ଚିରା କାଗଜରେ ଅବିନାଶର ପ୍ରେମ କାହାଣୀ ,ସତରେ କଣ ଅବିନାସ ଏହାକୁ ଲେଖିଛି ,ଯଦି ଲେଖିଥିଲା ତେବେ ଚିରିଲା କାହିଁକି……

ଅବିନାଶ ଲେଖିଛନ୍ତି କି ଆଉ ତୋ ଜୀବନରେ କେବେ ଆସିବି ନାହି,ତୋ ଆଖ ପାଖରେ ବି କେବେ ଦେଖା ଦେବି ନାହି। ମୃ-ତ ଅବିନାଶଙ୍କ ବେଗ୍ ରୁ ମିଳିଥିବା ଚିରା କାଗଜ ରେ କିଛି ଏମିତି ଲେଖାହେଇଥିଲା।ତାଙ୍କ ସମ୍ପର୍କୀୟ ଲୋକେ କହିବା ଅନୁସାରେ ତାଙ୍କ ବେଗ୍ ଦେଖିଲା ବେଳକୁ ଗୋଟିଏ ନୁହେ ବରଂ ଦୁଇ ଫର୍ଦ୍ଦ ର ଚିଆଲର କାଗଜ ମିଳିଛି। ସମ୍ପ-ର୍କୀୟ ଙ୍କ କହିବା ଅନୁସାରେ ସେଥିରେ ଲେଖାହେଇଚି କି ମୁଁ ତୁମ ବାଟରେ ନାହି,ତମେ ମୋତେ ଜମା ବି ମିସ୍ କରନି, ତମେ ତମର ଯେଉଁଠି ବି ରୁହ ତୁମ ଆଖ ପାଖରେ ବି ମୁଁ ଆଉ ଆସିବି ନାହି। ତମେ ତମ ବାଟରେ ରୁହ ମୁଁ ମୋ ବାଟରେ ରହୁଛି।

ଅବିନାଶ ଙ୍କ ସମ୍ପର୍କୀୟ କୁ କହିଲେ କି ଏଇଟା ଏକ ସୁସାଇଡ ନୋଟ୍, ସମ୍ପର୍କୀୟ ଙ୍କ କହିବା ଅନୁଯାୟୀ ଗୋଟେ ଜାଗାରେ ଗାଡ଼ି ପଡ଼ିଛି ଆଉ ଗୋଟିଏ ଜାଗାରେ ତାକୁ ନି-ଆ ଲଗାଯାଇଛି, ଯେଉଁ ପିଲା ନି-ଆଁ କୁ ଏତେ ଡ-ରୁଥିଲା ସେ ପିଲା କେମିତି ନିଆ ରେ ପୋ-ଡ଼ି ସୁସା-ଇଡ କରିବ। ପ୍ରଶ୍ନ ଉଠୁଛି କି ସତରେ କଣ ଅବିନାଶ ଏମିତି ଲେଖିଛି ଏହି କାଗଜ ରେ,ସତରେ କଣ ଅବିନାଶ ର ପ୍ରେମ କାହାଣୀ ଏମିତି। ଯଦି ଅବିନାଶ ଏମିତି ଏକ ସୁସା-ଇଡ ନୋଟ୍ ଲେଖିଥିଲା

କଣ ପାଇଁ ତାକୁ ଏମିତି ମୁଡ଼ି,ଚିରି ଦେଇଥିଲା। ଯଦି ଲେଖିବା ପରେ ଏମିତି ଚିରିବାର ଥିଲା ତାହାଲେ କାହିଁକି ତାକୁ ନିଜ ବ୍ୟାଗ୍ ଭିତରେ ସାଇତି ରଖିଥିଲା,ନା ଅବିନାଶ କୁ କିଏ ମାରି ପ୍ରମାଣ ନ-ଷ୍ଟ କରିବା ପାଇଁ ଏମିତି କରିଛି। ଆଉ ଯଦି ଚିରା କାଗଜ ରେ ଯାହା କିଛି ବି ଲେଖିଥିଲା ତା ପ୍ରେମିକା ପାଇଁ ତ ସେ ତାକୁ ମୋବାଇଲ ମେସେଜ ମାଧ୍ୟମରେ ମଧ୍ୟେ ପଠେଇ ପାରିଥାନ୍ତା,କିନ୍ତୁ ଅବିନାଶ ସେପରି କରିନଥିଲେ।

ଏବେ ପ୍ରଶ୍ନ ଉଠୁଛି କି ଯେ କଥାକୁ ସେ ମୋବାଇଲ ମେସେଜ ରେ ଲେଖିପାରନ୍ନ୍ତା ସେ କଥାକୁ କଣ ପାଇଁ କାଗଜ ରେ ଲେଖିଲା,ଆଉ ଯଦି କାଗଜ ରେ ଲେଖିଲା କଣ ପାଇଁ ତାକୁ ଚିରି ନିଜ ବ୍ୟାଗ୍ ରେ ସାଇତିକି ରଖିଥିଲା।କଣ ସତରେ ଏହା ଆ-ତ୍ମହ-ତ୍ୟା ନା ଅବିନାଶ କୁ ଷ-ଡ଼ଯ-ନ୍ତ୍ର ଭାବରେ ହ-ତ୍ୟା କରାଯାଇଛି ,ଆଉ ପ୍ରମାଣ ସବୁ କୁ ମିଟେଇବାକୁ ଚେଷ୍ଟା କରୁଛନ୍ତି ହ-ତ୍ୟାକା-ରୀ। ଏପଟେ କମିଶନରେଟ୍ ପୋ-ଲି-ସକୁ ଅବିନାଶ ର ହ-ତ୍ୟା ର ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳୁଛି। ସେଦିନ ଶିଖରଚଣ୍ଡୀ ରାସ୍ତାରେ ଜଣେ ଯୁବକ ଙ୍କ ସହ ଯାଇଥିଲେ ଅବିନାଶ, କିଛି ସମୟ ପରେ ସେହି ରାସ୍ତାରେ ଦୁଇଟି ବାଇକ୍ ରେ ୪ ଜଣ ଯୁବକ ଫେଇଥିବାର ସିସି ଟିଭି ରେ ରେ-କ-ର୍ଡ ହେଇଥିଲା। ବାଇକ୍ ରେ ସେଦିନ ଅବିନାଶ ଙ୍କ ସହ କିଏ ଥିଲେ ତାହା ମଧ୍ୟ ପୋ-ଲି-ସ ଜାଣିସାରିଛି।

Leave a Reply

Your email address will not be published. Required fields are marked *