ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ ରାୟ : ସ୍ତ୍ରୀ ଗଲେ ଆଉ ଗୋଟାଏ ବାହା ହୁଅ…

ଆମ ଦେଶ ଅନେକ କିଛି ଆ-ଇ-ନ କାନୁନ ଦ୍ୱାରା ବନ୍ଧା ହୋଇଥାଏ । ଯାହା ସମସ୍ତ ଜନ ସାଧାରଣ ମାନଙ୍କ ପାଇଁ ମାନିବା ବାଧ୍ୟତା ମୂଳକ ଅଟେ । ଦେଶରେ ଶାନ୍ତି ଶୃ-ଙ୍ଖ-ଳା ବଜାଇ ରଖିବା ପାଇଁ ଅନେକ ପ୍ରକାର ନୀତି ନି-ୟମ ରହିଛି । ଯାହାକୁ ମାନି ଚଳିବା ଅତ୍ୟନ୍ତ ଜରୁରୀ ଅଟେ । କିନ୍ତୁ ଏହି ନୀତି ନିୟମକୁ ଯେଉଁମାନେ ଅବ-ମାନନା କରିଥାଆନ୍ତି ସେମାନଙ୍କ ପାଇଁ ମଧ୍ୟ ଦ-ଣ୍ଡ ବିଧାନ ରହିଛି । କେଉଁ ଦୋଷ କଲେ କେଉଁ ଦ-ଣ୍ଡ ମିଳିବା ଉଚିତ୍ ସେ ସବୁ ପୂର୍ବରୁ ଆମ ସମ୍ବିଧାନ ଧା-ରା ଅନୁସାରେ ଲେଖା ହୋଇ ରହିଛି ।

ୟେକୌଣସି ବି ଘ-ଟ-ଣା ହେଉ ନା କାହିଁକି ତାହାକୁ ପୁଙ୍ଖାନୁପୁଙ୍ଖ ଭାବରେ ତ-ଦ-ନ୍ତ କରା ଯାଇଥାଏ । ଦେଶର ସର୍ବୋଚ୍ଚ ନ୍ୟାୟା-ଳୟ ହେଉ ବା ରାଜ୍ୟ ମାନଙ୍କର ଛୋଟ ଛୋଟ କୋର୍ଟ ହୁଅନ୍ତୁ, ସମସ୍ତେ ଘଟଣାକୁ ଭଲ ଭବାରେ ତ-ଦ-ନ୍ତ କରି ତାର ଉଚିତ୍ ଫଇସଲା ଶୁଣାଇ ଥାଆନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ ହୋଇଥାଏ । କୋର୍ଟର ସମସ୍ତ ନିଷ୍ପତି ସ୍ୱାଗତଯୋଗ୍ୟ ହୋଇଥାଏ । ଏହାଛଡା ଏସମସ୍ତ ନୀତି ନିୟମକୁ ମାନିବା ଏକ ପ୍ରକାର ବାଧ୍ୟତା ମୂଳକ ହୋଇଥାଏ । ତେବେ ବର୍ତ୍ତମାନ ସମୟରେ ସେହି ଭଳି ଏକ ଶୁଣାଣି କରିଛନ୍ତି ପାର୍ଟନା କୋର୍ଟ ।

ସୂଚନା ଅନୁସାରେ, ଏକ ଗୁରୁତ୍ୱ ପୂର୍ଣ୍ଣ ଘଟଣାର ଶୁଣାଣି କରି ବଡ ରାୟ ଦେଇଛି ପାଟନା କୋର୍ଟ । ତେବେ ଘଟ-ଣାଟି ହେଉଛି, ଯଦି ବିବାହ ପରେ ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ଛାଡି ଚାଲି ଯାଉଛନ୍ତି । ତା ହେଲେ ଆପଣମାନେ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ସ୍ତ୍ରୀ ଛାଡି ଚାଲିଗଲା ପରେ ମଧ୍ୟ ଆପଣମାନେ ଆଉ ଜଣେ ଯୁବତୀଙ୍କୁ ଦେଖି ତାଙ୍କୁ ବିବାହ କରି ପାରିବେ ବୋଲି ପାଟନା କୋର୍ଟ ଏଭଳି ମାମ-ଲାର ଶୁଣାଣି କରିଛନ୍ତି । ଏକ ଘଟଣାରେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ସହ ପ୍ରତା-ରଣା କରି ଛାଡି ଚାଲି ଯାଇଥିଲେ । ଏହା ପରେ ସ୍ୱାମୀ ପତ୍ନୀଙ୍କ ନାମରେ କୋର୍ଟରେ ମା-ମ-ଲା ଦାୟର କରିଥିଲେ । ସ୍ୱାମୀଙ୍କ କହିବା ଅନୁସାରେ, ବିବାହ ପରେ ତାଙ୍କ ସ୍ତ୍ରୀ ଉଚ୍ଚ ଶିକ୍ଷା କରିବା ପାଇଁ ଚାହୁଁଥିଲେ ।

ନଗେନ୍ଦ୍ର ଏଥିରେ ରାଜି ମଧ୍ୟ ହୋଇଥିଲେ । କଲେଜରେ ନାମ ମଧ୍ୟ ଲେଖାଇଥିଲେ । ଶାଶୁଘରେ ରହି ତାନିଆ କ୍ଲାସ କରିବା ପାଇଁ ଯାଉଥିଲେ, କିନ୍ତୁ ହଠାତ୍ ଗତ ଏପ୍ରିଲ ମାସରେ ସେ କୁଆଡେ ଗାୟବ ହୋଇ ଯାଇଥିଲେ । ତୋ ବହୁତ ଖୋ-ଜାଖୋ-ଜି କରିବା ପରେ ତାଙ୍କ ପତ୍ନୀ ଆଉ ଅନ୍ୟଜଣେ ଯୁବକଙ୍କୁ ନିଜ ଇଚ୍ଛାରେ ବିବାହ କରିଥିବାର ଜଣା ପଡିଥିଲା । ଏହାପରେ ସ୍ଵାମୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟ ତାଙ୍କୁ ଏହି ଆଶ୍ୱାସନା ଦେଇଥିଲା ଯେ ତୁମେ ତାନିଆଙ୍କୁ ଭୁଲି ଅନ୍ୟ କାହାକୁ ବାହା ହୋଇଯାଅ । କୋର୍ଟର ଏଭଳି ନିଷ୍ପତି ବର୍ତ୍ତମାନ ସମୟରେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *