କାନରୁ ବହି ଚାଲିଥିଲା ର-କ୍ତ,ତଥାପି ମଧ୍ୟ ଐଶ୍ୱର୍ୟା ରୋକିଲେ ନାହିଁ ଗୀତର ସୁଟିଙ୍ଗ,ପଢନ୍ତୁ ଅଭିନେତ୍ରୀଙ୍କ ପ୍ରସିଦ୍ଧ କାହାଣୀ ।

ହିନ୍ଦୀ ସିନେମାର ସବୁଠୁ ସୁନ୍ଦର ଅଭିନେତ୍ରୀମାନଙ୍କ ଯେବେ ବି କଥା ପଡେ ତ ଐଶ୍ୱର୍ୟା ରାୟ ବଚ୍ଚନଙ୍କ ନାମ ଆଉ ତାଙ୍କ ଚେହରା ସର୍ବପ୍ରଥମେ ସମ୍ନାକୁ ଆସେ । ଐଶ୍ୱର୍ୟା ହିନ୍ଦୀ ସିନେମାର ଇତିହାସ ରେ ଏବେଯାଏଁର ସବୁଠୁ ସୁନ୍ଦର ଅଭିନେତ୍ରୀ ବୋଲି ବିଶ୍ୱାସ ଅଛି । ଏହି କଥା ଉପରେ ପୁରା ଦୁନିଆ ମୋହର ଲଗେଇସାରିଛନ୍ତି । ସେ ନା କେବଳ ବଲିଉଡର ସବୁଠୁ ସୁନ୍ଦର ଅଭିନେତ୍ରୀ ଅଟନ୍ତି ବରଂ ସେ ଦୁନିଆର ସବୁଠୁ ସୁନ୍ଦର ମହିଳା ମଧ୍ୟ ରହିସାରିଛନ୍ତି ।

୪୮ ବର୍ଷର ହୋଇ ସାରିଲେଣି ଐଶ୍ୱର୍ୟା ରାୟ ଫିଲ୍ମ ଦୁନିଆରେ ପାଦ ରଖିବା ପୂର୍ବରୁ ନିଜ ଦେଶର ନା ବିଶ୍ୱ ସୁନ୍ଦରୀର ଆୱାର୍ଡ ଜିତିକରି ଅର୍ଜନ କରିଥିଲେ । ୧୯୯୪ ମସିହାରେ ଐଶ୍ୱର୍ୟା ଏହି ବଡ଼ ଉପଲବ୍ଧି ହାସଲ କରିଥିଲେ । ଏହା ପରେ ସେ ଦକ୍ଷିଣ ଭାରତୀୟ ସିନେମାରୁ ନିଜର ଫିଲ୍ମ କ୍ୟାରିଅର୍ ଆରମ୍ଭ କରିଥିଲେ ।

ଐଶ୍ୱର୍ୟା ରାୟ ଯେତିକି ଚର୍ଚ୍ଚାରେ ନିଜର ସୁନ୍ଦରତା ପାଇଁ ରହିଲେ ସେତିକି ହିଁ ଚର୍ଚ୍ଚା ତାଙ୍କ ଅଭିନୟର ମଧ୍ୟ ହେଲା । ତେବେ ସେ ଡ୍ୟାନ୍ସ ମଧ୍ୟ ବହୁତ ବଢିଆ କରନ୍ତି । ଐଶ୍ୱର୍ୟାଙ୍କ ପ୍ରଥମ ଫିଲ୍ମର ନାମ ‘ଇରୁବର’ ଥିଲା । ଏହା ଗୋଟିଏ ତାମିଲ ଫିଲ୍ମ ଥିଲା । ଏହା ପରେ ସେ ଫିଲ୍ମ ‘ଜିସ’ରେ କାମ କରିଥିଲେ । ଆଗକୁ ଯାଇ ଅଭିନେତ୍ରୀ ହିନ୍ଦୀ ସିନେମାରେ ତାଙ୍କ ପାଦ ରଖିଥିଲେ ।

ବଲିଉଡରେ ଐଶ୍ୱର୍ୟାଙ୍କ କ୍ୟାରିଅରର ଆରମ୍ଭ ଫିଲ୍ମ ‘ଅର୍ ପ୍ୟାର ହୋ ଗୟା’ ରୁ ହୋଇଥିଲା । ଏହି ଫିଲ୍ମରେ ସେ ଅଭିନେତା ବବି ଦେଓଲଙ୍କ ସହ କାମ କରିଥିଲେ । ଏହା ପରେ ଐଶ୍ୱର୍ୟା କେବେ ପଛକୁ ବୁଲି ଦେଖିନଥିଲେ ଆଉ ତାଙ୍କର ସୁନ୍ଦର ଅଭିନୟ ବଳରେ ସେ ଶୀଘ୍ର ହିଁ ହିନ୍ଦୀ ସିନେମାର ବଡ଼ ଅଭିନେତ୍ରୀ ବନିଯାଇ ଥିଲେ ।

ଐଶ୍ୱର୍ୟାଙ୍କୁ ପ୍ରଥମେ ଅଜୟ ଦେବଗନ ଏବଂ ସଲମାନ ଖାନଙ୍କ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ରୁ ବଡ଼ ପରିଚୟ ମିଳିଥିଲା ତେବେ ଏହା ପରେ ସାହାରୁଖ ଖାନଙ୍କ ସହ ୨୦୦୨ ମସିହାରେ ଫିଲ୍ମ ‘ଦେବଦାସ’ରୁ ସେ ବଡ଼ ନା ଅର୍ଜନ କରିଥିଲେ । ଫିଲ୍ମରେ ସେ ପାରୋ କା ରୋଲ ପ୍ଲେ କରିଥିଲେ । ଫିଲ୍ମରେ ମାଧୁରୀ ଦୀକ୍ଷିତ ମଧ୍ୟ ଥିଲେ । ଐଶ୍ୱର୍ୟା ଏବଂ ମାଧୁରୀ ଫିଲ୍ମର ଗୋଟିଏ ପ୍ରସିଦ୍ଧ ଗୀତ ‘ଡୋଲାରେ ଡୋଲା’ ରେ ଏକାସାଥିରେ ବହୁତ ଜବରଦସ୍ତ ଡ୍ୟାନ୍ସ କରିଥିଲେ ।

ଏହି ଗୀତକୁ ଶୁଟ କରିବା ପାଇଁ ବହୁତ ପ୍ରସ୍ତୁତି କରାଯାଇଥିଲା । ମାଧୁରୀ ଏବଂ ଐଶ୍ୱର୍ୟା ଦୁହେଁ ହିଁ ଡ୍ୟାନ୍ସ ପାଇଁ ହେଭି ବଙ୍ଗାଳି ଶାଢ଼ୀ ସହିତ ଅଳଙ୍କାର ମଧ୍ୟ ବହୁତ ଭାରି ପିନ୍ଧି ରଖିଥିଲେ । ଏହା ମଧ୍ୟରେ ଐଶ୍ୱର୍ୟା ଦେଖିଲେ କି ହେଭି ଅଳଙ୍କାର କାରଣରୁ ତାଙ୍କ କାନରୁ ର-କ୍ତ ବାହାରିବାକୁ ଲାଗିଥିଲା । ଯଦିଓ ଐଶ୍ୱର୍ୟା ଏହାର ଡେଙ୍ଗୁରା ପି-ଟିଥିଲେ । କିନ୍ତୁ ସେ କଷ୍ଟରେ ମଧ୍ୟ ଗୀତାର ସୁ-ଟି-ଙ୍ଗ କରିଥିଲେ । ଗୀତର ଶୁଟ ପରେ ଟିମକୁ ସେ ଏହାର ସୂଚନା ଦେଲେ ଆଉ ପୁଣି ତାଙ୍କର ଚିକିତ୍ସା ହେଲା ।

ଶେଷଥର ୨୦୧୮ ମସିହାରେ ଫିଲ୍ମ ‘ଫନି ଖାଁ’ରେ ନଜର ଆସିଥିବା ଐଶ୍ୱର୍ୟାଙ୍କ ଆଗାମୀ ଫିଲ୍ମ’ପୋନିଆନ୍ ସେଲଭାନ୍ ‘ଅଟେ । ଏହା ଏକ ତାମିଲ ଫିଲ୍ମ ଅଟେ ଯାହା କି ଡିସେମ୍ବର ୨୦୨୨ ରେ ରିଲିଜ ହେବ ।

Leave a Reply

Your email address will not be published. Required fields are marked *