“ହେ ମା’ ଆମକୁ କ୍ଷମା କର…” , ଏମିତି କହି ମୁଣ୍ଡିଆ ମା-ରି ଘର ସଫା କରିଦେଲେ ଲୁ-ଟେ-ରା

ଡକା-ୟତି କରି ଦ-ଣ୍ଡବତ ହେଲେ ଡକା-ୟତ । ରାଜଧାନୀ ଭୁବନେଶ୍ୱରରେ ଘରେ ପଶି ଡକା-ୟତି କରିବା ପରେ ପରେ ମୁଣ୍ଡିଆ ମା-ରି-ଲେ ଲୁ-ଟେ-ରା । ୧୫ ଲକ୍ଷ ଟଙ୍କା ଗହଣା ଲୁ-ଟି ନେଇଛନ୍ତି ଡକା-ୟତ ଦଳ । ଧଉଳି ଥା-ନା ନୂଆଗାଁର ବଳରାମ ବିହାରରେ ଘଟିଛି ଘ-ଟ-ଣା । ଡକା-ୟତି କରି ଫେ-ରା-ର ହେଉଥିବା ବେଳେ ସିସିଟିଭିରେ କ-ଏ-ଦ ହୋଇଛି ଦୃ-ଶ୍ୟ । ଦୁଇ ଦିନ ତଳେ ଝରକା ତାଡି ଘର ଭିତରକୁ ପଶିଥିଲେ ଲୁ-ଟେ-ରା, ୮୨ ବର୍ଷର ଜଣେ ମହିଳା ଓ ବୟସ୍କଙ୍କୁ ଛୁ-ରୀ ଦେଖାଇଥିଲେ ।

ଭ-ୟଭୀ-ତ ହୋଇ ବୃଦ୍ଧା ସୁନା ଗହଣା ଦେଇ ଦେଇଥିଲେ । ଡକା-ୟତି ପରେ ଲୁ-ଟେ-ରାଙ୍କ ଭିନ୍ନ ଏକ ଦୃ-ଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଘରେ ଥିବା ବୃଦ୍ଧାଙ୍କୁ ମୁଣ୍ଡିଆ ମା-ରି ଫେ-ରା-ର ହୋଇ ଯାଇଥିଲେ ଲୁ-ଟେ-ରା । ଘଟ-ଣାରେ ଧଉଳି ଥା-ନା ପୋ-ଲି-ସ ତ-ଦ-ନ୍ତ ଜାରି ରଖିଛି । ତେବେ ଉକ୍ତ ୮୨ ବର୍ଷୀୟା ମହିଳାଙ୍କ ପୁଅ କହିବା ଅନୁସାରେ ୫ ଜଣ ହିନ୍ଦୀ ଭାଷାଭାସି ଡକା-ୟତ ଆସି ଲୁ-ଟ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ ଗୋଟିଏ ଝରକା ତାଡ଼ି ସେମାନଙ୍କ ମଧ୍ୟରୁ ୪ ଜଣ ଘର ଭିତରେ ପଶିଥିଲେ । ଆଉ ଜଣେ ବାହାରେ ଛିଡ଼ା ହୋଇଥିଲା । ଘରେ ପଶିବା ପରେ ଲୁ-ଟେ-ରା ତାଙ୍କ ମା’ ଓ ଘର ମାଲିକାଣୀଙ୍କୁ ଉଠାଇ ସେମାନେ ଯାହା ସୁନା ଗହଣା ପିନ୍ଧିଥିଲେ, ସେଗୁଡ଼ିକୁ ନେଇ ଯାଇଥିଲେ । ଏହାପରେ ସେମାନେ ପୂରା ଘରକୁ ଘାଣ୍ଟି ପକାଇଥିଲେ । ଆଲମାରୀ ଖୋଲି ସେଥିରେ ଥିବା ୧୫ ଲକ୍ଷ ଟଙ୍କାର ସୁନା ଗହଣା ଓ ପ୍ରାୟ ନଗଦ ୨୫ ହଜାର ଟଙ୍କା ନେଇ ଯାଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଘରେ କେବଳ ଦୁଇ ଜଣ ମହିଳା ଥିବାରୁ ସେମାନେ ଡକା-ୟତଙ୍କୁ ପ୍ର-ତିରୋ-ଧ କରି ନଥିଲେ ।

ଡକା-ୟତମାନେ ଯାହା ମାଗିଥିଲେ ସେମାନେ ଦେଇ ଦେଇଥିଲେ । ତେବେ ଘରେ ପଶିଥିବା ସେହି ଡକା-ୟତ ମାନଙ୍କର ବୟସ ଖୁବ୍ କମ୍ ଜଣାପଡ଼ୁଥିବା ଦେଖି ଏଭଳି ଲୁ-ଟ୍‌ପା-ଟ୍ କାହିଁକି କରୁଛ ବୋଲି ପଚାରିବାରୁ ଜ-ବା-ବରେ ସେମାନଙ୍କ ମଧ୍ୟରୁ ଜଣେ କହିଥିଲା ଯେ ପେଟ ପୋଷିବାକୁ ଏମିତି କରିବାକୁ ପଡ଼ୁଛି । ଏହା ପରେ ସେଠାରୁ ଗଲା ବେଳେ ସେହି ଡକା-ୟତ ତାଙ୍କ ମା’ଙ୍କୁ ମୁଣ୍ଡିଆ ମା-ରି କ୍ଷମା ମାଗିଥିଲା । ତେବେ ସିସିଟିଭି ଯାଞ୍ଚ କରାଯାଇ ତ-ଦ-ନ୍ତ କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

Leave a Reply

Your email address will not be published. Required fields are marked *