କାର ଉପରେ ଲକ୍ଷ ଲକ୍ଷ ଟଙ୍କାର ବା-ଣ ରଖି ଲଗାଇଦେଲେ ନି-ଆଁ, ଆଉ ତାପରେ କାରର ହେଲା କିଛି ଏପରି ଅବସ୍ଥା

ରାଜସ୍ଥାନର ଅଲୱାରରେ ରହୁଥିବା ଜଣେ ପ୍ରସିଦ୍ଧ ୟୁଟ୍ୟୁବର୍ ଅମିତ ଶର୍ମା କାର ଉପରେ ଏକ ଲକ୍ଷରୁ ଅଧିକ ଟଙ୍କାର ବା-ଣ ଲଗାଇ କାରକୁ ବିସ୍ଫୋ-ରଣ କରିଥିଲେ ଯାହା ପରେ ଘଟ-ଣାକୁ ସମ୍ପୁର୍ଣ୍ଣ ରେ-କର୍ଡ କରାଯାଇଥିଲା। ଏହି ଭିଡିଓକୁ ଦୀପାବଳି ପୂର୍ବରୁ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ Crazy XYZ ରେ ଅମିତ ଅପଲୋଡ୍ କରିଥିଲେ, ଯାହା ବହୁତ ଭାଇରାଲ ହେଉଛି। ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ କାର ବାହାରେ ଅନେକ ବା-ଣ ଲଗାଯାଇଛି।

ଟେପ୍ ସାହାଯ୍ୟରେ କାରର ଉପର ଭାଗରେ ଏହି ବା-ଣ ଯୋଡ଼ାହୋଇଛି। ଏକ କାର ପାଖରେ ବହୁ ସଂଖ୍ୟାରେ ବା-ଣ ଫୁଟିଲେ କାରର ଅବସ୍ଥା କଣ ହେବ ତାହାକୁ ଦେଖିବା ପାଇଁ ଏହି କାର୍ଯ୍ୟ କରାଯାଇଥିଲା ଏବଂ ଭିଡିଓ ରେ-କର୍ଡ କରିବା ପାଇଁ କ୍ୟାମେରା ଲଗାଯାଇଥିଲା। ଅମିତ ନିଜ ସହଯୋଗୀମାନଙ୍କ ସହିତ କାର ଝରକାକୁ ଛାଡିଦେଲେ ଆଉ ସବୁ ସ୍ଥାନରେ 5000- 10,000 ବା-ଣ ଲଗାଇଥିଲେ।

ଏହାପରେ କାରରେ ନି-ଆଁ ଲଗାଇବା ପାଇଁ ଅମିତ ଶର୍ମା ରି-ମୋଟ ବ୍ୟବହାର କରିଥିଲେ। ଡ୍ରୋନ୍ କ୍ୟାମେରା, ଗୋ-ପ୍ରୋ କ୍ୟାମେରା ଏବଂ ଅନ୍ୟାନ୍ୟ କ୍ୟାମେରା ଅମିତ ଶର୍ମା ଏବଂ ତାଙ୍କ ସହଯୋଗୀଙ୍କ ଦ୍ଵାରା ପ୍ରତ୍ୟେକ କୋଣରେ ଲଗାଯାଇଥିଲା, ଯାହାଫଳରେ ପୁରା ଦୃ-ଶ୍ୟ ରେ-କର୍ଡ ହୋଇପାରିବ। ଏହାପରେ ବା-ଣ ଫୁଟିବା ଆରମ୍ଭ ହେଲା।

କାରର ଅବସ୍ଥା କିପରି ଥିଲା?

ସବୁ ବାଣ ବିସ୍ଫୋ-ରଣ ହେବା ପରେ କାରର ସମସ୍ତ ଝରକା ଧଳା ଦେଖାଯାଉଥିଲା। ଅବଶ୍ୟ କାରର ଇଞ୍ଜିନ ତଥା ଅନ୍ୟ ଆଭ୍ୟନ୍ତରୀଣ ଅଂଶର କିଛି ବଡ଼ କ୍ଷ-ତି ହୋଇନଥିଲା। ତେବେ ଏହାପରେ ଅମିତ ଶର୍ମା ମଧ୍ୟ କାର ଷ୍ଟାର୍ଟ କରିବାକୁ ଚେଷ୍ଟା କରିଥିଲେ। ଅବଶ୍ୟ ପ୍ରଥମେ କାରଟି ଷ୍ଟାର୍ଟ ହେଲା ନାହିଁ, କିନ୍ତୁ କିଛି ସମୟ ପରେ କାରଟି ବିନା କିଛି ଅସୁବିଧାରେ ଷ୍ଟାର୍ଟ ହୋଇଗଲା।

Leave a Reply

Your email address will not be published. Required fields are marked *