ମଝି ଆକାଶରେ ଖେଳିଗଲା ଭ-ୟ ର ଆ-ତ-ଙ୍କ,ବିମାନରେ ଯାଉଥିବା ବେଳେ ଘ-ଟିଲା ଏପରି କିଛି ଘ-ଟଣା।

ଅନେକ ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ଘ-ଟଣା ସବୁ ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ ବୋଲି ଯାହାକୁ କି ଆମେ ଏତେ ସହଜରେ ବିଶ୍ୱାସ କରି ପାରିନଥାଉ ହେଲେ ପ୍ରକୃତରେ ତାହା ଘଟିଥାଏ। ଅନେକ ଥର ଅନେକ ସ୍ଥାନରେ ବିମାନ ଦୁର୍ଘ-ଟଣା ଘଟିଥାଏ । ଦୁର୍ଘ-ଟଣାରେ ଅନେକ ଲୋକ ପ୍ରା-ଣ ବି ହରାଇଥାନ୍ତି।ଠିକ୍‌ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି।ମୁମ୍ବାଇ ସହରରେ ଏପରି ଏକ ଭ-ୟାନ-କ୍ ଘ-ଟଣା ଘଟିଛି।ଉଡ଼ାଣ ଭରିବା ପରେ ପରେ କାଳବୈଶାଖୀର ପ୍ରଭାବରେ ମଝି ଆକାଶରେ ଏକ ବିମାନ ଥରି ଉଠିଥିଲା।ଫଳରେ ଏଥିରେ ୪୦ ଜଣ ଯାତ୍ରୀ ଆ-ହ-ତ ହୋଇଥିବା ବେଳେ ୧୨ ଜଣ ଗୁରୁ-ତର ଆ-ହ-ତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ରବିବାର ଅପରାହ୍ଣରେ ଅବତରଣର କିଛି ସମୟ ପୂର୍ବରୁ ଝଡରେ ଫସିଥିଲା ସ୍ପାଇସଜେଟର ବୋଇଂ ବି୭୩୭ ଏସଜି-୯୪୫ ବିମାନ ।କାଳବୈଶାଖୀ ତୋଫାନରେ ଫଶିବାରୁ ବିମାନ ଖୁବ ଜୋରରେ ଦୋହଲିଥିଲା । ଫଳରେ ବିମାନରେ ଯାତ୍ରା କରୁଥିବା ଲୋକଙ୍କୁ ଲାଗିଥିଲା ଜୋରଦାର ଝଟକା । ବିମାନ ଅବତରଣ କରୁଥିବା ବେଳେ ଏହି ଘ-ଟଣା ଘଟିଥିଲା ।ବିମାନ ଅବତରଣ ସମୟରେ ଆ-ହ-ତ ହୋଇଥିବା ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିମାନଟି ଝଡ଼ରେ କିପରି ଫସିଗଲା ସେନେଇ ବର୍ତ୍ତମାନ ତ-ଦ-ନ୍ତ ଆରମ୍ଭ ହୋଇଛି । ଅବତରଣ କରିବା ପୂର୍ବରୁ ହଠାତ୍ ଝଡ଼ ତୋଫାନ ଯୋଗୁଁ ବିମାନଟି ବାୟୁରେ ହିଁ ନିୟନ୍ତ୍ରଣ ହରାଇ ଥିଲା।

ତେବେ ଏହି ଦୁର୍ଭା-ଗ୍ୟଜ-ନକ ଘ-ଟ-ଣା ପାଇଁ ସ୍ପାଇସଜେଟ୍ ଦୁଃ-ଖ ପ୍ରକାଶ କରିଛି । କମ୍ପାନୀ କହିଛି ଯେ ଏହି ଦୁର୍ଘ-ଟଣାରେ ଆ-ହ-ତ ଯାତ୍ରୀଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆ ଯାଉଛି।ବିମାନଟି ବିମାନ ବନ୍ଦରରେ ଅବତରଣ କରିବାକୁ ଉଦ୍ୟମ ମାତ୍ରେ ହଠାତ୍ ଝଡ଼ରେ ଫସି ଯାଇଥିଲା ଏବଂ କିଛି ସମୟ ପାଇଁ ବିମାନଟି ଆକାଶରେ ବିପ-ଜ୍ଜନ-କ ଭାବେ ଘୂରିବାକୁ ଲାଗିଥିଲା । ଏହି ସମୟରେ ବିମାନର କ୍ୟାବିନରୁ କିଛି ଲଗେଜ୍ ଖସି ପଡ଼ିବାରୁ କିଛି ଯାତ୍ରୀ ମାନେ ଆ-ହ-ତ ହୋଇଥିଲେ। ବିମାନର ନିରାପ-ଦ ଅବତରଣ ପରେ ସମସ୍ତ ଆହତ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ରାନିଗଞ୍ଜ ଡାକ୍ତର ଖାନାରେ ଭର୍ତ୍ତି କରା ଯାଇଥିଲା।

Leave a Reply

Your email address will not be published. Required fields are marked *