କେଉଁଠି ନା କେଉଁଠି ଅତ୍ୟାଚାରର ଶି-କାର ହେଉଛନ୍ତି ପୁରୁଷ ସମାଜ………..

କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋ-ଧରେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ରବିବାର ପୁରୀଘାଟ ଥା-ନାରେ ଅଭି-ଯୋଗ କରିଛନ୍ତି । ଅନୁଭବ ୟୁଟ୍ୟୁବ୍‌ରେ ଛାଡ଼ିଥିବା ୨ଟି ଭିଡିଓରେ ସେ ବର୍ଷାଙ୍କ ସମ୍ମାନହାନି କଲା ଭଳି ମନ୍ତବ୍ୟ ଦେଇଥିବା ଅଭି-ଯୋଗରେ ଉଲ୍ଲେଖ କରାଯାଇଛି । ବର୍ଷା-ଅନୁଭବଙ୍କ ବିବା-ଦକୁ ନେଇ କଟକ ନିମ୍ନ ଅଦା-ଲତରେ ୨ଟି ମା-ମ-ଲା ଏବେ ବିଚା-ରାଧୀନ ରହିଛି । କଟକ ପାରିବାରିକ ଅଦା-ଲତରେ ଅନୁଭବ ଦା-ଏର କରିଥିବା ବିବାହ ବି-ଚ୍ଛେ-ଦ ମା-ମ-ଲା ମଧ୍ୟ ଚାଲିଛି । ବର୍ଷାଙ୍କ ପକ୍ଷରୁ ଘରୋଇ ହିଂ-ସା ନେଇ ଏକ ମା-ମ-ଲା ଏସ୍‌-ଡି-ଜେ-ଏମ୍‌ କୋର୍ଟରେ ବିଚା-ରାଧୀନ ରହିଛି ।

ଏହି ସବୁ ମା-ମ-ଲା କୋର୍ଟରେ ଗଡ଼ି ଚାଲିଥିବା ବେଳେ ଅନୁଭବ ଭିଡିଓ କରି ବାରମ୍ବାର ଅରୁଚିକର ମନ୍ତବ୍ୟ ସବୁ ଗଣ ମାଧ୍ୟମ ସାମ୍ନାରେ ଦେଉଛନ୍ତି । ସୋସିଆଲ ମିଡିଆରେ ଭିଡିଓ ଛାଡ଼ି ଅନୁଭବ ତାଙ୍କ ନାରୀତ୍ୱ ପ୍ରତି ଅପ-ମାନ କରିଛନ୍ତି ଏବଂ ସେମାନଙ୍କ ଶାରୀ-ରିକ ସମ୍ପର୍କକୁ ନେଇ ମି-ଥ୍ୟା ଅଭି-ଯୋଗ ଆଣିଛନ୍ତି ବୋଲି ବର୍ଷା ଏତ-ଲାରେ ଦର୍ଶାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ୨୦୨୦ ମସିହାରେ ଅନୁଭବ ଛାଡ଼-ପତ୍ର ଦେବାକୁ କହିଥିଲେ । ସେଥିରେ ରାଜି ନ ହେବାରୁ ସେ ନାନା ଧ-ମକ ଦେଇଥିଲେ । ଡି-ଭର୍ସ ନଦେଲେ ତାଙ୍କୁ ସମାଜରେ ମୁଣ୍ଡଟେକି ବାଟ ଚଲେଇ ଦେବନି ବୋଲି ମଧ୍ୟ କହିଥିଲେ ।

ତେବେ ଏସବୁ ମଧ୍ୟରେ ସାମ୍ନାକୁ ଆସିଛନ୍ତି ଆଇ-ନଜୀ-ବୀ ମୋନାଲିସା । ସେ ଅନୁଭବଙ୍କ ପକ୍ଷ ନେଇ କହିଛନ୍ତି ଆଜୀ ଭି କେଉଁଠି ନା କେଉଁଠି ପୁରୁଷ ସମାଜରେ ଅବହେଳିତ । ଆଉ ନାରୀ ଅବଳା ଦୂର୍ବଳାର ଭିକ୍ଟିମ୍ କାର୍ଡ ଖେଳି ସବୁବେଳେ ନିଜ ପକ୍ଷକୁ ଉପସ୍ଥାପନା କରି ଜିତି ଯାଉଛି । ଆଉ ପୁରୁଷ କଥାକୁ କେହି ହେଲେ ବିଶ୍ୱାସ କରୁ ନାହାନ୍ତି । ଉଦାହରଣ ଦେବାକୁ ଯାଇ ସେ କହିଥିଲେ ନିକଟରେ ରାଉରକେଲାରେ ଜଣେ ବ୍ୟକ୍ତି ପତ୍ନୀ ବିରୁ-ଦ୍ଧରେ ନ୍ୟା-ୟ ଭିକ୍ଷା କରି ସୁସା-ଇଡ୍ କରିଦେଲା । ସେପରି ଅନୁଭବ ପ୍ରଥମେ ଡି-ଭୋ-ର୍ସ ଫାଇଲ୍ କରିଥିବାରୁ ତାଙ୍କ କଥା ଶୁଣିବା ଦରକାର ।

ବିବାହରେ ମହିଳା ଓ ପୁରୁଷ ଗାଡ଼ିର ଦୁଇ ଚକ ବୋଲି କହିଥିଲେ । ବିବାହର ୮ ବର୍ଷ ସ୍ଵାମୀ ସ୍ତ୍ରୀ ହିସାବରେ ଗୋଟିଏ ଛାତ ତଳେ ଏକାଠି ରହି ମଧ୍ୟ ଶାରୀ-ରିକ ସ-ମ୍ପର୍କ ରଖିନଥିବା ଘଟ-ଣା ଅବିଶ୍ବାସନୀୟ ବୋଲି ବର୍ଷା ସୋସିଆଲ ମିଡ଼ିଆରେ କହିବା ପରେ । ମୋନାଲିସା ବର୍ଷାଙ୍କୁ ଏ ପ୍ରଶ୍ନ ନିଜକୁ ପଚାରିବାକୁ କହିଛନ୍ତି । ସେ ଆହୁରି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଯେ ଲୋକେ ବିବାହ କରନ୍ତି ବଂଶକୁ ଆଗକୁ ବଢ଼ାଇବାକୁ । ଯଦି ସେ ଅନୁଭବଙ୍କ ସହିତ ଶାରୀ-ରିକ ସ-ମ୍ପର୍କ ରଖୁଥିଲେ ତେବେ ବିବାହର ୮ ବର୍ଷ ପରେ ମଧ୍ୟ କିପରି କୌଣସି ସନ୍ତାନ ହୋଇନାହିଁ । ତେଣୁ ବର୍ଷା ଅନୁଭବ ଉଭୟ ଏହି କେ-ସକୁ ଆଗକୁ ଟାଣିବା ବଦଳରେ ମ୍ୟୁଚୁଆଲ ବୁଝାମଣାରେ ସମାଧାନ କରିନେବା ଉଚିତ ବୋଲି ଆଇ-ନଜୀ-ବୀ ମୋନାଲିସା ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *