ଫିଟୁଛି ଗୁମର : ଇଂରେଜ ନେଇ ନାହାନ୍ତି କୋଣାର୍କ ଚୁମ୍ବକ !

ଭବିଷ୍ୟତ ହେଉଛି ଗୋଟିଏ ଏମିତି ସମୟ ଯାହାକୁ ନେଇ ଆମେ ସମସ୍ତେ ଉତ୍ସାହିତ ଅଟୁ କାରଣ ଏହା ଆମ ପାଇଁ କ’ଣ ଗଚ୍ଛିତ କରି ରଖିଛି ତାହା ଆମେ ଜାଣିନାହୁଁ । ଆମେ ସର୍ବଦା ଆଶା କରୁ ଯେ ଏହା ଭଲ ହେବ ଏହି ଚିନ୍ତା ଆମ କୁ ଜୀବନ ଏବଂ ଆଗକୁ ବଢିବାକୁ ଆଶା ଦେଇଥାଏ । ସମଗ୍ର ବିଶ୍ୱରେ ବିଭିନ୍ନ ସାଧୁସନ୍ଥ ବିଭିନ୍ନ ପୃଷ୍ଠଭୂମି ରେ ଅଛନ୍ତି ଯେଉଁମାନେ ଭବିଷ୍ୟତ ର ଅନେକ ଘ-ଟଣା ବିଷୟ ରେ ଭବିଷ୍ୟବାଣୀ କରିଥିଲେ ଯାହାକି ନିର୍ଦ୍ଦିଷ୍ଟ ସ୍ଥାନ କିମ୍ବା ବିଶ୍ଵ ସହିତ ଜଡିତ ପ୍ରାସ-ଙ୍ଗିକତା ଧାରଣ କରିଥାଏ । ସେହି ବହାଲି ଆମେ ଏକ ସନ୍ଥଙ୍କ ସହିତ ଭେଟ ହେବା ପରେ ଆମ କୁ କୋଣାର୍କ ମନ୍ଦିର ବିଷୟରେ କହିଥିଲେ।

କୋଣାର୍କ ମନ୍ଦିର ରେ ଏକ ଏମିତି ଜିନିଷ ରହିଛି ଯାହା ଚନ୍ଦ୍ର ଭାଗା ସମୁଦ୍ର ଦେଇ ଯାଉଥିବା ପ୍ରତେକ ଜାହାଜକୁ ତା ନିଜ ଆଡକୁ ଆକ-ର୍ଷିତ କରିପାରୁଥିଲା। ଯେତେବେଳେ ଏହା କାରଣ ଖୋଜିବାରେ ଲାଗିଲେ ସେତେବେଳେ ଜଣା ପଢ଼ିଥିଲା କି ମନ୍ଦିରର ଚୁଳିରେ ଏକ ଚୁମ୍ବକ ରହିଥିବାର କଥା ସାମ୍ନା କୁ ଆସିଥିଲା। ଯେଉ ଚୁମ୍ବକ ସୂର୍ଯ୍ୟ ମନ୍ଦିରକୁ ଭୂମିଁ ଠାରୁ ଟେକି କି ରଖିଛି। ତେବେ ବ୍ରିଟିଶ ମାନେ ଏହି ଚୁମ୍ବକ କୁ କୌଶଳ ପୂର୍ଣ୍ଣ ଭାବେ କାଢି ନେଇଥିଲେ ।

ସେହି ଚୁମ୍ବକ ରେ ଏପରି ଶକ୍ତି ରହିଥିଲା ଯାହାକୁ ଜାହାଜରେ ନେବା ସମ୍ଭବ ନଥିଲେ । ସେଥି ପାଇଁ ଏହି ଚୁମ୍ବକକୁ ମାଟି ତଳେ ପୋତି ଦେଇଥିବାର କଥା ମଧ୍ୟ କୁହାଯାଇଛି। ଆଉ ସେଠାରେ ଥିବା ସିଂହାସନକୁ ବ୍ରିଟିଶ ମାନେ ନେଇ ଯାଇଥିବା ବେଳେ ମାଳିକାରେ ବର୍ଣ୍ଣିତ ଅଛି କି ସେହି ସିଂହାସନ ସୟଂ ମହା ପ୍ରଭୁ କଳ୍କୀ ଅବତାର ରେ ଆସି ସେହି ସିଂହାସନକୁ ପୁଣି ଥରେ ବିଜେ କରିବେ ।

Leave a Reply

Your email address will not be published. Required fields are marked *