ପୁରୀ ଶ୍ରୀମନ୍ଦିର ସାମ୍ନାରେ ମର୍ଡନ୍ ଡ୍ୟାନ୍ସ କରି ଫସିଲେ ଯୁବତୀ । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ ।

ବନ୍ଧୁଗଣ ଆପଣ ମାନେ ଦେଖୁଥିବେ କି ବର୍ତ୍ତମାନ ଆମ ଯୁବଯୁବତୀ ଙ୍କୁ ଟିକ-ଟକରେ ଭିଡ଼ିଓ କରିବା ନିଶା ଘାରିଛି । ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଆସିବା ପାଇଁ ଏମାନେ କେଉଁ କେଉଁ କାର୍ଯ୍ୟ ସବୁ କରୁଛନ୍ତି ତାହା ଆପଣ ଅନୁମାନ ବି କରିପାରିବେ ନାହିଁ । ତେବେ ଅନେକ ସମୟ ରେ କେବଳ ଟିକ-ଟକ ପାଇଁ ଲୋକମାନେ ନାହିଁ ନଥିବା ସମସ୍ୟା ର ସମ୍ମୁଖିନ ହେଉଛନ୍ତି କିନ୍ତୁ ପରିବର୍ତ୍ତନର ନାମ ନେଉ ନାହାନ୍ତି ।

ତେବେ ଆମେ ଆଜି ଆପଣ ମାନଙ୍କୁ ଏହିପରି ଏକ ଘ-ଟ-ଣା ଟି ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ କୌଣସି ଭିଡିଓ ବନାଇବା ପୂର୍ବରୁ ଶହେ ଥର ନିଶ୍ଚିତ ଭାବିବେ । ତେବେ ଘଟଣା ଟି କିଛି ଏହିପରି ରହିଛି କି ଜଣେ ଯୁବତୀ ଟିକ ଟକ ଭିଡ଼ିଓ ବନାଇ ବର୍ତ୍ତମାନ ଫସି ଯାଇଛନ୍ତି ଏବଂ ମିଡ଼ିଆରେ ଭାଇରାଲ ହେବା ପରେ ଲୋକ ଲ-ଜ୍ଜ୍ୟାର ସମ୍ମୁଖୀନ ହୋଇଛନ୍ତି ।

ତେବେ ଘ-ଟ-ଣା ଅନୁସାରେ ଜଣେ ଯୁବତୀ ପୁରୀ ଶ୍ରୀମନ୍ଦିରର ବେଢ଼ା ଭିତରେ ଜଗନ୍ନାଥ ଦର୍ଶନ ନକରି ମନ୍ଦିର ସାମ୍ନାରେ “ମୁଁ ତୋର ଦିଲ ଜାନିୟା, ମୁଁ ତୋର ମେହେବୁବା” ରୋମାଣ୍ଟିକ ଗୀତର ତାଳେ ତାଳେ ମର୍ଡନ୍ ଡ୍ୟାନ୍ସ କରୁଥିବା ନଜରକୁ ଆସିଛନ୍ତି । ଆଉ ସେ ଏଭଳି ଏକ ଟିକ୍-ଟକ ଭିଡ଼ିଓ ବନାଇ ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ଟ୍ରୋଲର ଶି-କା-ର ହୋଇଛନ୍ତି । କିନ୍ତୁ ଯୁବତୀ ଜଣଙ୍କ ନିଜର ପ୍ରତି-କ୍ରିୟା ରଖି, ଜଗନ୍ନାଥଙ୍କୁ ସେ ଖୋଜୁଥିଲେ ଆଉ ପାଇଗଲେ ବୋଲି କହିଛନ୍ତି ।

ଏଭଳି ଗୀତ ଜଗନ୍ନାଥ ସଂସ୍କୃତିକୁ ନ-ଷ୍ଟ କରୁଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜଗନ୍ନାଥ ପ୍ରେମୀ । ନିକଟ ଅତୀତରେ ଜଣେ ନବ ଦମ୍ପତି ମଧ୍ୟ ମନ୍ଦିର ସାମ୍ନାରେ ରାସ-ଲୀଳା କରୁଥିବାର ଦେଖିବାକୁ ମିଳିଥିଲା ଯାହାକୁ ନେଇ ବହୁତ ହଟହଟା ମଧ୍ୟ ହୋଇଥାଏ । ଆଉ ବର୍ତମାନ ଏଭଳି ଗୀତରେ ନାଚର ଭିଡ଼ିଓ ଲୋକ ଲୋଚନ କୁ ଆସିବା ପରେ ସମସ୍ତେ ଲୋକେ ଏହାକୁ ନେଇ କଡା ବି-ରୋ-ଧ କରୁଛନ୍ତି ।

Leave a Reply

Your email address will not be published. Required fields are marked *