପୀ-ଡ଼ିତା। ତେବେ ପୋ-ଲିସ ଏଥିରୁ କଣ କରୁଛି ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *