ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦରେ ମୁହଁ ଖୋଲିଲେ ସବ୍ୟସାଚୀ ମିଶ୍ର – କହିଲେ ସେ ଦୁହେଁ ମୋର ବହୁତ ଭଲ ବନ୍ଧୁ ,ଭଗବାନ କରନ୍ତୁ ସେମାନେ ଖୁସିରେ ରୁହନ୍ତୁ

ଓଡ଼ିଶାର ବିଶିଷ୍ଟ ଅଭିନେତା ଅନୁଭବ ତଥା ତାଙ୍କ ପତ୍ନୀ ଓଲିଉଡ କ୍ୱିନ ବର୍ଷା ପ୍ରିୟଦର୍ଶିନୀଙ୍କ ବାବ-ଦରେ । ତେବେ ଆପଣ ଯେପରିକି ଜାଣନ୍ତି କି ଅନୁଭବ ଆଉ ବର୍ଷା ପୁଣି କଟକ ଫ୍ୟାମିଲି କୋର୍ଟରେ ମୁହାଁମୁହିଁ ହେଇଛନ୍ତି । ତେବେ ବର୍ଷା ଆଉ ଅନୁଭବ ମହାନ୍ତିଙ୍କ ଭିତରର ଝ-ଗ-ଡା ବାହାର କୋର୍ଟ ଯାଏ ପହଂଚି ଯାଇଥିଲା । ବର୍ଷା ଆଉ ଅନୁଭବ ମହାନ୍ତିଙ୍କର ସମ୍ପର୍କର ତି-କ୍ତ-ତା ଆଜି ବି ଲାଗି ରହିଛି । ସେମାନଙ୍କ ପାରିବାରିକ ଝ-ଗ-ଡା ଏଯାଏ ସମାଧାନ ହେଇ ପାରି ନାହିଁ । ତେବେ ବର୍ଷା ଏବଂ ଅନୁଭବ ଙ୍କ ପ୍ରସଙ୍ଗକୁ ନେଇ ସୁର ରାଉତରାୟ ମଧ୍ୟ ଦିନେ କହିଥିଲେ ସେମାନଙ୍କୁ ଏକା ସାଙ୍ଗରେ ଗୋଟେ ଘର ଭିତରେ ରଖାଯାଉ

ଆଉ ବାହାରୁ ସେହି ଘର ର କବାଟ ବନ୍ଦ କରି ଦିଆଯାଉ । ଦେଖିବେ କିଛି ସମୟ ପରେ ସବୁ କିଛି ଠି-କଠା-କ ହୋଇଯିବ । ସେ କହିଛନ୍ତି ଯେ ଏମିତି ଗୋଟେ ଘରେ ଭିତରେ ରହିଲେ ତାଙ୍କ ଭିତରେ ଘସା ଘସି ହେଲା ପରେ ସବୁ ଠିକ୍ ହୋଇଯିବ । ଆଉ ସେହି ଘର ଭିତରେ ସେମାନେ ରମ୍ପାରମ୍ପି ଓ ଖୁମ୍ପାଖୁମ୍ପି ହେବେ ଯାହା ଦ୍ଵାରା ସେମାନଙ୍କ ଭିତରେ ସବୁ କିଛି ଠିକଠାକ ହୋଇଯିବ । ସେମାନଙ୍କୁ ଗୋଟେ ରୁମ୍ ଭିତରେ ନିରଳା ରେ ଛାଡି ଦିଆଯାଉ ,ସେମାନଙ୍କ ମଧ୍ୟରେ ପୁଣି ଭଲ ପାଇବା ଏବଂ ବିବିଡତା ବଢିଯିବ ।

ପୁଣି ସେମାନଙ୍କ ସମ୍ପର୍କ କୁ ନେଇ ଗୋଟିଏ ଭିଡିଓ ପୋଷ୍ଟ କରିଥିବା ଦେଖା ଯାଇଥିଲା । ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓକୁ ନେଇ ଚର୍ଚ୍ଚା । ଦୁଇ ଦିନ ତଳେ ପ୍ରଥମ ଭିଡିଓରେ ଅନୁଭବ ନିଜ ମନର କ୍ଷୋଭ ପ୍ରକାଶ କରିବା ପରେ ଆଜି ଦ୍ୱିତୀୟ ଭିଡିଓରେ ସିଧାସଳଖ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ନାଁ ନେଇ ତାଙ୍କ ବୈବାହିକ ଜୀବନରେ ଝ-ଡ ସମ୍ପ-ର୍କରେ ମୁହଁ ଖୋଲିଛନ୍ତି ଅନୁଭବ । କହିଛନ୍ତି, ୨୦୧୪ରେ ବର୍ଷାଙ୍କୁ ସେ ପ୍ରେମ ବିବାହ କରିଥିଲେ । ତେବେ ବିବାହର ୮ ବର୍ଷ ଯାଏଁ ସେ ସ୍ୱାମୀର ଅଧିକାର ପାଇନଥିଲେ ।

ପତି-ପତ୍ନୀ ଉଭୟ ଗୋଟିଏ ରୁମରେ ଏକାଠି ରହୁଥିଲେ ମଧ୍ୟ ଏହି ପବିତ୍ର ସମ୍ପର୍କରୁ ବର୍ଷା ତାଙ୍କୁ ବଞ୍ଚିତ କରି ରଖିଥିଲେ । ପତି-ପତ୍ନୀ ଙ୍କ ମଧ୍ୟରେ ଥିବା ଏହି ପବିତ୍ର ସମ୍ପର୍କରେ ର-କ୍ଷା ନକରିବା ଲାଗି ବର୍ଷା ତାଙ୍କୁ ଆରମ୍ଭରୁ କହିଥିଲେ । ତେବେ ଏପରି ଦୁଇ ଜଣ ମିଶି ନ ରହିବା ଦେଖି ଅଭିନେତା ସବ୍ୟସାଚୀ ମଧ୍ୟ କହିଛନ୍ତି ଯେ ଯେହେତୁ ସେହି ଦୁଇ ଜଣ ସବ୍ୟସାଚୀ ଙ୍କ ବନ୍ଧୁ , ସେମେନେଙ୍କ ମନାନ୍ତର ଦେଖି ତାଙ୍କୁ ମଧ୍ୟ ଦୁଃ-ଖ ଲାଗୁଚି । ଓଡ଼ିଶା ରେ ମଧ୍ୟ ସେମାନଙ୍କ ଅନେକ ଫାନ ମାନେ ଅଛନ୍ତି । ଏସବୁ ରେ ସେମାନେ ମଧ୍ୟ ଦୁଃ-ଖ ପ୍ରକାଶ କରୁଛନ୍ତି ।

Leave a Reply

Your email address will not be published. Required fields are marked *