ସେୟାର ବଜାରରେ ଟଙ୍କା ହରାଇ ଜୀବନ ହାରିଲେ ଯୁବକ,ସ୍ତ୍ରୀକୁ ଲେଖିଲେ ଶେଷ ଚିଠି !

ବର୍ତମାନ ସମୟରେ ଯୁବବର୍ଗଙ୍କ ଭିତରେ ବଢୁଛି ଆ-ତ୍ମହ-ତ୍ୟା ପ୍ରବଣତା । ପୂରଣରେ ବି-ଫ-ଳ ହେଲେ ବି-ଷା-ଦଗ୍ରସ୍ତ ମଣିଷ ଆ-ତ୍ମହ-ତ୍ୟାର ବାଟ ବାଛିନେଉଛି । ଅଧିକାଂଶ କ୍ଷେତ୍ରରେ ପାରିବାରିକ କ-ଳ-ହ, ପାଠପଢା ଚାପ ଓ ଚାକିରିରେ ବିଫ-ଳତା ଏବଂ ପ୍ରେମଜନିତ କାରଣରୁ ଆ-ତ୍ମହ-ତ୍ୟା ହାର ବଢୁଛି । ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଆ-ତ୍ମହ-ତ୍ୟା ପ୍ରବଣତା ଅଧିକ ଦେଖିବାକୁ ମିଳୁଛି ।

ଚାକିରି ପ୍ରେମରେ ବିଫ-ଳତା ଯୋଗୁଁ ଅନେକ ଆ-ତ୍ମହ-ତ୍ୟା କରୁଥିଲା ବେଳେ ଆଉ କିଛି ନି-ଶାସେ-ବନ କାରଣରୁ ଆ-ତ୍ମହ-ତ୍ୟା କରୁଛନ୍ତି ।କିଛି କଥାରେ ଅବସାଦ ଗ୍ରସ୍ଥ ହେଲେ ତାହାର ସମାଧାନର ରାସ୍ତା କାଢ଼ିବା ବଦଳରେ ସେମାନେ ଆ-ତ୍ମହ-ତ୍ୟାର ରାସ୍ତା ଆପଣେଇ ନେଉଛନ୍ତି । କିଏ ବି-ଷ ପିଇ ଆ-ତ୍ମହ-ତ୍ୟା କରୁଛି ତୋ ଆଉ କିଏ ବେକରେ ଫା-ଶୀ ଦେଇ । ଆଉ କେହି ନଦୀ ପୋଖରୀକୁ ଡେଇଁ ପଡିଲାଣି ତୋ ଆଉ କେହି ଚଳନ୍ତା ଟ୍ରେନ ଆଗକୁ ଡେଇଁ ପଡ଼ି ରେଳଧାରଣା ରେ ମ-ରି-ବାକୁ ଉଦ୍ୟମ କଲାଣି ।

ଠିକ ଭଳି ଗୋଟେ ଘ-ଟ-ଣା ଘଟିଛି ବାଲିଆପାଳ ରେ ଗୋଟେ ଗାଁ ରେ । ଗୋଟେ ଯୁବ କିଛି ନ ବୁଝି କିଛି ନ ଶୁଣି ସେଆରମାର୍କେଟ ରେ ପଇସା ଲଗାଇଥିଲେ ।ଯାହା ତାଙ୍କ ପାଇଁ ଠିକ ହେଲା ନାହିଁ ଆଉ ସେ କ୍ଷ-ତି ରେ ପଡ଼ିଥିଲେ ।ଲୋକଙ୍କ ପାଖରୁ ପଇସା ଋଣ ରେ ଆଣିଥିଲେ ।ଆଉ ସେ ଦେଇପାରୁନଥିଲେ ବହୁତ ଲୋକ ବହୁତ କଥା କହୁଥିଲେ ଯାହା ସେ ସାହିପାରୁନଥିଲେ ।ଆଉ ସେ ଶେଷ ରେ ଜୀବନ ହାରିଦେଲେ ।

ଏହି ଖବର ତାଙ୍କ ଘୋର ଲୋକ ସାହିପାରୁନଥିଲେ ।ସେ ଗୋଲ ବେଳେ ଗୋଟେ ଚି଼ଠ୍ହି ତାଙ୍କ ପତ୍ନୀଙ୍କୁ ଲେଖି ଦେଇଥିଲେ ।”ମୁ ଯାଉଛି ଧନ ମୋ କଥା ମନେ ପିକେଇବୁନି, ପିଲାଙ୍କ ଯତ୍ନ ନଉଥିବୁ ।ଘୋର ଛାଡିକି କୁଆଡେ ବି ଯିବୁନୁ ।ଯାହା ଅଛି ସେଇଥିରେ ଚଳିବୁ ଋଣ କରିବୁନି ।ଆଜି ମୁ ସେ ହିଁ ଋଣ ପାଇଁ ପଳେଇଯାଉଛି ।ଓକେ ଓକେ “।ଏହା ଥିଲା ତାଙ୍କ ଶେଷ ଚିଠି ଯାହା ତାଙ୍କ ପତ୍ନୀଙ୍କ ପାଇଁ ଲେଖି ଥିଲେ ।

Leave a Reply

Your email address will not be published. Required fields are marked *