ବାହାଘରକୁ ହୋଇଛି ୨ମାସ, କିନ୍ତୁ ସ୍ତ୍ରୀ ପେଟରେ ବଢୁଛି ୭ ମାସର ଛୁଆ, ସ୍ୱାମୀର ଆ-ତ୍ମା ପଚାରୁଛି, ସତ କହ ଏ ଛୁଆ କାହାର ?

ବିବାହ ଏକ ଅତ୍ୟନ୍ତ ଦୁଃ-ଖ ଦାୟକ ଘ-ଟ-ଣା , ଯାହା ଜୀବନ ରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରେ । ତେବେ ଏଠାରେ ଜୀବନ ରେ ସମ୍ପୂର୍ଣ୍ଣ ନୂତନ ମଣିଷ ଆସିଥାଏ ଯିଏ କି ଅତି ନିଜର ହୋଇଥାଏ । ଦୁହେଁ ମିଶି ସଂସାର କରନ୍ତି । କିନ୍ତୁ ସ୍ବାମୀ ସ୍ତ୍ରୀ ହେଉ ବା ବନ୍ଧୁ ବାନ୍ଧବ , ଦୁଇ ଜଣ ଙ୍କ ସମ୍ପର୍କ ମଧ୍ୟରେ ତୃତୀୟ ଲୋକ ପଡ଼ିଲେ ସମ୍ପ-ର୍କ ଟି ଭାଙ୍ଗିଯାଏ ।

ତେଣୁ ଅନ୍ୟ କାହାକୁ ସମ୍ପର୍କ ମଧ୍ୟରେ ଆଣିବା ଉଚିତ୍ ନୁହେଁ । ତେବେ ଏପରି ଏକ ଘଟ-ଣା ର ପରିଣାମ କେତେଟା ଖରାପ ହୋଇଚି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍ବାମୀ ଜୀବନ ହାରିଦେଇଚି ମାତ୍ର ଦୁଇ ମାସ ବିବାହ ପରେ । ତେବେ ଏଠାରେ ସ୍ବାମୀ ସ୍ତ୍ରୀ ଙ୍କ ମଝିରେ ପଶିଚି ପେଟରେ ଥିବା ପିଲା ଟି । ତେବେ ପିଲାଟି କାହାର ବୋଲି ସ୍ବାମୀ ର ଆ-ତ୍ମା ପଚାରୁଛି ।

ରେଢ଼ାଖୋଲ ଥା-ନା ଅନ୍ତର୍ଗତ କୁକୁଡ଼ା ବହାଡ଼ି ଗାଆଁ ରେ ଏପରି ଅଭା-ବନୀୟ ଘ-ଟଣା ଘଟିଛି । ଘର ସାମ୍ନା ରେ ଏଯାଏ ଲିଭିନି ମୋହନ ୱେଡ୍ସ ହିମଦ୍ରୀ ନାମ ଟି ।ମାତ୍ର ଦୁଇ ମାସ ତଳେ ଦୁଇ ଜଣଙ୍କ ବିବାହ ହୋଇଚି ବୈଦିକ ରୀତିରେ । ତେବେ ଦୁଇ ମାସ ଭିତରେ ସ୍ତ୍ରୀ ଙ୍କ ପେଟ ରେ ସାତ ମାସ ର ପିଲା କିପରି ଆସିଲା ବୋଲି ସେ ତାଙ୍କ ସ୍ତ୍ରୀ କୁ ପଚାରିଥିଲେ । ଏଇ କଥା ରେ ମୋହନ ଙ୍କ ଶଶୁର ଘର ସହିତ ଅନେକ ଝ-ଗ-ଡ଼ା ହୋଇଚି ମଧ୍ୟ । ପଞ୍ଚାୟତ ରେ ମଧ୍ୟ ଏଇ କଥା ନେଇ ଅନେକ ତ-ର୍କ ବିତ-ର୍କ ହୋଇଚି ।

ତେବେ ଅନ୍ୟ ର ପିଲା ଙ୍କୁ ମୋହନ କିପରି ନିଜ ପିଲା ଭାବେ ଗ୍ରହଣ କରନ୍ତେ । ମୋହନ ଙ୍କ ଆତ୍ମା ହିମାଦ୍ରି କୁ କହୁଚି ଯେ ଯଦି ସେ ଆଉ ଯାହା ସହ ସମ୍ପ-ର୍କ ରେ ଥିଲା ତେବେ କାହିଁକି ମୋହନ ଙ୍କୁ ବିବାହ କରୁଥିଲା । ତେବେ ଏଇ ଘ-ଟଣା ପାଇଁ ହିମାଦ୍ରୀ ଯାଇ ନିଜ ବାପା ଘରେ ରହୁଥିଲେ । ତେବେ ହୀମାଦ୍ରି ନିଜେ ଅଭି-ଯୋଗ କରିଥିଲେ ତାଙ୍କ ସ୍ଵାମୀ ତାଙ୍କ ପ୍ରତି ନିର୍ଯା-ତନା କରୁଛନ୍ତି ଯାହାକୁ ବରଦସ୍ତ ନ କରିପାରି ମୋହନ ନିଜ ସ୍ତ୍ରୀ ଙ୍କୁ ଶାଢ଼ୀ ରେ ଫା-ଶୀ ଦେଇ ଆ-ତ୍ମହ-ତ୍ୟା କରିଦେଇଛି । ବର୍ତ୍ତମାନ୍ ଏହି ଘଟ-ଣା ର ପୋ-ଲି-ସ ତଦ-ନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *