ଦେଖିବାକୁ ମିଳିଛି ୧୩ ଫୁଟ ଉଚ୍ଚତା ବାଇଗଣ ଗଛ । ଏମିତି ଦୃଶ୍ୟ ଆଗରୁ କେବେ ଦେଖି ନଥିବେ ।

ବେଳେ ବେଳେ ଏମିତି କିଛି ଆଖି ଚମକାଇ ଦେଲା ଭଳି ଦୃଶ୍ୟ ସୋସିଆଲ ମିଡ଼ିଆରେ ନଜରକୁ ଆସିଥାଏ ଯାହା ଆପଣମାନେ ଏଠାରେ ମଧ୍ୟ ଦେଖିବାକୁ ପାଇଥିବେ । ଆଉ ଏଠାରେ ସେହିପରି କିଛି ଅଦ୍ଭୁତ ଗଛ ସମ୍ନାକୁ ଆସିଛି । ଏହି ଗଛଟି କଟକ ଜିଲ୍ଲାର ନରସିଂହପୁର ଅଞ୍ଚଳରର ବୋଲି ଜାଣିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ସେହି ରହସ୍ୟ ସମ୍ପର୍କରେ । ଏହିଠାରେ ଏକ ଭିଡ଼ିଓ ନଜରକୁ ଆସିଛି ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି ।

ଆଉ ସେହିପରି ଭିଡ଼ିଓ କୁ ଦେଖିବା ପରେ ସମସ୍ତେ ମୁଣ୍ଡରେ ହାତ ଦେଉଛନ୍ତି । ଆଉ ଏହି ଠାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ବୋଧ ହୁଏ ଆପଣ ମାନେ କେବେ ଦେଖି ନଥିବେ ଯାହା ଏବେ ସୋସିଆଲ ମିଡ଼ିଆରେ ଜୋର ର ଚର୍ଚ୍ଚା ଧରିଛି । ଏଠାରେ ଏକ ଗଛ ଆଗକୁ ଆସିଛି ଯାହାର କିଛି ରହସ୍ୟ ସମ୍ପର୍କରେ ଆଜି ପର୍ଯ୍ୟନ୍ତ କେହି ବି ଜାଣି ପାରି ନାହାଁନ୍ତି । ସେହି ଗଛ କୁ ଦେଖିବା ପରେ ସମସ୍ତ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ।

ଏହି ଭିଡ଼ିଓଟିରେ ଏକ ବାଇଗଣ ଗଛ ସମ୍ନାକୁ ଆସିଛି ଯାହାର କିଛି ରହସ୍ୟ ରହିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଚାଲିଛି । ସେହି ଗଛଟି ସମ୍ପର୍କରେ ଜାଣିବା ପରେ ଆପଣ ମଧ୍ୟ ଚମକି ପଡିବେ । ସେହି ବାଇଗଣ ଗଛର ଉଚ୍ଚତା ପ୍ରାୟ ୧୩ ଫୁଟର ଯାହା ସେହି ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ବନ୍ଧୁଗଣ ବାଇଗଣ ଗଛ ସାଧାରଣ ଭାବରେ ୩/୪ ଫୁଟ ଲମ୍ବ ହେବାର ଆପଣ ମାନେ ଦେଖିଥିବେ । ୧୩ ଫୁଟର ଏହି ବାଇଗଣ ଗଛ ଏବେ ସୋସିଆଲ ମିଡ଼ିଆରେ ସମସ୍ତେ ଶେୟାର କରି ଥିବାର ଦୃଶ୍ୟ ନଜରକୁ ଆସିଛି ଯାହା ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ପାଇଥିବେ ।

ଆଉ ଏଠାରେ ସେହି ଗଛଟି ସବୁଦିନ ଫଳ ଦେଉଛି ଯାହା ପାଇଁ ସାରା ପରିବାର ଲୋକ ଏଥିରେ ଖୁସିରେ ରହିଛନ୍ତି । ଆଉ ସେହି ଗଛ ସମ୍ପର୍କରେ ମଧ୍ୟ ତାଙ୍କର ପରିବାର ଲୋକ କହିଛନ୍ତି ଯେ ଗଛଟି ଜଣଙ୍କ ପାଖରୁ ପ୍ରଥମେ ଚାରା ଆଣିଥିଲେ ହେଲେ ଏଠାରେ କେବେ କୌଣସି ସାର ଦିଆ ଯାଇନାହିଁ କି ଔଷଧ ମଧ୍ୟ ଦିଆ ଯାଇନାହିଁ ଯତ୍ନ ନେଇ ନଥିଲେ । ଆଉ ଏହି ଗଛଟିରୁ ବାଇଗଣ ତୋଳିବା ପାଇଁ ହାତ ନ ପାଇବାରୁ ଉଚ୍ଚ ଜିନିଷ ସାହାଯ୍ୟରେ ସବୁ ବାଇଗଣ ତୋଳାଯାଇଥାଏ ।

Leave a Reply

Your email address will not be published. Required fields are marked *