ଆର୍ମିରେ ଭର୍ତ୍ତି ହେବା ପୂର୍ବରୁ କିପରି ମହିଳା ମାନଙ୍କର ହୋଇଥାଏ ମେଡ଼ିକାଲ ଟେଷ୍ଟ

ଆର୍ମି ପାଇଁ ପାସ୍ କରୁଥିବା ସମସ୍ତ ପ୍ରାର୍ଥୀଙ୍କ ଡାକ୍ତରୀ ପରୀକ୍ଷା ନିଆଯାଏ । ଭାରତୀୟ ସେନା ନିଯୁକ୍ତି ଦେଖିବା ପୂର୍ବରୁ ଏହାର ଡାକ୍ତରୀ ପରୀକ୍ଷା ବିଷୟ ରେ ସମ୍ପୂର୍ଣ୍ଣ ସୂଚନା ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ସେନାରେ ଶରୀରର କେଉଁ ଅଂଶ ରେ ଡାକ୍ତରୀ ପରୀକ୍ଷା ଅଛି ଏବଂ ଅନେକ ପ୍ରକାରର ସତ-ର୍କତା ମଧ୍ୟ ରହିଛି । ଭାରତୀୟ ସେନାର ଅନେକ ପ୍ରାର୍ଥୀ ଅଯୋଗ୍ୟ ହୋଇଯାଆନ୍ତି ।କାରଣ ସେମାନେ ଭାରତୀୟ ସେନା ମେଡିକାଲ ଟେଷ୍ଟ ବିଷୟରେ ସଠିକ୍ ସୂଚନା ପାଇନାହାଁନ୍ତି ଏବଂ ପ୍ରାର୍ଥୀମାନେ କାରଣରୁ ଭୁଲ କରନ୍ତି ଏବଂ ସେହି କାରଣରୁ ସେମାନେ ନିଯୁକ୍ତି ରୁ ବା-ଦ ପଡିଛନ୍ତି ।ଛାତି ପରୀକ୍ଷା ଏହି ପରୀକ୍ଷାର ଏକ ଜରୁରୀ ଅଙ୍ଗ ଅଟେ।

ଏଥିରେ ଆତ-ଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ, କେବଳ ଆପଣଙ୍କ ଛାତି ୫୫ ଇଞ୍ଚ, ୬ଫୁଟ୍ ଉଚ୍ଚତା ଓ ୮୦ କେଜି ରୁ କମ ନହେବା ଆବଶ୍ୟକ । ଏହାଛଡ଼ା ଏଥିରେ ମହିଳା ମାନଙ୍କର ଓଜନ ମଧ୍ୟ ମାପ ଯାଇଥାଏ । ଆଉ ଏଥିରେ ମହିଳାଙ୍କର ପୁରୁଷଙ୍କ ପରି ସବୁ ଅଙ୍ଗ ଠିକ୍ ଥିବା ଦରକାର ବୋଲି କୁହା ଯାଇଥାଏ। ଓଜନ ସହିତ ଉଚ୍ଚତା ବି ଥିବା ଦରକାର। ଏହି ପରୀକ୍ଷା ରେ ମହିଳା ମାନଙ୍କର ମାସିକ ଧର୍ମ ରେ କୌଣସି ଅସୁବିଧା ନଥିବା ଦରକାର।

ମହିଳା ଆର୍ମୀ ରେ ଭର୍ତ୍ତି ହେବ ସମୟ ରେ ସେ ଗର୍ଭ-ବତୀ ନଥିବା ଦରକାର । ଏହି କାରଣ ରୁ ମହିଳା ମାନକର ପ-ରି-ସ୍ରା ପରୀକ୍ଷା କରାଯାଇଥାଏ। ସେମାନେ ଗର୍ଭ-ବତୀ ଅଛନ୍ତି କି ନାହିଁ ତାହା ନିଶ୍ଚିତ କରାଯାଇଥାଏ। ଯଦି ସେମାନେ ଗର୍ଭ-ବତୀ ଥିବେ ତାହାଲେ ସେମାନେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇପାରିବ ନାହିଁ। ଏହା ଛଡ଼ା ଶରୀରରେ କୌଣସି ଦାଗ କିମ୍ବା ଚିହ୍ନ ନଥିବା ଦରକାର। ଏହା ଯଦି ଥାଏ ତାହାଲେ ସେମାନେ ଏହି ପରୀକ୍ଷାରେ ଫେ-ଲ ହେଇଯିବେ ।

Leave a Reply

Your email address will not be published. Required fields are marked *