ଧରମ ପୁଅ ହୋଇଗଲା ଧରମ ସ୍ୱାମୀ,ପୁରା କା-ଣ୍ଡ ଜାଣିଲେ ମୁଣ୍ଡ ପିଟିଦେବେ ଆପଣ !

ଆପଣମାନେ ଅନେକ ପ୍ରେମ କାହାଣୀ ସଂସ୍ପର୍ଶରେ ଆସୁଥିବେ । ଏମିତି ଅନେକ ପ୍ରେମ କାହାଣୀ ଅଛି ଯାହା ସାଧାରଣରେ ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ପ୍ରେମରେ ପ୍ରତା-ରଣା ଏବଂ ଧୋ-କା କିଭଳି ହୋଇଥାଏ । ଅନେକ ସମୟରେ ପ୍ରେମ କରୁଥିବା ଲୋକେ ପ୍ରେମର ଉଚିତ୍ ପରିଭାଷା କୁ ବୁଝିବାରେ ସମର୍ଥ ହୁଅନ୍ତି ନାହିଁ । ଆଉ ଯାହା ତାଙ୍କୁ ସମାଜରେ ଅପ-ମାନି-ତ ଏବଂ ନିନ୍ଦିତ କରାଇଥାଏ । ସେହିଭଳି ଏକ ଘ-ଟ-ଣା ନିକଟରେ ଘଟିଛି ।

ଯେଉଁଠି ପ୍ରେମିକା ତାର ପ୍ରେମିକକୁ ନ ପାଇଲେ ମଝି ରାସ୍ତାରେ କିରୋସିନି ଢ଼ାଳି ହୋଇ ଆ-ତ୍ମହ-ତ୍ୟା କରିଦେବ ବୋଲି ହଟ ହଟା କରୁଛି । କିନ୍ତୁ ଏବେ ତାକୁ ଗ୍ରହଣ କରୁନାହିଁ ତାର ପ୍ରେମିକ । ଆଉ ପ୍ରେମିକ ତାଙ୍କୁ ଗ୍ରହଣ ନକଲେ ଆ-ତ୍ମହ-ତ୍ୟା କରିବ ବୋଲି କହିଛିି ତାର ପ୍ରେମିକା ଯିଏକି ଜଣେ ପୂର୍ବରୁ ବିବାହିତା ମହିଳା । ଆପଣଙ୍କୁ ଘଟ-ଣାଟି ଟିକେ ଗୋଳିଆ ଘାଣ୍ଟିଆ ଲାଗୁଥିବ କାରଣ ଘଟ-ଣାଟି ଟିକିଏ ରହସ୍ୟ ମୟ । ଏଠାରେ ପ୍ରେମିକା ଜଣଙ୍କ ପୂର୍ବରୁ ବିବାହିତା ଅଟନ୍ତି । ଆଉ ତାଙ୍କର ମଧ୍ୟ ୮ ବର୍ଷର ପୁତ୍ର ସନ୍ତାନ ଅଛି ।

https://youtu.be/Ph4RWmUzieo

ତେବେ ଏଭଳି ଏକ ଲ-ଜ୍ୟା-ଜନକ ଘ-ଟ-ଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ସୂଚନା ମୁତାବକ ଜଣେ ବିବାହିତ ମହିଳା ନିଜ ହଁସ ଖୁସିର ପରିବାରକୁ ଗୋଡ଼ରେ ଏଡ଼ାଇ ଦେଇ ନିଜ ସ୍ଵାମୀ ଏବଂ ୮ ବର୍ଷର କୁନି ପୁଅକୁ ଛାଡ଼ି ପଳାଇ ଗଲେ ନିଜ ପ୍ରେମିକ ଦୀପକ ର ହାତ ଧରି । ୨ ବର୍ଷ ସାଙ୍ଗରେ ରହିଲେ ଶାରୀ-ରିକ ସମ୍ପର୍କ ରଖିଲେ ଗର୍ଭ-ବତୀ ହୋଇ ପିଲା ମଧ୍ୟ ନ-ଷ୍ଟ କରିଦେଲେ । ହେଲେ ପ୍ରେମିକର ଘର ଲୋକେ ମହିଳାଙ୍କୁ ଅପଣେଇଲେ ନାହିଁ ।

କାରଣ ସେ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ସନ୍ତାନ ମଧ୍ୟ ଅଛନ୍ତି । ଏହାପରେ ପ୍ରେମିକର ଘର ଲୋକେ ତାର ବାହାଘର ଅନ୍ୟତ୍ର କରେଇଦେବା ପାଇଁ ନିଷ୍ପତି ନେଲେ । ପ୍ରେମିକ ମଧ୍ୟ ଆଉ ଧରାଛୁଆଁ ଦେଲାନି । ତେଣୁ ବାଧ୍ୟହୋଇ ଯୁବତୀ ଜଣଙ୍କ ରାସ୍ତା ମଝିରେ ପ୍ରେମିକକୁ ନପାଇଲେ ସେଇଠି ପୋଡ଼ି ହୋଇ ଆ-ତ୍ମହ-ତ୍ୟା କରିଦେବେ ବୋଲି ବାହାରିଲେ ଯାହାକି ପ୍ରେମିକ ଜଣଙ୍କ ସ୍ୱପ୍ନରେ ସୁଧା ଭାବି ନଥିଲେ । ତାପରେ ସେଠାରେ ପୋ-ଲି-ସ୍ ପହଞ୍ଚି ଉକ୍ତ ମହିଳା ଓ ଯୁବକଙ୍କୁ କାବୁ କରିବା ସହିତ ସେମାନଙ୍କୁ ପୋ-ଲି-ସ୍ ଷ୍ଟେ-ସ-ନ୍ ନେଇଯାଇ ବୁଝାସୁଝା କରିଥିଲା ।

Leave a Reply

Your email address will not be published. Required fields are marked *