ପାୟଲ ମାଡାମ..ତୁମ ପ୍ରେମକୁ ୧୦୦ ସଲାମ ! ତମେ ସମାଜ ପାଇଁ ଗୋଟେ କ-ଳ-ଙ୍କ ! ଏ କଣ କଲ ତମେ …

ମାଡାମ ପାୟଲ ତୁମ ପ୍ରେମ କୁ ଶହେ ସଲାମ । କାରଣ ତୁମେ ତୁମ ପ୍ରେମ ପାଇଁ ଯାହା କଲା । ଏ ଦୁନିଆ ତମକୁ ଯୁଗ ଯୁଗ ଧରି ମନେ ରଖିବ । କଲେଜର ସମସ୍ତ ପଇସାକୁ ନେଇ ନିଜ ପ୍ରେମିକ କୁ ଦେଇ ଦେବା ଅପରାଧରେ ଟମାଣ୍ଡୋ ପୋ-ଲି-ସ ଏକ ଘେରେଇ ଇଂଜିନୀ କଲେଜର ମହିଳା କର୍ମଚାରୀ ଙ୍କୁ ଗି-ର-ଫ କରିଛନ୍ତି । ସେ ମହିଳା କର୍ମଚାରୀ ହେଉଛନ୍ତି ଘରେଇ ବିଶ୍ୱ ବିଧ୍ୟାଳୟର ସହକାରୀ ଆସିକାଉଣ୍ଟାଣ୍ଟ ପାୟଲ ମହାପାତ୍ର । ପାୟଲ ପ୍ରାୟ ୯୭ ଲକ୍ଷ ଟଙ୍କା ହଡପ କରିଥିବାର ଅଭି-ଯୋଗ ହେଇଚି।

ଏକାଉଣ୍ଟାଣ୍ଟ ପାୟଲ ଛାତ୍ର ଛାତ୍ରୀ ଙ୍କ ଠାରୁ ଟୁଇଁସନ ଏବଂ ହଷ୍ଟେଲ ଫୀ ନେଇଥିଲେ । ଅଡିଟ ରୁ ଜଣ ପଡିଲା ଯେ ୨୦୧୧ ମସିହାର କଲେକ୍ଟ କରିଥିବା ଫୀ କଲେଜ ଆସ ରେ ଏକାଉଣ୍ଟ ରେ ଜମା କରି ନାହାନ୍ତି। ଏ ନେଇ ଯାଞ୍ଚ ହେବ ପରେ ପୋ-ଲି-ସ ତାଙ୍କ ବାଙ୍କ ଏକାଉଣ୍ଟ ଚେକ କରିଥିଲା । ସେଠାରୁ ସବୁ ସତ କଥା ଜଣା ପଡିଥିଲା । ବଡ କଥାଟି ହେଉଛି ପାୟଲଙ୍କ ପ୍ରେମିକ ହେଉଛନ୍ତି ସେହି କଲେଜର ପୂର୍ବତନ ଛାତ୍ର । ଅର୍ଥାତ ଛାତ୍ର ଙ୍କ ପ୍ରେମ ରେ ପୁରା ପାଗଳୀ ହେଇ ଯାଇଥିଲେ ମାଡାମ ପାୟଲ।

କଲେଜର ପୂର୍ବତନ ଛାତ୍ର ଅର୍ଥାତ ପାୟଲ ତାଙ୍କ ପ୍ରେମିକ କୁ ୯୭ ଲକ୍ଷ ଟଙ୍କା ଦେଇଥିବାର ସୂଚନା ମିଳିଛି। ଏମିତିକି କଲେଜରେ ପଢ଼ୁଥିବା ବେଳେ ବିକାଶ ପାୟଲଙ୍କ ମନ ଦେଇ ବସିଥିଲେ । ଆଉ ସେମାନଙ୍କ ମଧ୍ୟ ରେ କୁଆଡେ ପ୍ରେମ ସମ୍ପର୍କ ଗଢି ଉଠି ଥିଲା ।ବିକାଶ କଲେଜରୁ ପାସ୍ ଆଉଟ ହେଇସାରିଥିଲେ କିନ୍ତୁ ପାୟଲ କେମିତି କଲେଜ ଟଙ୍କା ତାଙ୍କୁ ଦେବେ , ସେ ଗଳା ବାଟ ବିକାଶ ଠିକ ଭାବରେ ଜାଣିଥିଲା। ଆଉ ମାଡାମ ଙ୍କୁ ମହାରା ବନେଇ ମାଡାମ ପାୟଲଙ୍କ ଠାରୁ ୯୭ ଲକ୍ଷ ଟଙ୍କା ଚୁନ ମା-ରିନେ-ଇଛି ।

Leave a Reply

Your email address will not be published. Required fields are marked *