ବିନା ବିଜୁଳି ଏବଂ ଇନଭର୍ଟରେ 15 ଘଣ୍ଟା ପବନ ଦେବ ଏହି ପଙ୍ଖା, ମୂଲ୍ୟ ମଧ୍ୟ ବହୁତ କମ,ଆଜି ହିଁ କିଣନ୍ତୁ

ଗ୍ରୀଷ୍ମ ଋତୁରେ ଫ୍ୟାନ ବିନା ବଂଚିବା ବିଷୟରେ ଚିନ୍ତା କରିବା ମଧ୍ୟ ଅସମ୍ଭବ ମନେ ହୁଏ। ବେଳେବେଳେ ପାୱାର କଟ ହେବା କାରଣରୁ ଘରର ପଙ୍ଖା ଏବଂ କୁଲର ସବୁ ବନ୍ଦ ହୋଇଯାଏ। ଯେଉଁକାରଣରୁ ଆମକୁ ନ ଚାହିଁଲେ ମଧ୍ୟ ଗରମକୁ ସହିବାକୁ ପଡେ। କିନ୍ତୁ ଆଜି ଆମେ ଆପଣଙ୍କର ଏହି ସମସ୍ୟାକୁ ଦୂର କରିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଇଁ ଏପରି ପଙ୍ଖା ଆଣିଛୁ ଯାହା ବିନା ବିଜୁଳିରେ ମଧ୍ୟ 15 ଘଣ୍ଟା ଚାଳିବ ଏବଂ ଆପଣଙ୍କୁ ପବନ ଦେବ। ଯଦି ଆପଣ ପଙ୍ଖା କିଣିବାକୁ ଭାବୁଛନ୍ତି ତେବେ ଏହି ପଙ୍ଖାର ସମସ୍ତ ସୂଚନା ଆପଣଙ୍କୁ ଏହି ଆର୍ଟିକିଲରେ ମିଳିଯିବ।

ଏହି ଫ୍ୟାନ ତିନୋଟି ବ୍ଲେଡ଼ ସହିତ ଆସିଥାଏ ଏବଂ ଆପଣକୁ ଧଳା ରଙ୍ଗରେ ମିଳିଯିବ। ଯଦି ଆପଣ ଚାହିଁବେ ତେବେ ଏହାକୁ ଆପଣ ଟେବୁଲ ଉପରେ ରଖିପାରିବେ ଏବଂ ଯଦି ଆପଣ ଚାହିଁବେ ଏହାକୁ କାନ୍ଥରେ ମଧ୍ୟ ଲଗାଇପାରିବେ।
ଏଥିରେ AC/DC USB କନେକ୍ଟିଭିଟି ମିଳିଥାଏ। ଏହା ଚାର୍ଜ ହେବା ପରେ ଫୁଲ ସ୍ପୀଡ଼ରେ ପ୍ରାୟ 3 ଘଣ୍ଟା ପାଇଁ ଚାଲିଥାଏ, ମିଡ଼ିଅମ ସ୍ପୀଡ଼ରେ ପ୍ରାୟ 5 ଘଣ୍ଟା ଚାଲିଥାଏ ଏବଂ କମ ସ୍ପୀଡ଼ରେ ପ୍ରାୟ 9 ଘଣ୍ଟା ଚାଲିଥାଏ। ଆମାଜନରୁ ଏହାକୁ 3299 ଟଙ୍କାରେ କିଣାଯାଇପାରିବ। ଏହି ଫ୍ୟାନରେ 3000 mAhର ଦମଦାର ବ୍ୟାଟେରୀ ଲଗାଯାଇଛି। ଏହାକୁ ଫୁଲ ଚାର୍ଜ କଲେ ଏହା 14- 15 ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ।

ଯଦି ଆପଣଙ୍କ ବଜେଟ ଏହାଠାରୁ ମଧ୍ୟ କମ ତେବେ ଆପଣ ଆହୁରି କମ ମୂଲ୍ୟରେ ଏହି ଡିଜାଇନର ଜିନିଷ ପାଇବେ। ଅନ୍ୟ କମମୂଲ୍ୟର ପଙ୍ଖା ମଧ୍ୟ ସେହିପରି ୟୁଏସବି କନେକ୍ଟିଭିଟି ସହିତ ଆସିଥାଏ। ଯଦି ଆପଣ ପଙ୍ଖା ନେବାକୁ ଭାବୁଛନ୍ତି ତେବେ ଆଉ ଡେରି କରନ୍ତୁ ନାହିଁ। ଆମାଜନକୁ ଯାଆନ୍ତୁ ଏବଂ ଏହି ପଙ୍ଖା ଘରକୁ ନେଇଆସନ୍ତୁ।

ଦେଶସାରା ହେଉଥିବା ଏହି ପାୱାର କଟ ସଂକଟରୁ ମୁକ୍ତି ପାଇବା ପାଇଁ ଇଲେକ୍ଟ୍ରିକ ପଙ୍ଖା ହେଉଛି ସବୁଠାରୁ ଭଲ ବିକଳ୍ପ। ପାୱାର କଟ 6-8 ଘଣ୍ଟା ମଧ୍ୟ ବେଳେବେଳେ ହୁଏ ଏବଂ ଘରେ ପିଲା ମଧ୍ୟ ଥାଆନ୍ତି ସେଥିପାଇଁ ଏହି ଇଲେକ୍ଟ୍ରିକ ପଙ୍ଖା ହେଉଛି ସବୁଠାରୁ ବେଷ୍ଟ।

Leave a Reply

Your email address will not be published. Required fields are marked *