ହେ ପ୍ରଭୁ! କଳିଯୁଗର ଏହି ଆଧୁନିକ ରାମାୟଣରେ ରାମ ଓ ସୀତାଙ୍କ କଳା ଦେଖିଲେ ଆପଣମାନେ ହସି ହସି ଗଡ଼ିଯିବେ।

ଭଜନ, ଜଣାଣ, ସଂକୀର୍ତ୍ତନର ଭିଡିଓ ପ୍ରତିଦିନ ଆପଣ ସୋସିଆଲ ମିଡ଼ିଆରୁ ଦେଖିବାକୁ ପାଉଥିବେ । ପ୍ରତ୍ୟେକ୍ଷ ଭାବରେ ମଧ୍ୟ ଆପଣ ଏହିସବୁ ଭିଡିଓ ସଂସ୍ପର୍ଶରେ ଆସୁଥିବେ । ଏହିସବୁ କାର୍ଯ୍ୟକ୍ରମ ଯାହା ସତସଙ୍ଗ ଦେଇଥାଏ ଏବଂ ସତ୍ ମାର୍ଗରେ ପରିଚାଳିତ କରାଇଥାଏ ତାହା ଅନେକଙ୍କୁ ବହୁତ ଭଲ ଲାଗିଥାଏ । ଏହିସବୁର ଭିଡିଓ ଦୃଶ୍ୟ ଦେଖିବାକୁ ଅନେକଙ୍କୁ ବହୁତ୍ ଭଲ ଲାଗିଥାଏ । ସୋସିଆଲ ମିଡିଆରେ ବି ଏସବୁର ଭିଡିଓ ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଥାଏ । ତେବେ ସୋସିଆଲ ମିଡ଼ିଆରୁ ମନୋରଂଜନର ସୁରାକ ତ ନିଶ୍ଚିତ ଭାବରେ ଆପଣ ପାଇ ଯାଉଥିବେ । କାରଣ ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର, କାର୍ଯ୍ୟକ୍ରମର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନରେ ଘରେ ବସି ଦେଖି ପାରୁଛନ୍ତି ।

ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମକୁ ଟିକେ ଭିନ୍ନ ପ୍ରକାରର ଲାଗିଥାଏ । ଏହା ଏତେ ମଜାଦାର ଏବଂ ମନୋରଂଜନ ପୂର୍ଣ୍ଣ ହୋଇଥାଏ ଯେ ଏହାକୁ ଦେଖିଲେ ହସକୁ ଅଟକାଇ ହୁଏ ନାହିଁ । କାରଣ ଏହିଭଳି କିଛି ଭିଡିଓ ଏମିତି ବି ଥାଏ ଯାହାକୁ ଦେଖିଲେ ଆପଣ ଅତ୍ୟଧିକ ଖୁସି ହୋଇ ଯାଇଥାନ୍ତି ।

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଏହିଭଳି ସମୟକ୍ରମେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଯାହାକି ବର୍ତ୍ତମାନର ସୋସିଆଲ ମିଡିଆର ବ୍ଯବହାରର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛିକ୍ଷଣ ମଧ୍ୟରେ ଆସି ଯାଉଛି । ତେଣୁ ଆଜି ଆମେ କହିବାକୁ ଯାଉଥିବା ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ କିପରି ଭାବରେ ଏଠାରେ ପାଲା ବା ବାଦି ପରିବେଷଣ ହେଉଛି । ଜଣେ ପ୍ରବଚକ ବା ପାଲା ଗାୟକ ବେଶ୍ ସୁନ୍ଦର୍ ଭାବରେ ଏଠାରେ ପାଲା ପରିବେଷଣ କରୁଥିବା ଦେଖିବାକୁ ମିଳିଛି । ଆଉ ସେହି ପାଲା ଗାୟକଙ୍କ ନାମ ହେଉଛି ବଳଭଦ୍ର ଜେନା । ଆଉ ସେ ଗାଉଥିବା ପାଲା ନାଟକରେ ରାମାୟଣକୁ ଟିକେ ଅତରଙ୍ଗୀ ଭାବରେ ରାମ ଓ ସୀତାଙ୍କର ଚରିତ୍ରକୁ ଦର୍ଶା ଯାଇଛି ଯାହାକି ଲୋକଙ୍କୁ ଖୁବ ପସନ୍ଦ ଆସିଛି ।

ତେବେ ଆପଣ ଏହି ଭାଇରାଲ ଯାତ୍ରା ବା ରାମାୟଣର ସିନ୍ ଟିକୁ ଦେଖିଲେ ଜାଣି ପାରିବେ କି, ସିନଟିରେ ରାମ ଓ ସୀତା ବନବାସରେ ଅଛନ୍ତି ଆଉ ଏକାନ୍ତରେ ନିଜ ସହ କିଛି ମୁହୂର୍ତ୍ତ ବିତାଉଛନ୍ତି । ମାତ୍ର ତାହାକୁ ମଧ୍ୟ ଟିକେ ମର୍ଡନ ଷ୍ଟାଇଲରେ ଏହି ସିନରେ ଦେଖାଯାଇଛି । ଆଉ ଶେଷରେ ସୂର୍ପନେଖାକୁ ପୁରା ମର୍ଡନ ଆଇଟମ ଗାର୍ଲ ଭାବରେ ଏଣ୍ଟ୍ରି ମାରିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *