ରାଜଧାନୀରେ ମଦ୍ୟ-ପଙ୍କ ଉନ୍ମକ୍ତ କା-ଣ୍ଡ, ମ-ଦ ପିଇ ପୋ-ଲି-ସ୍ କୁ ଦେଉଛନ୍ତି ଧ-ମକ।

ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର ସମସ୍ତେ କରିଥାନ୍ତି । ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘ-ଟଣା ଦୁର୍ଘ-ଟଣା ବିଷୟ ରେ ଆମେ ଖବର ପାଇଥାଉ ।

ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘ-ଟଣା ଘ-ଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ତେବେ ବାହ୍ୟ ଦୁନିଆ ରୁ ମଧ୍ୟ ଅନେକ ଖବର ଆମେ ଏହି ସୋସିଆଲ ମିଡ଼ିଆ ରୁ ହିଁ ପାଇଥାଉ ।

ଆଜି କା ସମାଜ ରେ ଏତେ ଖରାପ କାମ ସବୁ ହଉଚି ଯାହା ଗଣନା କରିହବନି।ଆଉ କେହି କାହାକୁ ମାନୁ ନାହାନ୍ତି।ଯିଏ ଯାହା ଇଛା ରେ କାମ ସବୁ କରୁଛନ୍ତି। ସମସ୍ତେ ଆ-ଇନ କୁ ନିଜ ହାତକୁ ନଉଛନ୍ତି ଆଉ ଅତ୍ୟା-ଚାର କରୁଛନ୍ତି।ଏବେ ଖବର ଆସିଛି ଭୁବନେଶ୍ୱର ରେ ଗୋଟେ ଛକ ରେ ଗୋଟେ ଲୋକ ମ-ଦ ପିଇ ପୋ-ଲି-ସ ଙ୍କ ଉପରେ ପାଟି କରୁଛି ଆଉ ଗା-ଳି ଦଉଚି।

ସେ ପୁରୁଷ ଜଣଙ୍କ ନି-ଶା ରେ ରାସ୍ତା ରେ ପା-ଟି କରିଥିଲେ ଆଉ ତାଙ୍କୁ ପୋ-ଲି-ସ କହିବାରୁ ସେ ପୋ-ଲି-ସ ଙ୍କୁ ଖରାପ ଭାଷା ରେ ଗା-ଳି କଲେ ଆଉ ତାଙ୍କୁ ଅସନମାନ କଲେ ଯାହା ସବୁ ଲୋକ ଦେଖୁଥିଲେ ଆଉ କିଛି ଲୋକ ଭିଡ଼ିଓ କରି ଭାଇରାଲ କରୁଛନ୍ତି ଯାହା ଏବେ ଚର୍ଚା ରେ ଅଛି ।ଆଉ ପୁରୁଷ ଜଣଙ୍କ ପୋ-ଲି-ସ ଙ୍କୁ ତାଙ୍କ ଆଇ କାର୍ଡ ମାଗୁଛନ୍ତି ଆଉ ତାଙ୍କ ସହ ଇଂଲିଶ ରେ କଥା ହଉଛନ୍ତି।ଆଉ ପୋ-ଲି-ସ ଙ୍କୁ ଧ-ମକ ମଧ୍ୟ ଦଉଛନ୍ତି ଯାହା ଦେଖିବାର ଦୂର୍ସ୍ୟ ଗୋଟେ।ଭୁବେନଶ୍ୱର ଭଳି ଏମିତି ଗୋଟେ ସହର ରେ ଏମିତି ଘ-ଟଣା ବହୁତ ଲ-ଜ୍ୟା ର କଥା।

Leave a Reply

Your email address will not be published. Required fields are marked *