କଣ କେବେ ଶୁଣିଛନ୍ତି ଆପଣ ମାନେ ଏକ ପଥର କିଛି ବି ଜିନଷକୁ ସୁନା ବନେଇ ପାରେ |

ଆଜି ଆମେ ଜାଣିବା ପାରସ ପଥର ବାବଦରେ |କୁହନ୍ତି ପଥର ଭାରି ଚମତ୍କାର ଅଟେ | ପଥରଟି ଯଦି ଲୁହାକୁ ଚୂହିଇଁଦିଏ ଲୁହା ଟି ସୁନା ପାଲଟି ଯାଏ ସମସ୍ତେ ଏ ପଥର ବାବଦରେ ଶୁଣିଛନ୍ତି କିନ୍ତୁ ଏଏହାର ବ୍ୟବାହାର କଲା ଵାଲା କେବେ ସମ୍ମୁଖକୁ ଆସି ନାହାନ୍ତି |କୁହାଯାଏ ଏ ପଥରକୁ ପାଇଲା ଵାଲା କେବେ ଆଉ ବଞ୍ଚିପାରନ୍ତି ନାହିଁ |ପାରସ ପଥରର ପ୍ରଥମ କାହାଣୀ ହେଉଛି ମଧ୍ୟ ପ୍ରଦେଶର ଭପାଳ ରୁ 50 କିଲମିଟର ଦୂରରେ ଏକ କେଲା ଅଛି ଯାହାର ନାମ ହେଉଛି ରାୟ ସିଙ୍ଗ କେଲା |

ରାୟ ସିଙ୍ଗ କେଲାରେ ଯେଉଁ ରାଜା ଥିଲେ ତାଙ୍କ ପାଖରେ ସେ ପାରସ ପଥର ଥିଲା |ଏଏହି ପଥର କୁ ନେଇ ଅନେକ ଯୁ-ଦ୍ଧ ହେଲା |ଯୁ-ଦ୍ଧ ସମୟରେ ଯେତେବେଳେ ରାଜଙ୍କୁ ଲାଗିଲା ସେ ଆଉ ପାରସ ପଥରର ସୁର-କ୍ଷା କରି ପାରିବେ ନାହିଁ ସେତେବେଳେ ସେ ପାରସ ପଥରକୁ ଏକ ନଦୀରେ ଫିଙ୍ଗିଦେଲେ |ରାୟ ସିଙ୍ଗର ରାଜା ସେ ଯୁ-ଦ୍ଧରେ ପରାସ୍ତ ହେଲେ ଏବଂ ନିଜ ଜୀବନକୁ ଯୁ-ଦ୍ଧ ରଣ ଭୂମିରେ ହରିଦେଲେ |ରାଜ ମୋହଲ ପୁରା ଶୂନ୍ୟ ରଣଭୁମି ପାଲଟି ଗଲା |

କୁହା ଯାଏ ପାରସ ପଥର ଏବେ ବି ସେ କେଲାରେ ଅଛି କିନ୍ତୁ କୋଉଠି ହଜି ଯାଇଛିକେଲାରେ ଅନ୍ୟ ରାଜା ଆସି ଶାସନ କଲେ ଏବଂ ସେ ପାରସ ପଥରକୁ ଖୋଜିବା ପାଇଁ ଅନେକ ତନ୍ତ୍ରୀକଙ୍କୁ ଆଣି ମଧ୍ୟ ଖୋଜ କରେଇ ବାକୁ ଲାଗିଲେ କିନ୍ତୁ ତଥାପି ସମସ୍ତେ ବି-ଫ-ଳ ହୁଅନ୍ତି |କୁହାଯାଏ ଯିଏବି ଏଏଇ ପାରସ ପଥରକୁ ଖୋଜି ବାକୁ ଆସିଥାନ୍ତି ସେ ତାଙ୍କ ମାନସିକ ଭାରଷ୍ୟମ ହରାଇ ବସିଥାନ୍ତି |

କୁହାଯାଏ ଏ ପଥର ପ୍ରଥମେ ଏକ ଘାସ କଟାଳିକୁ ମିଳିଥିଲା |ସେ ଘାସ କଟାଳି ବହୁତ ଗରିବ ଥିଲା |ସେ ସକାଳୁ ଘାସ କାଟେ ଏବଂ ସନ୍ଧ୍ୟାରେ ତାକୁ ବିକ୍ରି କରି ନିଜର ଜୀବନ ନିର୍ଭର କରେ ସବୁ ଦିନ ପରି ସେ ବିଲ ରେ ଘାସ କାଟୁଥିଲା ହଠାତ ତାକୁ ଅନୁଭବ ହେଲା କି ତାର କା-ଟିଥିବା ଜିନଷ କାହା ଦେହରେ ଗୋଟେ ବାଜିଲା |ହେଲେ ସେ କିଛି ଦେଖିବା ଆଗୁରୁ ବା ଚିନ୍ତା କରିବା ପୂର୍ଵବରୁ ତାର ଦା ସୁନାରେ ପରିବର୍ତନ ହୋଇଗଲା |ସେ ଏହା ଦେଖି ବହୁତ ଡ-ରିଗ-ଲା ମନେ ମନେ ଚିନ୍ତା କଲା ଯଦି ରାଜା ଜାଣିବେ ତେବେ ମୋତେ କାରାଗାରରେ ପକେଇ ଦେବି ସେ ତେଣୁ ଏକ କମାର ପାଖକୁ ଗଲା ଏବଂ କହିଲା ତୁମେ ମୋର ଏଏଇ ସୁନାର ଦା ରଖି ନିଅ ଏବଂ ମୋତେ ଗୋଟେ ଲୁହା ଦା ଦିଅ |

କମାର ବହୁତ ଚାଲକ ଥିଲା ସେ ଘାସ କଟାଳି ଠୁ ସବୁ କଥା ପଚାରି ନେଲା ଏବଂ ସେ ଜାଗାରେ ଯାଇ ଖୋଜା ଖୋଜି କରିବାକୁ ଲାଗିପଡିଲା ଏବଂ ପରସ ପଥର ତାକୁ ମିଳି ମଧ୍ୟ ଗଲା ଏବଂ ତାକୁ ପୂର୍ବରୁ ତାର ରହସ୍ୟ ବାବ-ଦରେ ଜନା ଥିଲା ସେ ତାର ସୁଦୁପ ଯୋଗ କରିବାକୁ ଲାଗି ପଡିଲା ସବୁ ଲୁହା କୁ ସେ ସୁନା ରେ ରୂପାନ୍ତରିତ କରିବାକୁ ଲାଗି ପଡିଲା ସେ କମାର ଧୀରେ ଧୀରେ ସାହୁ କାର ବନିଗଲା |ଏବଂ ତା ପାଖରେ କିଛି ଜିନଷର ଅ-ଭା-ବ ଆଉ ରହିଲା ନାହିଁ ଏସବୁ ଚମତ୍କାର କେବଳ ପାରସ ପଥର ପାଇଁ ସମ୍ଭବର ହୋଇ ପାରିଲା |

Leave a Reply

Your email address will not be published. Required fields are marked *