ଷଣ୍ଢକୁ ଉସୁକାଇବା ଏହି ଅଟୋ ବାଲାକୁ ପଡିଗଲା ବହୁତ ମହ-ଙ୍ଗା । ତାପରେ ତାର ଅବସ୍ଥା ଯାହା କରିଲେ, ଷଣ୍ଢ ଆଉ ଦିନେ ସେ କାହାକୁ ଏପରି କରିବ ନାହିଁ ।

ମଣିଷ ର ଯେପରି ନିଜସ୍ୱ ପ୍ରକୃତି ରହିଛି ସେହିପରି ଜୀବଜନ୍ତୁଙ୍କ ଠାରେ ବି ସେମାନଙ୍କ ପ୍ରକୃତି ରହିଛି ।ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓ ରୁ ଏହା ସ୍ପଷ୍ଟ ହୋଇଛି । ଆପଣ ଦେଖିଲେ ହତବାକ୍ ହୋଇଯିବେ ।

୧. ଦର୍ଶକବନ୍ଧୁ ଗୋଟେ ସିଂହ ଆଗରେ ଗୋଟେ କୁକୁରର ଅକାତ କଣ ଅଟେ ଏହାତ ସିଂହର ଶବ୍ଦର ଆକାର ଦେଖିଲେ ମାଲୂମ ପଡ଼ିଯାଏ । କିନ୍ତୁ ଏଠାରେ କିଛି ଆଶ୍ଚର୍ଯ୍ୟ ଜନକ ଦୃ-ଶ୍ୟ ଦେଖିବାକୁ ମିଳିଲା ଏଠାରେ ଗୋଟେ କୁକୁର ଦୁ-ର୍ଭାଗ୍ୟ ବଶତଃ ଚିଡ଼ିଆ ଖାନାରେ ସିଂହ ଏରିଆକୁ ପଶି ଯାଇଥିଲା । ସମସ୍ତେ ଭାବିଲେ ଆଜି କୁକୁରର ଖେଳ ଶେଷ ହୋଇଯିବ କିନ୍ତୁ ସିଂହ ଯେତେବେଳେ କୁକୁର ପାଖକୁ ଆସିଲା ପ୍ରଥମେ ହ୍ୟାଣ୍ଡସେକ କରି ତା ହାତରେ ଚୁମା ମଧ୍ୟ ଦେଇଦେଲା ଯେମିତି ଏଠାରେ ସିଂହ କୁକୁରକୁ ନିଜର ବସ ବୋଲି ମାନିନେଲା ।

୨. ବନ୍ଧୁଗଣ ଦ୍ଵିତୀୟ ଦୃଶ୍ୟରେ ଏକ ଫୁଟବଲ ମ୍ୟାଚରେ ଗୋଟେ ଇନ୍ଟରେଷ୍ଟିଙ୍ଗ ଘ-ଟଣା ଘ-ଟିଲା କାରଣ ପଡିଆ ମଝିକୁ ଏକ ଗୁଣ୍ଡୁଚି ମୂଷା ଚାଲି ଆସିଲା । ଆଉ ଯେତେବେଳେ ସେହି ଗୁଣ୍ଡୁଚି ମୂଷା ଲାଇନ ପାରି କଲା ସମସ୍ତେ ନାଚି ଉଠିଲେ ଏଠାରେ ଲୋକମାନେ ଏତେ ଖୁସି ହୋଇଗଲେ ଯେତେ ଖୁସି ସେମାନଙ୍କ ଫେବେରାଇଟ ଟିମ ଜିତିଥିଲେ ହୋଇନଥାନ୍ତେ ।

୩. ଦର୍ଶକବନ୍ଧୁ ଏଠାରେ ଆପଣ ବୁଦ୍ଧିମାନ କୁକୁରକୁ ଦେଖନ୍ତୁ ଯାହାର ବଲ ସ୍ଵିମିଙ୍ଗ ପୁଲରେ ପଡିଯିବାର ଦେଖି ସେ ଏକ ଉପାୟ ସ୍ଥିର କଲା ଆଉ ସେ ଗୋଟେ ଜିନିଷ ଆଣି ତା ଉପରେ ଛିଡା ହୋଇ ତାଭାସୁଥିବା ବଲକୁ ନେଇ ଆସିଲା ଗୋଟେ କୁକର ମୁଣ୍ଡରେ ଏତେ ବୁଦ୍ଧି ଆପଣ ସ୍ୱପ୍ନରେ ମଧ୍ୟ ଜମା ଭାବି ନଥିବେ।

୪. ତେବେ ବନ୍ଧୁଗଣ ବନ୍ଧୁଗଣ ଷଣ୍ଢ ଲ-ଢେଇ ଦେଖିବାକୁ ବହୁତ ମଜା ଲାଗେ । କିନ୍ତୁ ସେହି ଲ-ଢେଇ ବେଳେ ବେଳେ ଏତେ ଭ-ୟଙ୍କର ହୋଇଯାଏ ଯେ ମଣିଷ ସହିତ ତାର ଜିନିଷର ମଧ୍ୟ କ୍ଷ-ତି ଘଟାଇଦିଏ । ଯେମିତି ଏହି ଲଢେ-ଇରେ ଦୁଇଟି ଷଣ୍ଢ ପରସ୍ପର ସହ ଲ-ଢ଼ିବା ସମୟରେ ଗୋଟେ ଅଟୋ ଉପରକୁ ଚଢି ବ-ରବା-ଦ କରିଦେଲେ । କିନ୍ତୁ ପରେ ଜଣାପଡିଲା ଯେ ଏହି ଅଟୋବାଲା ମଧ୍ୟ ପୂର୍ବରୁ ଷଣ୍ଢ ୨ଟିକୁ ଲ-ଢେଇ କରିବା ପାଇଁ ଉସକେଇଥିଲା ଯାହାର କୁ ପରିଣାମ ତାକୁ ବହୁତ ଜଲ୍ଦୀ ହିଁ ମିଳିଗଲା ।

Leave a Reply

Your email address will not be published. Required fields are marked *