‘ମୁଁ ମ-ରିଗଲେ ମୋ ମୁହଁକୁ ଶାଶୂ ଘର ଲୋକ ଯେଭଳି ମୋ ମୁଁହ ନ ଦେଖନ୍ତି

ଶାଶୂ ଘର ଲୋକଙ୍କ ତାଚ୍ଛଲ୍ୟ ଆଉ ସହି ପାରୁନି । ସବୁବେଳେ ଏସବୁ ଶୁଣିକି ମୁଁ ପୁରା ଅସହ୍ୟ ହୋଇ ପଡ଼ିଲିଣି । ମୋର ଅ-ନ୍ତି-ମ ସଂ-ସ୍କାର ମୁଁ ଜନ୍ମ ହୋଇଥିବା ଗାଁରେ କରାଇବେ । ଅନ୍ତିମ ସଂ-ସ୍କାର ବେଳେ ମୋତେ ବଧୂ ବେଶରେ ସଜେଇବେ ନାହିଁ । ମୃ-ତ୍ୟୁ ପୂର୍ବରୁ ଏଭଳି କିଛି ଶେଷ ଇଚ୍ଛା ଲେଖି ଆ-ତ୍ମହ-ତ୍ୟା କରିଛନ୍ତି ଜଣେ ନବବଧୂ । ଏଭଳି ଏକ ଦୁଃ-ଖଦ ଘଟ-ଣା ଘଟି ଯାଇଛି ହରିୟାଣାର ସାଇବର ସିଟି ଗୁରୁଗ୍ରାମରେ । ସେଠାରେ ଜଣେ ନବବଧୂଙ୍କ ଆ-ତ୍ମହ-ତ୍ୟାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ ଗୁରୁଗ୍ରାମ କାର୍ଟର ପୁରୀ ଗାଁର ୨୫ ବର୍ଷୀୟ ନବବିବାହିତା ଋତୁଙ୍କ ମୃ-ତ୍ୟୁ ହୋଇଛି । ହେଲେ ମୃ-ତ୍ୟୁ ପୂର୍ବରୁ ସେ ସୁଇସାଇଡ୍‌ ନୋଟ୍‌ ଛାଡ଼ି ଚାଲି ଯାଇଛନ୍ତି । ଯେଉଁଥିରେ ସେ ଆ-ତ୍ମହ-ତ୍ୟାର କାରଣ ଓ ଶେଷ ଇଚ୍ଛା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଆ-ତ୍ମହ-ତ୍ୟା ପାଇଁ ସେ ଶାଶୂ ଘର ଲୋକଙ୍କୁ ସିଧସଳଖ ଦାୟୀ କରିଛନ୍ତି । ସୁଇ-ସାଇଡ୍‌ ନୋଟ୍‌ରେ ଋତୁ ନିଜ ଶେଷ ଇଚ୍ଛା ସମ୍ପର୍କରେ ଲେଖିଛନ୍ତି । ସେ ଲେଖିଛନ୍ତି, ‘ମୁଁ ମରି-ଗଲେ ମୋ ମୁହଁକୁ ଶାଶୂ ଘର ଲୋକ ଯେପରି ନ ଦେଖନ୍ତି । ମୁଁ ଶାଶୂ ଘର ଲୋକଙ୍କ ତାଚ୍ଛଲ୍ୟ ଆଉ ସହି ପାରୁନି । ସବୁବେଳେ ଏସବୁ ଶୁଣିକି ମୁଁ ପୁରା ଅସହ୍ୟ ହୋଇ ପଡ଼ିଲିଣି ।

ଘଟ-ଣାକୁ ନେଇ ଋତୁଙ୍କ ଭାଇ କହିଛନ୍ତି ଯେ ଗତ ଫେବୃଆରୀ ୧୮ରେ ଦିଲ୍ଲୀର ଚେତନ ନାମକ ଜଣେ ଯୁବକଙ୍କ ସହ ମୋ ଭଉଣୀର ବାହାଘର ହୋଇଥିଲା । ମୋ ଭଉଣୀ ଏମ୍-ବି-ଏ ପରେ ଚାକିରି କରିବାକୁ ଚାହୁଁଥିଲା । ହେଲା ତା’ ଶାଶୂ ଘର ଲୋକଙ୍କୁ ଏହା ପସନ୍ଦ ନଥିଲା । ସ୍ୱାମୀ, ଶାଶୂ ଓ ପରିବାରର ଅନ୍ୟ ସଦସ୍ୟ ଯୌ-ତୁ-କ ପାଇଁ ମୋ ଭଉଣୀକୁ ହଇ-ରାଣ କରୁଥିଲେ । ଫଳରେ ଏସବୁ ସହି ନପାରି ଆ-ତ୍ମହ-ତ୍ୟା କରିବାକୁ ସେ ବାଧ୍ୟ ହୋଇଥିଲା । ସମ୍ପର୍କୀୟଙ୍କ କହିବା ଅନୁସାରେ ୩ମାସ ପୂର୍ବେ ଋତୁଙ୍କ ବିବାହ ହୋଇଥିଲା ।

ବିବାହରେ ଆମେ ନିଜ ସାମର୍ଥ୍ୟଠୁ ଅଧିକ ଯୌ-ତୁକ ଦେଇଥିଲୁ । ହେଲେ ଛୋଟ ଛୋଟ କଥାକୁ ନେଇ ଶାଶୂ ଘର ଲୋକ ଋତୁଙ୍କୁ ହଇ-ରାଣ କରୁଥିଲେ । ସବୁକିଛି ଠିକ୍‌ ହୋଇଯିବ । ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଏସବୁ କହି ଆମେ ଋତୁଙ୍କୁ ବୁଝାଇଥିଲୁ । ହେଲେ ଆମେ ଜାଣି ନଥିଲୁ ଶ୍ୱଶୁର ଘର ଲୋକଙ୍କ ତାଚ୍ଛଲ୍ୟରେ ସେ ଏତେ ଅସ-ହ୍ୟ ହୋଇପଡ଼ିବେ ଓ ଶେଷରେ ସେ ଆ-ତ୍ମହ-ତ୍ୟା କରିବେ । ଅନ୍ୟପକ୍ଷେ ଋତୁଙ୍କ ପରିବାର ଲୋକଙ୍କ ଅଭି-ଯୋଗ ଆଧା-ରରେ ତାଙ୍କ ଶାଶୂଘର ଲୋକଙ୍କ ବିରୋ-ଧରେ ଯୌ-ତୁ-କ ହ-ତ୍ୟା ନେଇ ମାମ-ଲା ରୁ-ଜୁ ହୋଇଛି । ପୋ-ଲି-ସ୍‌ ଘଟ-ଣାର ମଧ୍ୟ ତ-ଦ-ନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *