କେମିତି ହୁଏ କିନ୍ନ-ରଙ୍କ ଶେଷ କୃତ୍ୟ ! କେମିତି ହେଲା ଆ-ତ୍ମହ-ତ୍ୟା କରିଥିବା କି-ନ୍ନ-ର ବଳରାମ ର ଶେ-ଷକୃ-ତ୍ୟ।

ସତରେ ସାମଜରେ ଏ କି ବିଚିତ୍ର ନିୟମ,ବଂଚିଥିବା ବେଳେ ଜୀବନସାରା ଅନେକ ନିନ୍ଦା ଅନେକ ଅପ-ମାନ, କିନ୍ତୁ କଣ ପାଇଁ ସେଥିରେ ତାଙ୍କର ଭୁଲ କଣ ?ଭୁଲ କଣ ଏଇଟା ସେ ପୁଅ ର ବି ଗଣା ଯାଉନାହାନ୍ତି କି ଝିଅରେ ବି ସେ ତଥାପି ଜଣେ ର-କ୍ତ ମାଂସରେ ତିଆରି ଜଣେ ମଣିଷ ତାଙ୍କୁ ବି କଷ୍ଟ ହୁଏ ତାଙ୍କର ବି ଗୋଟେ ମନ ଅଛି । ବଞ୍ଚିଥିବା ବେଳେ ଏତେ ଲାଞ୍ଚନା ମ-ଲା ପରେ ମଧ୍ୟ୍ୟ କଣ ପାଇଁ ସାଧାରଣଭାବରେ ଅ-ଗ୍ନିଧାହ-ରେ ଜ-ଳିପା-ରିବେ ନାହିଁ ଜାଳିବା ପାଇଁ ବି ଏତେ ଅଙ୍କୁଶ କିନ୍ତୁ କଣ ପାଇଁ।ଆସନ୍ତୁ ଜାଣିବା କିନରଙ୍କ ଅ-ଗ୍ନିଧା-ହର ଵିଧି ।ଯେତେବେଳେ ଜଣେ କିନର ଶେଷ ନି-ଶ୍ୱା-ସ ତ୍ୟା-ଗ କରେ ସେତେବେଳେ ଯଦି ଦିନ ହୋଇଥାଏ ଏହି ଘଟ-ଣାକୁ ଲୁ-ଚେ-ଇ ଦିଆ ଯାଏ ଆଉ ରାତି ହେଲେ ଆରମ୍ଭ ହୋଇଥାଏ ପୂଜାଵିଧି ।

ଗୋଟେ କିନ୍ନ-ରର ମୃ-ତ୍ୟୁ ପରେ ଏମିତି ଅନେକ କିଛି ରହସ୍ୟ ରହିଛି ଯାହା କି-ନ୍ନର ସମାଜରେ ସମିତି ହୋଇ ରହିଛି ।କି-ନ୍ନର ମାନେ ଯେଉଁ ଟଙ୍କା ଅନ୍ୟଙ୍କ ଠାରୁ ମାଗିଥାନ୍ତି ସେହି ଟଙ୍କାରେ କିନ୍ନ-ରର ଅନ୍ତିମ ସଂ-ସ୍କା-ର କରି ନଥାନ୍ତି । କାରଣ ସେମାନେ ଭାବନ୍ତି ସେହି ଟଙ୍କାରେ ଅନ୍ୟ ମାନଙ୍କର ଦୟା ରହିଛି ।ବହୁଚରୀ ମାତାଙ୍କ ପୂଜା କରାଯାଇଥାଏ ପ୍ରଥମେ ଘରର ଅଗଣାରେ ମୃ-ତ କିନ-ରଙ୍କୁ ହଳଦୀ ମାଖି ଗଧେଇ ଦିଆ ଯାଇଥାଏ ।ପରେ ସୂତା ଶାଢ଼ୀ ପିନ୍ଦେଇ ଦିଆଯାଇ ଅଳତା ସିନ୍ଦୁରରେ ସଜାଇ ଦିଆଯାଇଥାଏ ।

ଗୋଟେ କିନ୍ନ-ରର ମୃ-ତ୍ୟୁ ପରେ ଯଦି କେହି ତାର ଶ-ବକୁ ଖାଲି ଆଖିରେ ଦେଖେ ତା ହେଲେ ପରବର୍ତ୍ତୀ ସମୟରେ ସେ କି-ନ୍ନର ହୋଇ ଜନ୍ମ ନିଏ ।ପରେ ମୃ-ତ କିନର ସାଥି ମାନେ ଚପଲ ରେ ଶ-ବକୁ ମା-ରିଥାନ୍ତି ।ହାୟ ହାୟ କହି ନିଜ ଛାତିକୁ ଚା-ପୁ-ଡ଼ା ଚା-ପୁ-ଡ଼ା ଉପରେ ମ-ରିଥାନ୍ତି ।ଆର ଜନ୍ମକୁ ପୁଅ କିମ୍ବା ଝିଅ ଜନ୍ମ ଦେବା ପାଇଁ ଚିତ୍ତକାର କରିଥାନ୍ତି ।କଥା ଅଛି ଯେ କି-ନ୍ନର ମାନଙ୍କ ଜନନ ଇ-ନ୍ଦ୍ରି-ୟକୁ କା-ଟି ଦିଆଯାଏ ଯାହାଫଳରେ କି ସେ ପର ଜନ୍ମରେ ଗୋଟେ ପୁରୁଷ ବା ଗୋଟେ ପୂର୍ଣ୍ଣ ମହିଳା ରୂପେ ଜନ୍ମ ଗ୍ରହଣ କରିବେ । ଆଉ ତା ପରେ ମୃ-ତ କିନର ପାଦରେ ପାଳ ଦୌଡି ବନ୍ଧା ଯାଇ 3ଥର ଟାଣିଥାନ୍ତି ।ପରେ ମୃ-ତ ଶାରୀରକୁ ମାଟିରେ ପୋତି ଦିଆଯାଇଥାଏ।

Leave a Reply

Your email address will not be published. Required fields are marked *