ଜବ-ରଦ-ସ୍ତି ଉଚ୍ଛେ-ଦକୁ ବି-ରୋ-ଧ କରି ମହିଳା ଜଣଙ୍କ ରାସ୍ତା ମଝିରେ କଲେ ହ-ଙ୍ଗା-ମା

ଆଜିର ସମାଜ ସୋସିଆଲ ମିଡ଼ିଆ ସହ ଜଡିତ । ଆଜିର ଯୁଗ କେଉଁଠି ଯାଇ ପହଞ୍ଚିଲାଣି ସବୁ କ୍ଷେତ୍ରରେ ପ୍ରଗତିଶୀଳ ହେଲାଣି । ଆଜିର ସମାଜ ଆଉ ପୂର୍ବ ଭଳି ନାହିଁ । ଲୋକେ ବିକଶିତ, ଶିକ୍ଷିତ, ଆଧୁନିକ ଓ ସ୍ମାର୍ଟ ହେଲେଣି ପୂର୍ବରୁ ଏକ କାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ ଯେଉଁଠି ମାସ ମାସ ସମୟ ଲାଗି ଯାଉଥୁଲା ଆଜିର ବିକଶିତ ମାଧ୍ୟମ ସାହାଯ୍ୟରେ ସେହି କାମ ବହୁତ ଅଳ୍ପ ସମୟ ମଧ୍ୟରେ ସମ୍ପାଦିତ ହୋଇ ପାରୁଛି । ଆଉ ଏହି ସବୁ ସମ୍ଭବତଃ ସୋସିଆଲ ମିଡ଼ିଆ ଯୋଗୁଁ ସମ୍ଭବ ହୋଇ ପାରୁଛି ।

ତେବେ ପୃଥିବୀର ପ୍ରତିଟି କୋଣ ଅନୁକୋଣରେ ଥିବା ପ୍ରତିଟି ଲୋକଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ସହିତ କୌଣସି ବି ସାଧାରଣ କିମ୍ବା ଗୁରୁତ୍ବପୂର୍ଣ୍ଣ ଘ-ଟ-ଣା ସମ୍ପର୍କରେ ବହୁ ଅଳ୍ପ ସମୟ ମଧ୍ୟରେ ଆମେ ଅବଗତ ହୋଇ ପାରୁଛୁ । ଆଉ ଏ ଦିଗରେ ସୋସିଆଲ ମିଡ଼ିଆ ଏକ ଉଲ୍ଲେଖନୀୟ ଭୁମିକା ଗ୍ରହଣ କରୁଛି । ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆକୁ ବହୁତ ପରିମାଣରେ ବ୍ୟବହାର କରୁଛନ୍ତି । ତେବେ ଏହି ସୋସିଆଲ ମିଡିଆରେ ଅନେକ ଘଟ-ଣାର ଜୀବନ୍ତ ଦୃ-ଶ୍ୟ ଦେଖିବାକୁ ମିଳିଥାଏ ।

ସେହି ଭିଡିଓ ମଧ୍ୟରୁ କିଛି ସାଧାରଣ ହୋଇଥାଏ ତ କିଛି ଟିକିଏ ଭିନ୍ନ ହୋଇଯାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ବା ଲୋକମାନଙ୍କର ପସନ୍ଦ ହୋଇଯାଏ ଫଳରେ ଲୋକେ ତାହାକୁ ପସନ୍ଦ କରିବା ସହିତ ଅଧିକରୁ ଅଧିକ ମାତ୍ରାରେ ଶେୟର କରିଥାନ୍ତି ଫଳରେ ଭିଡିଓଟି ଭାଇରାଲ ହୋଇଥାଏ । ସେଭଳି ଏକ ଭାଇରାଲ ହୋଇଥିବା ଭିଡ଼ିଓ ଦେଖିବାକୁ ମିଳିଛି ବ୍ରହ୍ମପୁର ଠାରେ । ଯେଉଁଠାରେ ଜଣେ ମହିଳା ଏକ ଯୁବକଙ୍କୁ ମା-ଡ଼ ମା-ରି-ବା ସହିତ ତାଙ୍କୁ ଠେଲି ତାଙ୍କ ବେକକୁ ପଛକୁ ମୋ-ଡ଼ି ଦେବାର ନଜର ଆସିଛି ।

କାରଣ ଉକ୍ତ ଯୁବକ ଜଣଙ୍କ ମହିଳାଙ୍କ ଜିନିଷ ପତ୍ର ସବୁ ନିଜ ବି-ଏମ୍-ସି ଗାଡ଼ିରେ ଲଦି ନେଇ ଯାଉଥିଲେ ତୋ କେତେବଳେ ସେଠାରୁ ଆଣି ନଗର ନିଗମ ଟ୍ରାକ୍ଟରରେ । ଆଉ ମହିଳା ଜଣଙ୍କ ତାଙ୍କ ଜିନିଷ ସବୁକୁ ଗାଡିରୁ ଟାଣି ଆଣି ଜା-ବୁ-ଡ଼ି ଧରି ମୋ ଜିନିଷ ଛାଡିବିନି ବୋଲି ପାଟି କରି ଚିଲ୍ଲାଉଛନ୍ତି । ସେଠାରେ ଉପସ୍ଥିତ ଲୋକେ ଠିଆ ହୋଇ ଦେଖୁଥିଲେ ମଧ୍ୟ କେହି କିଛି କରୁନଥିଲେ । ମହିଳା ଜଣଙ୍କ ଗା-ଳି ଗୁ-ଲଜ କରୁଥିବାରୁ କିଛି ଲୋକ ତାଙ୍କ ବ୍ୟବହାରକୁ ନେଇ ଆପ-ତ୍ତି ଉଠାଇବାର ମଧ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *