ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପ୍ରେମିଯୁଗଳଙ୍କୁ ର-କ୍ଷା କରୁଛନ୍ତି ମହାଦେବ !

ସ୍ୱପ୍ନ ନୁହେଁ ଏକ ନିବିଡ ବନ୍ଧନ ହେଲେ ବାସ୍ତବତା ଠାରୁ ବହୁତ୍ ଦୂରରେ, କୁହାଯାଏ ପ୍ରେମୀଯୁଗଳଙ୍କ ପ୍ରେମ ମଧ୍ୟରେ ସବୁବେଳେ ବାଧକ ସାଜନ୍ତି ପରିବାର ଲୋକେ, ତେଣୁ ଅନେକ ସମୟରେ ପ୍ରେମୀଯୁଗଳ ନିଜ ଘର ଛାଡି ପଳାଇ ଯାଆନ୍ତି ନିଜର ସ୍ୱପ୍ନ ସାକାର କରିବା ପାଇଁ, ଫେରାର ହୋଇଯାଆନ୍ତି ନିଜ ସହରରୁ ଅନେକ ଦୂରକୁ। ଘରୁ ବାହାରି ଯିବା ପରେ ଅନେକ ବିପଦ ଆଉ ଅନେକ ଅସୁବିଧାର ସାମ୍ନା ବି କରିବାକୁ ପଡିଥାଏ, କେତେବେଳେ ଘରଲୋକଙ୍କ ଡ-ର ଥାଏ ତ ପୁଣି କେତେବେଳେ ପୋଲି-ସର ଡ-ର ଥାଏ। ହେଲେ ଆମେ କହିବାକୁ ଯାଉଥିବା କଥାଟି ଯଦି ବିଶ୍ୱାସକୁ ନିଅନ୍ତି ତେବେ ଆଉ ଡ-ରିବାର କୌଣସି କାରଣ ନାହିଁ। ଏହି କଥା ବହୁତ ଆଗରୁ ଲୋକଙ୍କର ବିଶ୍ୱାସରେ ମଧ୍ୟ ରହି ଆସିଛି, ଥରେ ବିଶ୍ୱାସ କରି ଦେଖନ୍ତୁ ଦେଖିବେ ନିଶ୍ଚିତ ସତ ହେବ କାରଣ ପ୍ରେମୀ ଯୁଗଳ ମାନଙ୍କୁ ସମସ୍ତ ପ୍ରକାରର ଅସୁବିଧାରୁ ବଞ୍ଚାଉଛନ୍ତି ପ୍ରଭୁ ଶିବ ଶଙ୍କର।

ମାନ୍ୟତା ରହିଛି ଯେ ଏହି ଗାଆଁର ଲୋକଙ୍କୁ ଭଗବାନ ଶିବଙ୍କର ନିର୍ଦେଶ ରହିଛି, ଏମାନେ ପ୍ରେମୀଯୁଗଳଙ୍କର ର-କ୍ଷା କରିବେ। ବିପଦରେ ପଡି ଏହି ମନ୍ଦିରକୁ ଆସୁଥିବା ପ୍ରେମିକ ଏବଂ ପ୍ରେମିକାଙ୍କୁ ଏମାନେ ସୁର-କ୍ଷା ଦେବେ। କିମ୍ବଦନ୍ତୀ ଅନୁସାରେ ଯେତେବେଳେ ପାଣ୍ଡବ ଅଜ୍ଞାତବାସ କରିଥିଲେ ସେତେବେଳେ ସେମାନେ ଏହି ସ୍ଥାନର ହିଁ ପହଞ୍ଚିଥିଲେ ଆଉ ଗାଁ ଲୋକମାନେ ସେମାନଙ୍କୁ ପୂରା ସହାୟତା ମଧ୍ୟ କରିଥିଲେ। ଆଉ ଶଙ୍ଗଚୁଲ ମହାଦେବ ମଧ୍ୟ ସେମାନଙ୍କୁ ର-କ୍ଷା କରିଥିଲେ। ଠିକ୍ ସେମିତି ଘରୁ ପଳାଇ ଆସିଥିବା ପ୍ରେମୀଯୁଗଳଙ୍କୁ ସମାଜ ପ୍ର-ତ୍ୟାଖା-ନ କରିପାରେ କେହି ସେମାନଙ୍କୁ ସାହାଯ୍ୟ କରି ନପାରନ୍ତି କିନ୍ତୁ ବିଶ୍ୱାସ ରହିଛି ଯେ ସେମାନଙ୍କ ପାଇଁ ଏହି ମନ୍ଦିର ଦ୍ୱାର ସବୁବେଳେ ଖୋଲା।

ହିମାଚଳ ପ୍ରଦେଶରେ ଥିବା ଶଙ୍ଗଚୂଲ ମହାଦେବଙ୍କ ମନ୍ଦିର ହେଉଛି ପ୍ରେମୀ ଯୁଗଳଙ୍କ ପାଇଁ ସବୁଠାରୁ ସୁର-କ୍ଷିତ ସ୍ଥାନ। ଏଠାରେ ସ୍ୱୟଂ ଦେବ ଦେବ ମହାଦେବ ପ୍ରେମୀଯୁଗଳଙ୍କୁ ଆଶ୍ରୟ ଦେଉଛନ୍ତି, ଏହି ମନ୍ଦିର ଏପରି ଏକ ସ୍ଥାନରେ ରହିଛି ଯେ ଏଠି କାହାର ବି ଭ-ୟ ନାହିଁ। ଏଠାକୁ ପୋ-ଲି-ସ ମାନେ ବି ଆସନ୍ତି ନାହିଁ ଆଉ ପୁଣି ଘରୁ ଫେ-ରା-ର ହୋଇ ଆସିଥିବା ପ୍ରେମୀଯୁଗଳ ମାନଙ୍କ ପାଇଁ ଏଠାରେ ସବୁ ପ୍ରକାରର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ମନ୍ଦିର ଏବଂ ଆଖପାଖରେ ରହୁଥିବା ଲୋକେ ପ୍ରେମୀଯୁଗଳ ମାନଙ୍କୁ ଭବ୍ୟ ସ୍ୱାଗତ କରି ଥାଆନ୍ତି, ଏହି ଶଙ୍ଗଚୂଲ ମହାଦେବ ମନ୍ଦିରଟି ହିମାଚଳ ପ୍ରଦେଶର କୁଲୁଠାରେ ରହିଛି,ଆଉ ପାଖରେ ରହିଛି କୁଲୁ ଜିଲ୍ଲାର ସାଙ୍ଗଡ଼ ଗ୍ରାମ। ପ୍ରେମୀ ଯୁଗଳମାନେ କହିଛନ୍ତି କି ଏହି ସ୍ଥାନଟି ସବୁ ପ୍ରେମୀଯୁଗଳ ମାନଙ୍କ ପାଇଁ ଦୁନିଆର ସବୁଠାରୁ ସୁର-କ୍ଷିତ ସ୍ଥାନ।

Leave a Reply

Your email address will not be published. Required fields are marked *