କୋର୍ଟର ରାୟ ଆସିବା ପୂର୍ବରୁ ଟେନ୍ସନରେ ବର୍ଷା ଓ ଅନୁଭବ ,ଫ୍ୟାନଙ୍କ ନଜରରେ କଣ ହେବ ଭବିଷ୍ୟତ ?

ବଢିବାକୁ ଲାଗିଛି ଅନୁଭବ ବର୍ଷା ଘରୋଇ ହିଂ-ସା ବି-ବା-ଦ ମା-ମ-ଲା । ତେବେ କଟକ ଏସଡ଼ିଜେଏମ କୋର୍ଟରେ ମା-ମ-ଲାର ଶୁଣାଣି ହୋଇ କିଛି ନିଷ୍ପତି ନିଆ ଯାଇ ନଥିଲା । ହେଲେ ବର୍ଷା ତାଙ୍କ ଘର ଛାଡ଼ନ୍ତୁ ଭଲ ଆକମଣ୍ଡେସନ ଦେବାକୁ ପିଟି-ସନ୍ କରିଥିଲେ ଅନୁଭବ । ଆଉ ସେ ବର୍ଷାଙ୍କ ରହିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଇଦେବେ ବୋଲି ଉଲ୍ଲେଖ ମଧ୍ୟ କରିଥିଲେ । ହେଲେ ବର୍ଷାଙ୍କ ଓକିଲ ଏହା ବିରୁ-ଦ୍ଧରେ କହିଥିଲେ ଯେ ବର୍ଷା ଯେହେତୁ ଏବେ ଏକା ଅଛନ୍ତି ଏତେ ସବୁ ବି-ବା-ଦ ମଧ୍ୟରେ ତାଙ୍କର ବାହାରେ ଏକୁଟିଆ ରହିବା ଟା ଠିକ୍ ହେବ ନାହିଁ ।

ଅନୁଭବଙ୍କ ଏହି ଆବେଦନ ଉପରେ ଶୁଣାଣି ହୋଇଥିଲା । ଏହି ଆବେଦନର ରାୟ ସଂର-କ୍ଷିତ ରଖିଥିଲେ ଏସ-ଡି-ଜି-ଏମ୍ କୋର୍ଟ । ସେନେଇ କୌଣସି ପ୍ରତି-କ୍ରିୟା ରଖି ନଥିଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । କିନ୍ତୁ ବର୍ତମାନ ସମୟରେ ସ୍ଥଗିତ ଥିବା କୋର୍ଟ ରାୟ ଆସିବା ପୂର୍ବରୁ ଚିନ୍ତାରେ ଅଛନ୍ତି ବର୍ଷା ଓ ଅନୁଭବ । ରାୟ କାହା ସପକ୍ଷରେ ଯିବ ସେ ନେଇ ସେପଇଁ ତାଙ୍କ ଫ୍ୟାନ ମଧ୍ୟ ବ୍ୟସ୍ତ ।

ତେବେ ଧୀରେ ଧୀରେ ବଢ଼ିବାରେ ଲାଗିଛି ଅନୁଭବ ଓ ବର୍ଷା ପାରିବାରିକ ବି-ବା-ଦ । ଅଭିନୟରୁ ପ୍ରେମ ଓ ପରେ ବିବାହ କରି ସାରା ଜୀବନ ସାଥୀ ହୋଇ ରହିବା ପାଇଁ ନିଷ୍ପତ୍ତି ନେଇଥିବା ଏ ଯୋଡି ଏବେ ଭା-ଙ୍ଗିବାକୁ ଯାଉଛି । ପରସ୍ପରକୁ ଦୋ-ଷ ଦେବାରେ ଲାଗିଛନ୍ତି । ବିବାହ ବିଚ୍ଛେଦକୁ ନେଇ କୋର୍ଟରେ ମା-ମ-ଲା ଚାଲିଛି । ଅନୁଭବଙ୍କ ଏକ ଆବେଦନ ଉପରେ ଶୁଣାଣି କରିଥିଲେ କଟକ ଏସ-ଡି-ଜେ-ଏମ କୋର୍ଟ । ବର୍ଷାଙ୍କୁ ଘର ଛାଡିବା ସହ ଭଲ ଭରଣପୋଷଣ ଦେବାକୁ ପିଟି-ସନରେ ଲେଖିଥିଲେ ଅନୁଭବ । ଯାହାର ଶୁଣାଣି କରି ରାୟ ସଂର-କ୍ଷିତ ରଖିଛନ୍ତି ଏସ-ଡି-ଜି-ଏମ୍ କୋର୍ଟ ।

ଶୁଣାଣି ପରେ କଣ ପକ୍ଷ ରଖିଲେ ସେ ବା-ବ-ଦରେ ମୁହଁ ଖୋଲି ନଥିଲେ ଅନୁଭବ । ଅପର ପକ୍ଷରେ ବର୍ଷା କୋର୍ଟ ଆସିନଥିବା ଦେଖିବାକୁ ମିଳିିଥିଲା । ପ୍ରକାଶ ଥାଉ କି, କିଛି ଦିନ ହେବ ଅନୁଭବ ତାଙ୍କ ବୈବାହିକ ସମ୍ପର୍କକୁ ନେଇ ୩ଟି ଭିଡିଓ ଜାରି କରିଥିଲେ । ଏହାପରେ ବର୍ଷା ତାଙ୍କ ନାମରେ ପୁରୀ ଘାଟ ଥା-ନାରେ ଅଭି-ଯୋଗ କରିଥିଲେ । ଏହା ପରେ ପୁଣି ଅନୁଭବ ଆଉ ଏକ ଭିଡିଓ ଜାରି କରିଥିଲେ । ବର୍ଷାଙ୍କୁ ଚ୍ୟା-ଲେ-ଞ୍ଜ କରି ତାଙ୍କ ବି-ରୋ-ଧରେ ସୁପ୍ରିମକୋର୍ଟ ଯିବେ ବୋଲି କହିଥିଲେ ଅନୁଭବ ।

Leave a Reply

Your email address will not be published. Required fields are marked *