Phone pe ଆପ ଦେଉଅଛି ଦୈନିକ 300 ଟଙ୍କା ରୋଜଗାର କରିବାର ସୁଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ।:-

ବର୍ତମାନ ଯୁଗରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସହିତ କରାଯାଉଛି। ବର୍ତମାନ ପର୍ଯ୍ୟନ୍ତ କୌଣସି ଜିନିଷକୁ କିଣିବାକୁ ହେଲେ କ୍ରେଡିଟ ଏବଂ ଡେବିଟ କାର୍ଡ ବ୍ୟବହାର କରାଯାଉଥିଲା। କିନ୍ତୁ ଏବେ UPI ଯୁଗରେ ଫୋନ ପେ ଆପ ବହୁତ ବ୍ୟବହାର ହେଉଛି। ବର୍ତମାନର ଡିଜିଟାଲ ଦୁନିଆରେ ଟ୍ରାନ୍ସଜାକ୍ସନର ସମ୍ପୂର୍ଣ୍ଣ ଉପାୟ ବଦଳିଯାଇଛି। ଫୋନ ପେ ଏବଂ ଅନ୍ୟାନ୍ୟ UPI ପ୍ଲାଟଫର୍ମ ଗୁଡିକ ଡିଜିଟାଲ ପେମେଣ୍ଟରେ କ୍ୟାଶବ୍ୟାକ ପ୍ରଦାନ କରୁଛନ୍ତି। ଆପଣ ଏହି ଅଫର ଗୁଡିକର ସହଜରେ ଲାଭ ଉଠାଇପାରିବେ। ଯଦି ଆପଣଙ୍କ ମୋବାଇଲରେ ଫୋନ ପେ ଆପ ଇନଷ୍ଟଲ ଅଛି ତେବେ ଆପଣ ଦୈନିକ 300 ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। ଏହା କଠିନ ପରିଶ୍ରମ କିମ୍ବା ମାର୍କେଟିଙ୍ଗ ଆବଶ୍ୟକ କରେନାହିଁ। ସାଧାରଣ ଟଙ୍କା ପେମେଣ୍ଟ ମାଧ୍ୟମରେ ଆପଣ କ୍ୟାଶବ୍ୟାକ ପାଇ ଟଙ୍କା ରୋଜଗାର କରିପାରିବେ।

ଫୋନ ପେ ଆପରୁ କିପରି ଟଙ୍କା ରୋଜଗାର କରିବେ।

ଯଦି ଆପଣଙ୍କ ଫୋନ ରେ phone pe ଆପ ନାହିଁ ତେବେ ଏହାକୁ ପ୍ଲେଷ୍ଟୋର ରୁ ତୁରନ୍ତ ଡାଉନଲୋଡ କରନ୍ତୁ। ଯଦି ଆପଣ ଚାହିଁବେ ତେବେ ପରିବାରର କୌଣସି ସଦସ୍ୟ ଠାରୁ କୋଡ଼ ରେଫର କରାଇପାରିବେ। ଆପକୁ ଡାଉନଲୋଡ କରିବା ପରେ ଏଥିରେ ଆପଣ ନିଜର ବ୍ୟାଙ୍କ ଆକାଉଣ୍ଟ ଦିଅନ୍ତୁ। ଏହା ପରେ ଅନ୍ୟ ଏକ ଫୋନ ପେ ବ୍ୟବହାରକାରି ବ୍ୟକ୍ତିଙ୍କୁ 200 କିମ୍ବା ଅଧିକ ଟଙ୍କା ପଠାନ୍ତୁ। ଏହା କରିବା ଦ୍ୱାରା ଆପଣ ନିଜ ଆକାଉଣ୍ଟରେ ନଗଦ 100 ଟଙ୍କା କ୍ୟାଶବ୍ୟାକ ପାଇବେ। ଏହିପରି ଭାବରେ ଆପଣ 5 ଥର ପେମେଣ୍ଟ କରିବା ପରେ ପ୍ରତିଥରରେ ଆପଣ 100 ଟଙ୍କା ପାଇବେ।

ଫୋନ ପେ ଆପ ରୁ ଟଙ୍କା ରୋଜଗାର କରିବାର ଅନ୍ୟ ଏକ ଉପାୟ ହେଉଛି ଆପଣ ଏହି ଆପ ମାଧ୍ୟମରେ ଘର ର ବିଦ୍ୟୁତ ବିଲକୁ ପେମେଣ୍ଟ କରିପାରିବେ। ପ୍ରଥମ ତିନୋଟି ପେମେଣ୍ଟରେ ଆପଣ 100 ଟଙ୍କା କିମ୍ବା ତାଠାରୁ ଅଧିକ କ୍ୟାଶବ୍ୟାକ ପାଇବେ

ମୋବାଇଲ ରିଚାର୍ଜରେ ଫୋନ ପେ କ୍ୟାଶବ୍ୟାକ।

ଆପଣ ଯଦି ନିଜର କିମ୍ବା ପରିବାର ସଦସ୍ୟଙ୍କର ଯଦି ମୋବାଇଲ ରିଚାର୍ଜ କରିବାକୁ ଯାଉଛନ୍ତି ତେବେ ଏହି ଆପ ବ୍ୟବହାର କରି ଯଦି ରିଚାର୍ଜ କରିବେ ତେବେ ଆପଣଙ୍କୁ କ୍ୟାଶବ୍ୟାକ ମିଳିବ। ବେଳେ ବେଳେ ଅଫର ଅନୁଯାୟୀ ଆପଣ 100% କ୍ୟାଶବ୍ୟାକ ମଧ୍ୟ ପାଇପାରନ୍ତି।

ନିଜର ଫୋନ ପେ ଆପର କୋଡ଼କୁ ରେଫର କରି ଟଙ୍କା ରୋଜଗାର କରିପାରିବେ।

ଯଦି ଆପଣଙ୍କର ଫୋନ ପେ ଆପ ଅଛି ତେବେ ଆପଣ ନିଜ ଆପର କୋଡ଼ କୁ ରେଫର କରି ଟଙ୍କା ରୋଜଗାର କରିପାରିବେ। ଯଦି କୌଣସି ବ୍ୟକ୍ତି ଆପଣଙ୍କ କୋଡ଼ ଦ୍ୱାରା ସେହି ଆପ ଇନଷ୍ଟଲ କରେ ତେବେ ଆପଣଙ୍କୁ 100 ଟଙ୍କା ମିଳିବ।

Leave a Reply

Your email address will not be published. Required fields are marked *