ପୁଅକୁ ଦେଖି ଭୋ ଭୋ ହୋଇ କାନ୍ଦିଲେ ନିରଞ୍ଜନ ….

ଖବର ଅନୁଯାୟୀ, କ୍ୟାମେରମ୍ୟାନ୍‌ ମାନସ ସ୍ୱାଇଁ ହ-ତ୍ୟା ଘଟ-ଣାକୁ ଇତିମଧ୍ୟରେ ୨ ମାସରୁ ଅଧିକ ଦିନ ବିତିଗଲାଣି । ଏହି ସମୟ ମଧ୍ୟରେ ପୋ-ଲି-ସ ଘଟ-ଣାରେ ମୁଖ୍ୟ ଅଭି-ଯୁକ୍ତ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀଙ୍କ ସମେତ ପ୍ରାୟତଃ ୮ ଜଣଙ୍କୁ ଗି-ର-ଫ କରି କଡ଼ା ସୁର-କ୍ଷା ବଳୟ ମଧ୍ୟରେ ଚାନ୍ଦାବାଲି କୋର୍ଟରେ ହାଜର କରାଯାଇଛି । ଏବଂ ଆସନ୍ତା ୨ ତାରିଖରେ ମାମ-ଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ମଧ୍ୟ କରାଯାଇଛି । ତେବେ ଘ-ଟ-ଣା ମୁତାବକ କ୍ୟାମେରାମେନ୍ ମାନସ ସ୍ୱାଇଁ ଗତ ଫେବୃୟାରୀ ମାସ ଭଦ୍ରକ ଜିଲାର ପଳାସପୁର ଗ୍ରାମର ଏକ ବାହାଘର ଉତ୍ସବରେ କ୍ୟାମେରାମେନ୍ ଭାବେ କାମ କରିବାକୁ ଭୁବନେଶ୍ୱରରୁ ଆସିଥିଲା ।

୭ ତାରିଖରେ ସୁଟିଂ ସାରି ଭୁବନେଶ୍ୱର ଫେରିବା ପାଇଁ ନାଲଗୁଣ୍ଡା ଛକରେ ଅପେକ୍ଷା କରିଥିବା ବେଳେ ପଳାସପୁର ଗ୍ରାମର ସାମ୍ବାଦିକ ଶରତ ପଣ୍ଡା, ଅର୍ଗସ ନ୍ୟୁଜ୍ ଚେନାଲର ସାମ୍ବାଦିକ ଭାଗୀରଥି ସେଠୀଙ୍କ ସହଯୋଗରେ ସମ୍ପର୍ଣ୍ଣା ନ୍ୟୁଜ୍‌ର ମାଲିକ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଦୀପକ ଓ ଅନ୍ୟମାନେ ସେଠାରୁ ଅପ-ହର-ଣ କରି ଭୁବନେଶ୍ୱର ଦୟାଲ ବୃଦ୍ଧାଶ୍ରମକୁ ନେଇଯାଇଥିଲେ । ମାନସ ଏକ ଚିପ୍ ଫେରାଇବା ପାଇଁ ମନା କରିବାରୁ ତାକୁ ମା-ଡ ମା-ରିଥି-ଲେ ଓ ମାନସଙ୍କର ମୃ-ତ୍ୟୁ ହୋଇଯାଇଥିଲା । ମାନସଙ୍କ ମୃ-ତଦେ-ହକୁ ନୟାଗଡ ଜିଲା ରାଜସୁନାଖଳା ପୁ-ଲି-ସ୍ ଫା-ଣ୍ଡି ଅଧୀନସ୍ଥ ବଧିପାଟଣା ଗ୍ରାମର ଏକ ନିଛାଟିଆ ସ୍ଥାନରେ ଚାଷ ଜମିରେ ପୋ-ତି ପ୍ରମାଣ ନ-ଷ୍ଟ କରିବା ପାଇଁ ଉଦ୍ୟମ କରିଥିଲେ ।

ପ୍ରାଥମିକ ଭାବେ ପୁ-ଲି-ସ୍ ତ-ଦ-ନ୍ତ କରି ଜାଣିବାକୁ ପାଇଥିଲା ସୂଚନା ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଏସବୁ କାମରେ ସହାୟତା କରିଥିଲେ । ତେଣୁ ଗତ ମାର୍ଚ୍ଚ ମାସ ୨୧ ତାରିଖରେ ତାଙ୍କୁ ଗି-ର-ଫ କରିଥିଲା । ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଖବର ରହିଛି ତାହା ହେଲା ଏହି ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ସ୍ୱାଇଁ ଅପ-ହର-ଣ ହ-ତ୍ୟା ମା-ମ-ଲାର ଗି-ର-ଫ ହୋଇ ଭଦ୍ରକ ଜେ-ଲରେ ବ-ନ୍ଦୀ ଥିବା ପୂର୍ବତନ ସୂଚନା ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଜା-ମି-ନ୍ ଆବେଦନକୁ ଭଦ୍ରକ ଜିଲା ଜଜ୍ ଖା-ର-ଜ କରି ଦେଇଛନ୍ତି । ତାପରେ ତାଙ୍କୁ ଏବେ ବାରିପଦା ଜେ-ଲକୁ ପଠାଇ ଦିଆଯାଇଛି । ଆଉ ଏତିକି ବେଳେ ଭାବବିହ୍ୱଳ ହୋଇଯାଇଛନ୍ତି ନିରଞ୍ଜନ ।

ଆଖିର ଲୁ-ହକୁ ସେ ଆଉ ଅଟକାଇ ପାରିଲେ ନାହିଁ । ଭିଡ଼ିଓ କନଫେରେନ୍ସିଂ ରେ ନିଜ ପୁଅକୁ ଦେଖି କୋହ ସମ୍ଭାଳି ନପାରି ଭୋଭୋ ହୋଇ କା-ନ୍ଦି ଉଠିଲେ ବାବୁ ନିରଞ୍ଜନ । ସେପଟେ ପୁଅ ମଧ୍ୟ ବାପାକୁ ଦେଖି କା-ନ୍ଦି ପକାଇଲା । ଆଉ ଏହି ଦୃ-ଶ୍ୟ ଥିଲା ଅତ୍ୟନ୍ତ ବେଦନା ଦାୟକ । ଯାହା ସେଠାରେ ଉପସ୍ଥିତ ଥିବା ପୋ-ଲି-ସ୍ ଅଧିକାରୀଙ୍କୁ ମଧ୍ୟ ବ୍ୟଥିତ କରିଥିଲା । ବିଶେଷ ସୂତ୍ରରୁ ଜଣା ପଡିଛି ସେଦିନ ରାତିସାରା ଶୋଇ ପାରିନଥିଲେ ସେ । ଆଉ କିଛି ଖାଇ ନଥିଲେ ମଧ୍ୟ । ନିଜ ହଁସ ଖୁସିର ପରିବାର କଥା ଭାବି ଉଦାସ ହୋଇ ବସିରହିଥିଲେ ।

Leave a Reply

Your email address will not be published. Required fields are marked *