ଆସୁଛି ସଠିକ ସମୟ,ରଡି ଦେବେ କୋଲକାତା କାଳୀ !

ଆମ ସମସ୍ତଙ୍କ ଜୀବନରେ ମାଳିକା ଏକ ଗୁରୁତ୍ଵ ପୂର୍ଣ୍ଣ ସ୍ଥାନ ନେଇଛି । ଯାହା ଦ୍ଵାରା ଆମେ ଆଗାମୀ ଭବିଷ୍ୟତର କଥାକୁ ଜାଣି ପାରିଥାଉ । ଆସନ୍ତୁ ଜଣେ ସିଦ୍ଧ ପ୍ରାପ୍ତ ଜ୍ଞାନୀ ବାବାଙ୍କ ପାଖରୁ ମାଳିକାର କିଛି ଅଲୌକିକ କଥା ବିଷୟରେ ଜାଣିବା । ତାଙ୍କର କହିବା ଅନୁସାରେ ଆଗକୁ ଅନେକ ଘ-ଟ-ଣା ଘଟିବାକୁ ଯାଉଚି ।

ଯାହା ଲୋକଙ୍କ ମନରେ ଆହୁରି ଅନେକ ଭ-ୟ ସୃଷ୍ଠି କରିବ,ଲୋକକୁ ଅନେକ ବିଚଳିତ କରିବ। ସେହି ମାଲିକାଣୀ ଅଚ୍ୟୁତ ନନ୍ଦ କହିଛନ୍ତି ଯେତେବେଳେ ମହାଗଲ ହେବ କନ୍ଦଳ ଲାଗିବ ଯେତେବେଳେ ଅନାଦିଙ୍କ ଆଗମନରେ ଜଗମୟଙ୍କ ଖେଳ କଣ ହେବ ତାହା ନେଇ ଏହି ଠାରେ ବର୍ଣ୍ଣନା କର ଯାଇଛି।ଆଉ ପୁଣି ଏହା କହିଛନ୍ତି ଯେ ଆଦି ଶକ୍ତିକୁ ଆଜ୍ଞା ଦେବେ ଜଗନ୍ନାଥ ମହା ପ୍ରଭୁ।

ଯେତେବେଳେ ମହାମାରୀ ଆସିବ ସେତେବେଳେ ମହାମାୟା ସନ୍ତ୍ୟ ସହିତ ଆସିବେ । ଯେତେବେଳେ ଦେଶ ବିଦେଶରେ କନ୍ଦଳ ଲାଗିଥିବ ଆଠ ଦିଗରୁ ଆଠ ଚଣ୍ଡୀ ବାହାରିବେ । ପୁଣି ଏଠୀ ମହାପୁରୁଷ କହିଛନ୍ତି ଯେତେବେଳେ ଜଗମାୟା ଆସିବେ ସେତେବେଳେ ତାଙ୍କ ଇଛାରେ ଜଗନ୍ନାଥ ମହାପ୍ରଭୁ ଆଦେଶ ଦେବେ ସେତେବେଳେ ପୃଥିବୀରେ ଚଣ୍ଡୀ ଚାମୁଣ୍ଡା ମଳିନ ବସିବେ। ପୁଣି ଏହି କଥା କହୁଛନ୍ତି କି ପରମ ବେଷ୍ଣବି ଝଙ୍କଟ ବାସିନୀ ମା ସରଳା ଆଦେଶ ଦେବେ ।

ପୂର୍ବ ଦିଗଟି ସମର ଭୂମି ହେଇଯିବ। ପୁଣି ଏହା ମଧ୍ୟ କହୁଛନ୍ତି ନବ କୋଟି କତ୍ୟାୟିନି ମହା ପ୍ରଭୁଙ୍କର ଦର୍ଶନ କରିବେ। ଏହା ପରେ ସେମାନେ ସୁସ୍ଥ ହେବେ। ଏହି ପୃଥିବୀରେ ବର୍ତ୍ତମାନ 1 ଭାଗ ଇଶ୍ୱର ଆଉ 3 ଭାଗ ଅସୁର ଅଛନ୍ତି ଆଉ ଏହି 3 ଭାଗ ଅସୁରଙ୍କ ଭିତରେ ଏବେ କ-ଳି ଲାଗିବ ଆଉ ପରିସ୍ଥିତି ଅସମ୍ଭାଳ ହେବ।

Leave a Reply

Your email address will not be published. Required fields are marked *