ପୂର୍ଣ୍ଣିମାରେ ସୈ-ତାନ ସାଜିଲା ସ୍ୱାମୀ, ଟା-ଙ୍ଗିଆ ଚୋ-ଟରେ ସ୍ୱାମୀ ନେଲା ସ୍ତ୍ରୀର ଜୀ-ବନ

ସୋସିଆଲ ମିଡିଆ, ଟିଭି, ଖବର କାଗଜରେ ଆପଣ ଅନେକ ପାରିବାରିକ କଲ-ହକୁ ନେଇ ଘ-ଟୁଥିବା ଅନେକ ଘଟ-ଣାକୁ ଶୁଣିଥିବେ ଏବଂ ଦେଖିଥିବେ। ଅନେକ ଘରେ ଭାଇ- ଭାଇ ଭିତରେ ଝ-ଗଡା ହୁଏ ତ ଅନେକ ଘରେ ସ୍ୱାମୀ-ସ୍ତ୍ରୀ ନଚେତ ଶାଶୂ-ବୋହୁ ମଧ୍ୟ ଝଗ-ଡା ଲାଗିରହେ। ଏପରି କ୍ଷେତ୍ରରେ କିଛି ଲୋକ ଅତ୍ୟଧିକ କ୍ରୋ-ଧରେ ଆସି ନିଜ ପରିବାର ଲୋକର ହ-ତ୍ୟା ମଧ୍ୟ କରିଥାଏ। ତେବେ ଏହିପରି ଏକ ଘ-ଟଣା ଘ-ଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଧମୁନିପଙ୍ଗା ପଞ୍ଚାୟତ କତାଗୁଡା ଗ୍ରାମର ହରିଜନ ସାହିରେ।

ପାରିବାରିକ କଳ-ହରେ ନୃ-ଶଂସ ସ୍ୱାମୀ କଲା ସ୍ତ୍ରୀ ହ-ତ୍ୟା। ତେବେ ସ୍ୱାମୀ ହେଉଛନ୍ତି 43 ବର୍ଷୀୟ ନୀଳକଣ୍ଠ କୌଶଲ୍ୟା ଏବଂ ସ୍ତ୍ରୀ ହେଉଛନ୍ତି 36 ବର୍ଷୀୟ ରାଧା କୌଶଲ୍ୟା। ସୂଚନା ଅନୁସାରେ ପୂର୍ବରୁ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ କ-ଳହ ଲାଗିଥିବାରୁ ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ତାଙ୍କ ବାପ ଘରେ ଛାଡ଼ି ଦେଇ ଆସିଥିଲା।

ଗତକାଲି ସନ୍ଧ୍ୟାରେ କାର୍ତ୍ତିକ ପୂର୍ଣ୍ଣିମା କାରଣରୁ ସ୍ତ୍ରୀଙ୍କୁ ଆଣିବା ପାଇଁ ସ୍ୱାମୀ ଶଶୁର ଘରକୁ ଯାଇଥିଲେ। ତେବେ ଶଶୁର ଘରଲୋକ ମନା କରିବା ପରେ ସ୍ୱାମୀ ବାଧ୍ୟ କରାଇ ସ୍ତ୍ରୀକୁ ଘରକୁ ଆଣିଥିଲେ। କିନ୍ତୁ ଆଜି ସକାଳୁ କୌଣସି କାରଣରୁ ସ୍ୱାମୀ ଏକ ଟାଙ୍ଗିଆରେ ସ୍ତ୍ରୀଙ୍କୁ ହାଣି ଦେଇଥିଲେ ଫଳରେ ସ୍ତ୍ରୀର ଘଟ-ଣା ସ୍ଥଳରେ ମୃ-ତ୍ୟୁ ଘ-ଟିଥିଲା।

ଏହାପରେ ଝିଅର ପରିବାର ଲୋକ ପୋ-ଲିସ ପାଖେ ଅଭି-ଯୋଗ କରିଥିଲେ।ପୋ-ଲିସ ଘଟ-ଣାସ୍ଥ-ଳରେ ପହଞ୍ଚି ହ-ତ୍ୟା କରିଥିବା ସ୍ୱାମୀକୁ ଅଟକ ରଖି ପଚ-ରା ଉ-ଚରା କରିଥିଲା। ତେବେ ଝିଅର ପରିବାର ସଦସ୍ୟ, ସମ୍ପ-ର୍କୀୟ ଏବଂ ଗ୍ରାମବାସୀ ଘ-ଟଣା ସ୍ଥଳରେ ପହଞ୍ଚି ଉତେ-ଜନା ସୃଷ୍ଟି କରିଥିଲେ।

Leave a Reply

Your email address will not be published. Required fields are marked *