ଝିଅ ଝିଅ କହି, ଗର୍ଭ-ବତୀ କରିଦେଲା ଧରମ ବାପା !

ବାପା ଶବ୍ଦ କୁ ପାଟିରେ ଧରିଲେ ହିଁ ଅନେକ ଖୁସି ମିଳେ କାରଣ ବାପା ଏକ ଭଳି ଶବ୍ଦ ଯାହା ଆମକୁ ସର୍ବଦା ସୁର-କ୍ଷା ଦେଇଥାଏ । ହେଲେ ଆଜି ର ଏହି ସମାଜ ରେ କିଛି ବାପା ବା ଧରମ ବାପା ଏହି ସମ୍ପର୍କ ର ମୁଲ୍ୟ ବଦଳାଇ ଦେଇଛନ୍ତି ।ଶୁଣିବାକୁ ମିଳିଛି କି ଧରମ ବାପା ର ଛୁଆକୁ ଜନ୍ମ ଦେଇଛି ଝିଅ । ଝିଅ ବୋଲି କହି ସମ୍ବର୍ଧନା କରୁଥିଲା ବାପା କରି ବସିଚି ଏଭଳି ଲ-ଜ୍ୟାଜ-ନକ କାର୍ଯ୍ୟ । ବାପା ଓ ଝିଅର ସମ୍ପର୍କ ଏକ ପବିତ୍ର ଓ ନିଆରା ସମ୍ପର୍କ ହେଇଥାଏ । ଝିଅକୁ ବାପା କେବେ ଏଭଳି ଦୃ-ଷ୍ଟିରେ ଦେଖିପାରିବ ନାହିଁ ।

ନିଜ ରକ୍ତର ଝିଅ ହେଉ ଅବା ଧରମ ଝିଅ ହେଉ, ବାପା ଓ ଝିଅଙ୍କ ସମ୍ପର୍କ ସବୁବେଳେ ଶାଶ୍ଵତ ବୋଲି କୁହାଯାଇଥାଏ କିନ୍ତୁ ଏହି ପବିତ୍ର ସ-ମ୍ପ-ର୍କ ରେ ଦାଗ ଲଗେଇ କିଛି ଲୋକୋ ଏହି ସମ୍ପର୍କ କୁ ବଦ-ନାମ କରୁଛନ୍ତି । ଏହି ବାପା ର ପ-ର୍ଦ୍ଦାଫା-ଶ କରିଛନ୍ତି ଝିଅର ମାଆ । ଗତ କିଛି ମାସ ତଳେ ତାଙ୍କ ଝିଅ କୁ ସେ ଧରମ ବାପା ଙ୍କ ନିକଟରେ ରହି ପାଠ ପଢିବାକୁ ଛାଡିଥିଲେ । ଏପରିକି ଝିଅର କନ୍ୟାଦାନ କରିବେ ବୋଲି ମଧ୍ୟ ଧରମ ବାପା କଥା ଦେଇଥିଲେ । ଦୁଇ ପରିବାର ମଧ୍ୟରେ ସମ୍ପର୍କ ବଢିଥିଲା ଓ ଉଭୟ ପରିବାର ଏକ ପରିବାର ଭଳି ଚଳୁଥିଲେ।

ଦିନେ ହଠାତ ଝିଅ କୁ ଦେଖିବାକୁ ତାଙ୍କ ଧରମ ବାପାଙ୍କ ଘରକୁ ଆସି ମାଆ ଦେଖିଲେ କି ତାଙ୍କ ଝିଅ ଗର୍ଭ-ବତୀ ଅଛି । ଏହା ଛାଡ଼ିବା ପରେ ସେ ଏହି କଥା ର ସତ୍ୟତା କୁ ଜାଣିବା କୁ ଚେଷ୍ଟା କରୁଥିଲେ। ସତ ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଏହାପରେ ଝିଅର ସବୁ ରି-ପୋ-ର୍ଟ କଥା ପଚାରିଥିଲେ ମାଆ ।

ଧରମ ବାପା ଜଣକ ଟଙ୍କା ଫୋପାଡି ଦେଇ ମାଆ ଓ ଝିଅଙ୍କୁ ମେଡିକାଲରେ ଛାଡି ଦେଇ ଆସିଥିଲେ ଯୁବତୀ ନାବା-ଳିକା ଥିବା ବେଳେ ତାଙ୍କ ବୟସ ମାତ୍ର ୧୬ ବର୍ଷ ଓ ସେ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ଧରମ ବାପା ଝିଅକୁ ଡ-ରେ-ଇ ଧମ-କେଇ ତାଙ୍କ ସହ ଜବ-ରଦ-ସ୍ତି ସ-ମ୍ବ-ନ୍ଧ ରଖିଥିଲେ ବୋଲି ଅଭି-ଯୋଗ କରିଛନ୍ତି ନାବା-ଳିକା ଙ୍କ ମାଆ । ଝିଅଘର ଲୋକେ ଥା-ନାରେ ଅଭି-ଯୋଗ କରିଥିବା ବେଳେ ଯେଉଁଠାରେ ଏହି କାର୍ଯ୍ୟ ହୋଇଛି ସେହି ଥା-ନା ରେ ଅଭି-ଯୋଗ ଦେବା ପାଇଁ ତାଙ୍କୁ ପୋ-ଲି-ସ ପରାମର୍ଶ ମଧ୍ୟ ଦେଇଥିଲେ ।

Leave a Reply

Your email address will not be published. Required fields are marked *