ଭିଡ଼ିଓ : ଦେଖନ୍ତୁ ଏ ଝିଅକୁ,କେମିତି ପୁଅମାନଙ୍କୁ ନେଇ କଥାବାର୍ତା କରୁଛି !

ସମାଜରେ ନାରୀ ଓ ପୁରୁଷ ଏକ ମୁଦ୍ରା ର ଦୁଇଟି ପାର୍ଶ୍ବ । ସୁସ୍ଥ ସମାଜ ଗଠନ ରେ ନାରୀ ର ଭୂମିକା ଗୁରୁତବପୂର୍ଣ୍ଣ । ବୈଦିକ ଯୁଗରେ ବା ପୁରାଣ ରେ ନାରୀ ଥିଲା ଐଶ୍ଚର୍ଯ୍ୟ , ଶକ୍ତି ଓ ସମ୍ମାନ ର ପ୍ରତୀକ। ନାରୀ ମାନେ ପ୍ରସନ୍ନ ହେଲେ ଦେବତା ମାନେ ପ୍ରସନ୍ନ ହୋଇ ଥାନ୍ତି ବୋଲି ଏକ ଧାରଣା ସୃଷ୍ଟି ହୋଇ ଥିଲା । ମାତ୍ର ଆଧୁନିକ ଯୁଗ ରେ ନାରୀ ର ରୂପରେଖ ଧୀରେ ଧୀରେ ବଦଳି ଯାଉଛି । ସମାଜ ରେ ନାରୀ ର ଉପଯୁକ୍ତ ମୂଲ୍ୟ ଓ ସମ୍ମାନ କରା ଯାଇ ପାରୁ ନାହିଁ।ନାରୀ ମାନେ ସବୁବେଳେ ଅବହେଳିତ ।

ଯେତେବେଳେ କି ନାରୀ ମାନେ ବର୍ତ୍ତମାନ ଯୁଗ ରେ ପୁରୁଷ ମାନଙ୍କ ଠୁ ବହୁତ୍ ଆଗରେ । ଆଜି ବି ନାରୀ ମାନେ ନିର୍ଯାତନା ସହୁଚନ୍ତି । ନାରୀ ମାନଙ୍କ ପ୍ରତି ଅତ୍ୟାଚାର ଆଜି ବି କମି ନାହି ଦେଶ ରେ । ସୁରକ୍ଷିତ ଅବସ୍ଥା ରେ ନାରୀ ମାନେ ରହି ପରୁନନ୍ତି । ଧୀରେ ଧୀରେ ମଣିଷ ହରାଉଛି ମାନବିକତା ।ମାତ୍ର ଅଳ୍ପ କିଛି କଳୁଷିତ କରୁଥିବା ପୁରୁଷ ଓ ନାରୀ ମାନଙ୍କ ପାଇଁ ପୁରା ନାରୀ ଓ ପୁରୁଷ ଜାତି ଙ୍କୁ ନି-ନ୍ଦା କରିବା ଉଚିତ ନୁହେଁ । ସମାଜ ରେ ଅନେକ ପୁରୁଷ ଓ ନାରୀ ଅଛନ୍ତି ଯେଉଁ ମାନେ ଉଭୟ ଙ୍କୁ ସମ୍ମାନ ଦେଇଥାନ୍ତି ।

ଜଣେ ପୁରୁଷ ଘର ର ମେରୁଦଣ୍ଡ ହୋଇ ଥାଏ । ଠିକ୍ ସେହିପରି ନାରୀ ଘର ର ଏକ ଅଂଶ ହୋଇ ଥାଏ । ଅନେକ ବାଧା ବିଘ୍ନ ଝଡ଼ ଝଞ୍ଜା ଦେଇ ନିଜ ଜୀବନ କୁ ଅତିବାହିତ କରିଥାଏ । ସମସ୍ତେ ପୁରୁଷ ଙ୍କ ଜୀବନ କୁ ସହଜ ଭାବିଥାନ୍ତି । ମାତ୍ର ସହଜ ନ ଥାଏ । ପୁରୁଷ ଙ୍କ ସପକ୍ଷ ରେ କହୁଥିବା ଲୋକ ବହୁତ୍ କମ ଥାନ୍ତି । ଏବେବି କେହି ଭାବୁଥାନ୍ତି ଯେ ଏଥିରେ ବହୁତ୍ ବିଳାସପୂର୍ଣ୍ଣ ଜୀବନ ଅତିବାହିତ ହୋଇଥାଏ ତେବେ ଥରେ ଆସିକି ଏମିତି ରୁହନ୍ତୁ ତେବେ ଜାଣି ପାରିବେ ଯେ ଜିବନରେ ପ୍ରକୃତ ଖୁସି କଣ ଅଟେ।ସୋସିଆଲ ମିଡିଆରେ ଏଭଳି ଏକ ଭିଡ଼ିଓ ଦେଖିବାକୁ ମିଳିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇବ ।

ଜଣେ ଯୁବତୀ କହିଛନ୍ତି ଜେ ଯେଉଁମାନେ ବିଦେଶ ରେ ଯାଇ କାମ କରିବା ସହଜ ଭାବିଥନ୍ତି ସେମାନେ ଭୁଲ୍ ଭାବିଥାନ୍ତି। ସେ ପୁଅ ହୁଅନ୍ତୁ କି ଝିଅ, ଏମିତି ସମସ୍ତଂକ ବିନା ବାହାରେ ରହିବା ବହୁତ୍ କଷ୍ଟ ଦାୟକ ଅଟେ ବୋଲି ଯୁବତୀ ଜଣଙ୍କ କହିଛନ୍ତି।ବିଦେଶ ରେ ଯାଇ ୧୫ ଜଣ ଙ୍କ ସହିତ ମିଶି ରହିବା ନିଜର ସବୁ କାମ ଯେପରି ରାନ୍ଧିବା ବାସନ ମାଜିବା ବିଛଣା ତିଆରି କରିବା ସବୁ କାମ ସାରି ଅଫିସ୍ କୁ ଯାଇ ପୁଣି କାମ କରିବା ଓ ଏହା ପରେ ଘରକୁ ଆସିବା ପରେ ନିଜର ଲୋକ ମାନଙ୍କ ଠାରୁ ଦୂର ରେ ରହିବା ସହଜ ହୋଇ ନ ଥାଏ । ଦିନ ସାରା ର ବ୍ୟସ୍ତ ଭିତରେ ରାତି ରେ କେହି ପାଖରେ ନ ଥିବେ ଯାହାକୁ ମନ ଖୋଲି ନିଜ ମନ କଥା କହି ହେବେ କେତେ କଷ୍ଟ ହୋଇ ଥାଏ କେବଳ ସେ ହି ଜାଣି ଥାଏ । ଅନ୍ୟ ମାନେ ଘରେ ରହି କହିଥାନ୍ତି ଯେ ବାହାରେ ଯାଇ ଏସ କରୁଛି ପଇସା ଗଣୁଛି।

Leave a Reply

Your email address will not be published. Required fields are marked *