ସଞ୍ଜୟ ଦତ୍ତଙ୍କ ସହ ନାନା ପାଟେକର କାହିଁକି କବେ କରିନାହାନ୍ତି ଫିଲ୍ମ,ଏହି କାରଣରୁ କାମ ନକରିବାକୁ ଖାଇଥିଲେ ରାଣ ।

ହିନ୍ଦୀ ଚଳଚ୍ଚିତ୍ରର ଦିଗଜ ତାରକାଙ୍କୁ ଏକାଠି ଦେଖିବା ଦର୍ଶକମାନଙ୍କର ସ୍ୱପ୍ନ ହୋଇଥାଏ | ଯେତେବେଳେ ବି ପ୍ରସିଦ୍ଧ କଳାକାରଙ୍କ ଯୋଡି ଏକାଠି କାମ କରନ୍ତି ସେତେବେଳେ ଫିଲ୍ମଟିରେ ଚାର ଚାନ୍ଦ ଲାଗିଯାଇଥାଏ | ଦର୍ଶକମାନେ ମଧ୍ୟ ଉତ୍ସାହରେ ପରିପୂର୍ଣ୍ଣ ହୋଇଯାଆନ୍ତି | ବଲିଉଡର ପ୍ରସିଦ୍ଧ ଅଭିନେତାମାନଙ୍କ ବିଷୟରେ କହିବାକୁ ଗଲେ ଏହି ତାଲିକାରେ ନାନା ପାଟେକର ଏବଂ ସଞ୍ଜୟ ଦତ୍ତଙ୍କ ନାମ ମଧ୍ୟ ସବୁବେଳେ ପ୍ରଥମେ ଆସେ |

ଏହି ଉଭୟ କଳାକାର ନିଜ ନିଜ ଚଳଚ୍ଚିତ୍ରରେ ଖୁବ ନାମ ଅର୍ଜନ କରିଛନ୍ତି | ଯେଉଁଠି ସଞ୍ଜୟ ନିଜ ଆକ୍ସନ ପାଇଁ ପ୍ରସିଦ୍ଧ ହୋଇଥିବାବେଳେ ନାନା ନିଜର ଅପୂର୍ବ ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ତାଙ୍କର ଦିୱାନା ବାନେଇନିଅନ୍ତି | ଏକ ପ୍ରଶ୍ନ ଉଠେ କି ନାନା ପାଟେକର ଏବଂ ସଞ୍ଜୟ ଦତ୍ତ କୌଣସି ବି ଫିଲ୍ମରେ ଏକାଠି ନଜର ଆସିନାହାନ୍ତି କାହିଁକି | ଏହାର କାରଣ କ’ଣ, ଆସନ୍ତୁ ଆମେ ଆପଣଙ୍କୁ କହୁଛୁ |

ନାନା ଏବଂ ସଞ୍ଜୟଙ୍କର ଫ୍ୟାନ ଅଟନ୍ତି ଲୋକମାନେ :-

ବଲିଉଡରେ ନାନା ପାଟେକର ହୁଅନ୍ତୁ କିମ୍ବା ସଞ୍ଜୟ ଦତ୍ତ ହୁଅନ୍ତୁ, ଲୋକମାନେ ଉଭୟ ଅଭିନେତାଙ୍କର ଫ୍ୟାନ ଅଟନ୍ତି | ନାନା ପାଟେକରଙ୍କ ଅଭିନୟରେ ଉତ୍ସାହ ଦେଖିବାକୁ ମିଳେ | ଏମିତି ଲାଗେ ହିଁ ନାହିଁ ଯେ ସେ ଅଭିନୟ କରୁଛନ୍ତି | ପ୍ରତ୍ୟେକ ଚଳଚ୍ଚିତ୍ରରେ ତାଙ୍କର ଭିନ୍ନ ରୂପ ଦେଖିବାକୁ ମିଳିଥାଏ ଏବଂ ତାଙ୍କର ସବୁ ଫିଲ୍ମରେ ନୂଆ ନୂଆ ରୂପ ଦର୍ଶକଙ୍କ ସାମ୍ନାକୁ ଆସିଥାଏ | ସେ ତାଙ୍କର ଯଶୱନ୍ତ ଲୋହର ଚଳଚ୍ଚିତ୍ର ହେଉ କିମ୍ବା ଅବ ତକ୍ 56, ସମସ୍ତ ଚଳଚ୍ଚିତ୍ରର ଡାଇଲକ ଆଜି ବି ଲୋକମାନଙ୍କର ମନେ ଅଛି

ଅନ୍ୟପକ୍ଷରେ ସଞ୍ଜୟ ଦତ୍ତ ନିକଟରେ ହିଁ ତାଙ୍କ KGF2 ଫିଲ୍ମ ସହିତ ଏକ ଆତଙ୍କ ସୃଷ୍ଟି କରିଛନ୍ତି | ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସଞ୍ଜୁ ବାବା ଭାବରେ ଜଣାଶୁଣା ଏହି ଅଭିନେତା ଆକ୍ସନ୍ ଠାରୁ ନେଇ କମେଡି ପର୍ଯ୍ୟନ୍ତ ପାରଦର୍ଶିତା ଅଟନ୍ତି | ତାଙ୍କ ଫିଲ୍ମ ମୁନ୍ନାଭାଇ ଏମବିବିଏସ୍ ହେଉ କିମ୍ବା ଲଗେ ରହୋ ମୁନ୍ନାଭାଇ, ପ୍ରତ୍ୟେକ ଫିଲ୍ମରେ ସେ ଲୋକଙ୍କ ହୃଦୟ ଜିତି ନେଇଛନ୍ତି |

ଏହି କାରଣରୁ ନାନା କେବେ କରିନଥିଲେ ସଞ୍ଜୟଙ୍କ ସହ କାମ :-

ବର୍ତ୍ତମାନ ଆମେ ଆପଣଙ୍କ ସେହି କାରଣ କହିରଖୁଛୁ ଯେଉଁ କାରଣରୁ ନାନା ସଞ୍ଜୟଙ୍କ ସହ କାମ କଲେନାହିଁ । ସେ କାରଣ ହେଉଛି 1993 ମସିହାରେ ହୋଇଥିବା ମୁମ୍ବାଇ ବ-ମ ଧ-ମା-କା । ଆଜ୍ଞା ହଁ ଏହି ଧମା-କାର ଅଭି-ଯୋଗ ସଞ୍ଜୟଙ୍କ ଉପରେ ମଧ୍ୟ ଥିଲା । ବ୍ଲା-ଷ୍ଟ ରେ ନାନା ପାଟେକର ନିଜ ଭାଇକୁ ମଧ୍ୟ ହରେଇ ଦେଇଥିଲେ । ଏହା ପରଠାରୁ ସେ ସଞ୍ଜୟଙ୍କ ଉପରେ ରା-ଗିଯାଇଥିଲେ ।

ଗୋଟିଏ ଇଣ୍ଟରଭ୍ୟୁ ରେ ସେ କହିଥିଲେ କି ସଞ୍ଜୟ ଦତ୍ତଙ୍କ ଅପ-ରାଧ ମା-ମୁ-ଲି ନୁହେଁ, ବହୁତ ଭ-ୟଙ୍କ-ର ଥିଲା । ସଞ୍ଜୟ ଦତ୍ତଙ୍କ ଦ-ଣ୍ଡ କ୍ଷମା ହେଲା ପରେ ସେ ପ୍ରଶ୍ନ ମଧ୍ୟ ଛିଡା କରିଦେଇଥିଲେ । ନାନା କହିଥିଲେ କି ନ୍ୟା-ୟ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାରର ହେବା ଦରକାର । ମୁଁ ଅଭିନେତା ହୁଏ କି କୌଣସି ଗରିବ ଲୋକ,ନ୍ୟା-ୟ ସମାନ ହେବା ଜରୁରୀ ଅଟେ । ସେ କହିଥିଲେ କି ଦୁହିଁଙ୍କ ମଧ୍ୟରେ ଦ-ଣ୍ଡର ଅନ୍ତର କାହିଁକି ଅଛି ।

କେବେ କାମ ନକରିବାର ରା-ଣ ଖାଇଥିଲେ :-

ନାନା ତାଙ୍କ ଭାଇଙ୍କର ବ୍ଲା-ଷ୍ଟ ରେ ମୃ-ତ୍ୟୁ ସହିତ ତାଙ୍କ ପତ୍ନୀଙ୍କ ବିଷୟରେ ମଧ୍ୟ କହିଥିଲେ । ତାଙ୍କର କହିବାର ଥିଲା କି ତାଙ୍କ ପତ୍ନୀ ମଧ୍ୟ ଧ-ମା-କା ଵାଲା ଜାଗାରେ ଥିଲେ । ନାନା କହିଥିଲେ କି ବ୍ଲା-ଷ୍ଟରୁ ଟିକେ ହିଁ ପୂର୍ବରୁ ସେ ବସ ଧରିନେଇ ଥିଲେ । ଯଦି ଏମିତି ନକରିଥାନ୍ତେ ତ ସେ ଦିନ ସେ ମଧ୍ୟ ବ-ମ୍ ବ୍ଲା-ଷ୍ଟର ଆୟତ୍ତ ରେ ଆସିଯାଇଥାନ୍ତେ ।

ମହାନ ଅଭିନେତା ଇଣ୍ଟରଭ୍ୟୁ ରେ କହିଲେ କି ଅଦା-ଲତ ସଞ୍ଜୟ କୁ କ୍ଷମା କରିଦେଲା ସିନା କିନ୍ତୁ ସେ କେବେ ତାଙ୍କୁ କ୍ଷମା କରିପାରିବେ ନାହିଁ । ଏହା ସହିତ ହିଁ ସେ ସଞ୍ଜୟ ଦତ୍ତଙ୍କୁ ବାୟକର୍ଟ କରିବାର ରା-ଣ ଖାଇଥିଲେ । ସେ କହିଥିଲେ କି ନା ସେ କେବେ ସଞ୍ଜୟଙ୍କ ସହ କାମ କରିଛନ୍ତି,ଆଉ ନା ହିଁ କେବେ ଭବିଷ୍ୟତ ରେ ତାଙ୍କ ସହ କୌଣସି ଫିଲ୍ମ କରିବେ ।

Leave a Reply

Your email address will not be published. Required fields are marked *