ଯାଜପୁର ରେ ମାମୁଁଙ୍କୁ ବାହା ହେବା ପାଇଁ ଜିଦ୍ କଲେ ଭାନିଯି।କହିଲେ ମାମୁଁ ଛଡ଼ା କାହାକୁ ବାହା ହେବିନି।

ଆଜିର ଦୁନିଆରେ ପ୍ରେମ କଥା କହିଲେ ଏବେର ଯୁବପିଢି ସେଥିରେ ଆଗରେ ଅଛନ୍ତି, କହିବାକୁ ଗଲେ ଆଜିକାଲି ସବୁ ପିଲା ମାନେ ପ୍ରେମ କରୁଛନ୍ତି। ପ୍ରେମ କରିବାଟା ଭୁଲ୍ ନୁହେଁ ହେଲେ ଏଥିପାଇଁ ଏକ ବୟସ ଅଛି ଆଉ ଏବେ ପିଲାମାନେ ଯେଉଁ ଛୋଟ ଛୋଟ ବୟସରୁ ପ୍ରେମ କରୁଛନ୍ତି ଏଥିରେ ସେମାନେ ଏପରି କିଛି କାମ କରୁଛନ୍ତି ଯାହାକି ସମାଜ ଆଗରେ ଖରାପ କାମ। ଆଉ ଏହି ପ୍ରେମ ସମ୍ପର୍କକୁ ନେଇ ଅନେକ ସମୟରେ ଏପରି କିଛି ଖବର ଶୁଣିବାକୁ ମିଳେ ଯାହାକି ବହୁତ ଆଶ୍ଚର୍ଯ୍ୟଜନକ ଥାଏ, ଯାଜପୁର ଜିଲ୍ଲାର ଏକ ଗ୍ରାମରେ ଏପରି ଘ-ଟ-ଣା ଦେଖିବାକୁ ମିଳିଛି ଯାହା ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଚକିତ କରି ଦେବ।ତେବେ ସୂଚନା ଅନୁସାରେ ସେହି ଗ୍ରାମର ଜଣେ ଯୁବତୀ ନିଜର ମାମୁଁଙ୍କୁ ବିବାହ କରିବା ପାଇଁ ବର୍ତ୍ତମାନ ଜିଦ ଧରି ବସିଛନ୍ତି।

ଏହା ସହିତ ସେ ତାଙ୍କ ବ୍ୟତୀତ ଆଉ କାହାକୁ ମଧ୍ୟ ବିବାହ କରିବେ ନାହିଁ ବୋଲି ସିଧା ସିଧା ମନା କରି ଦେଇଛନ୍ତି।ତେବେ ସେ ତାଙ୍କ ସହିତ ପ୍ରାୟ ସାତ ବର୍ଷ ଧରି ସମ୍ପର୍କରେ ଥିଲେ ବୋଲି କହିଛନ୍ତି।ତାଙ୍କର କହିବା ଅନୁସାରେ ସେ ଯେତେବେଳେ ନିଜର ମାମୁଁ ଘରେ ରହୁଥିଲେସେହି ସମୟରେ ସେ ତାଙ୍କ ସହିତ ସମ୍ପର୍କ ରଖିବା ପାଇଁ ତାଙ୍କୁ ବାଧ୍ୟ କରି ଥିଲେ।ତେବେ ସେ କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭାବରେ ମନା କରି ଦେଇଥିଲେ ଏହା ବ୍ୟତୀତ ସେ ତାଙ୍କର ଭାଣିଜି ବୋଲି ସେ ତାଙ୍କୁ କହିଥିଲେ।ତେବେ ସେମାନେ ପରସ୍ପର ସହିତ ଏପରି ସମ୍ପର୍କ ରଖିବା ଏକ ବହୁତ ବଡ଼ ଭୁଲ କଥା ଓ ଏକବହୁତ ବଡ଼ ପାପ ବୋଲି ସେ କହିଥିଲେ।

ଏହା ବ୍ୟତୀତ ସେ କହିଛନ୍ତି କି ସେ ତାଙ୍କ ବ୍ୟତୀତ ଆଉ କାହାକୁ ମଧ୍ୟ ବିବାହ କରିବେ ନାହିଁ ସୂଚନା ଅନୁସାରେ ଯେତେବେଳେ ସେ ତାଙ୍କ ଘରେ ରହିବା ପାଇଁ ଯାଇଥିଲେ ସେହି ସମୟରେ ତାଙ୍କ ମାମୁଁ ତାଙ୍କ ସହିତ ସମ୍ପର୍କ ରଖିବା ପାଇଁ ଚାହିଁ ଥିଲେ ତେବେ ସେହି ସମୟରେ ସେ ନିଜର ଘରକୁ ଫେରି ଆସିଥିଲେ।ଏହା ପରେ ମଧ୍ୟ ସେ ତାଙ୍କର ଘରକୁ ଯିବା ଆସିବା କରିଥିଲେ।ତେବେ ଏହା ମଧ୍ୟରେ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା।ଏହା ପରେ ସେମାନେ ଯେତେବେଳେ ପରସ୍ପର ସହିତ ସମ୍ପର୍କ ରଖି ଥିଲେ ଏହା ପରେ ପ୍ରାୟ ସାତ ବର୍ଷ ବିତି ଯାଇଥିଲା।

ବର୍ତ୍ତମାନ ଅଚାନକ ଭାବରେ ତାଙ୍କର ମାମୁଁଙ୍କ ବିବାହ ଆଉ ଏକ ସ୍ଥାନରେ ଠିକ ହେବାର ଶୁଣିବା ପରେ ସେ ତାଙ୍କର ମାମୁଁଙ୍କ ସହିତ ଏହା ସମ୍ପର୍କରେ କଥା ହୋଇଥିଲେ।କିନ୍ତୁ ସେ ତାଙ୍କୁ ବିବାହ କରିବା ପାଇଁ ମନା କରି ଦେଇଥିଲେ।ଯାହା ଫଳରେ ସେ ଏହା ସମ୍ପର୍କରେ ପୋ-ଲି-ସ ପାଖରେ ଲିଖିତ ଅଭି-ଯୋଗ ଦେବା ସହିତ ତାଙ୍କ ସହିତ ବିବାହ କରିବା ପାଇଁ ଜିଦ କରିଛନ୍ତି।

Leave a Reply

Your email address will not be published. Required fields are marked *