ପୁଣି ଆସିଲା ଆଉ ଏକ ପ୍ରେମିକାର ଅଭି-ଯୋଗ: କଥା ହେଲେ, ମଜାନେଲେ ଆଉ ଧୋ-କା ଦେଲେ, ଏବେ ଅନ୍ୟର ହାତ ଧରିବ ମୋ ପ୍ରେମିକ..

ପ୍ରେମ ଏକ ପବିତ୍ର ବନ୍ଧନ |ସମସ୍ତଙ୍କ ପାଇଁ ପ୍ରେମର ଅର୍ଥ ଅଲଗା |ପ୍ରେମ ଦେଖା ଦିଏ ଯତ୍ନରେ, ସାଇତା ହେଇ ରହେ ହୃଦୟରେ |ହେଲେ ଆଜିର ଯୁବପିଢ଼ି ମାନେ ଏଏହାର ଯଥାର୍ଥତା ହିଁ ବଦଳାଇ ଦେଉଛନ୍ତି |ଯୁବପିଢ଼ି ମାନେ ବିବାହ କରିବାର ପ୍ରତିଶୃତି ଦେଇ ଶାରୀ-ରିକ ସମ୍ପର୍କ ସ୍ଥାପନ କରୁଛନ୍ତି |ହେଲେ ପରେ ନିଜର ସମ୍ପର୍କ ଭା-ଙ୍ଗି ଦେଇ ନୂଆ ସମ୍ପର୍କ ଗଢୁଛନ୍ତି |ଆସନ୍ତୁ ଜାଣିବା କିଛି ଯୁବ ପିଢ଼ିଙ୍କ କାହାଣୀ |

କେନ୍ଦ୍ରାପଡ଼ା ଜିଲ୍ଲା ଜୋମ୍ବୁ ସମୋଦିନକ ଥାନ ଅନ୍ତର ଗତ ପରନାସି ଗାଁ ରାକେଶ ବୋଇରାଗି ଆନ୍ଧ୍ରପ୍ରଦେଶ ରେ କାମ କରୁଥିଲେ ସେଠାରେ କନ୍ଧମାଳର ଯୁବତୀ ଜଣେ ମଧ୍ୟ କାମ କରୁଥିଲେ |ମିଲ ରେ ଦୁହିଁଙ୍କ ଦେଖା ସାକ୍ଷ୍ୟତ ସେଠାରୁ ଆରମ୍ଭ ହେଇଥିଲା ପ୍ରେମ ବିବାହ ର କଥା ଦେଇ ବାରମ୍ବାର ଶାରୀ-ରିକ ସମ୍ପର୍କ ରଖୁଥିଲା ରାକେଶ |ପ୍ରେମିକା ଗର୍ଭ ବତୀ ହେଇଗଲା ପରେ ମନ୍ଦିରରେ ବିବାହ କରିଥିଲା ରାକେଶ ପରେ ଯୁବତୀକୁ ବୁଝାଇ ସୁଝାଇ ଗ-ର୍ଭପା-ତ କରାଇଥିଲା ଆଉ ତା ପରେ ଦୁରେଇ ଦେଇଥିଲା |

ତା ପରେ ପ୍ରେମିକାକୁ ତାଙ୍କ ଘରେ ଛାଡି କହିଥିଲା ରୀତି, ନୀତି ତିଥି ଦେଖି ଅନୁଷ୍ଠାନିକ ଭାବେ ବିବାହ କରିବାର ମିଛ ପ୍ରତି-ଶୃତି ଦେଇଥିଲା ଧୋ-କା ବାଜ ପ୍ରେମିକ। ହେଲେ ଏବେ ଦେଇଥିବା କଥାରୁ ଓହରି ଯାଇଛନ୍ତି ଯୁବତୀଙ୍କୁ ଛାଡି ଅନ୍ୟ ଆଡେ ବିବାହ କରିବାକୁ ଯାଉଛନ୍ତି ରାକେଶ |ଏବେ ପୋ-ଲି-ସର ଦ୍ୱାରସ୍ତ ହେଇଛନ୍ତି ଯୁବତୀ |ଝିଅଙ୍କ କହିବା କଥା ହେଉଛି ମୋ ସହ କଥା ହେଲେ,ମଜା ନେଲେ ଆଉ ଧୋ-କା ଦେଲେ |ଅନ୍ୟର ହାତ ଧରି ଚାଲିଯାଉଛନ୍ତି ପ୍ରେମିକ |

ଧନ ଧନ କହି ଡାକିଲା ବାହା ହେବ ବୋଲି କହିଲା ମି-ଛ କହି ସମ୍ପର୍କ ରଖିଲା ଏବଂ ମୁହଁ ମୋଡି ଚାଲିଗଲା |ଏବେ ମୋତେ ଛାଡି ଆଉ ଗୋଟେ ଝିଅର ହାତ ଧରିବାକୁ ଯାଉଛି ପ୍ରେମିକ ଏବେ ମୋର କଣ ହେବ |ମୁଣ୍ଡ ଟେକି ଚାଲି ପାରୁନି ମୁଁ ମୋତେ ନ୍ୟା-ୟ ଦରକାର |କହୁଛନ୍ତି ଝିଅ ନିଜର ଧୋ-କାର ହୂରଦ୍ୱୟ ବିଦା-ରକ କାହାଣୀ |

Leave a Reply

Your email address will not be published. Required fields are marked *