ଘରେ ଛାଡିବା ବାହାନାରେ ମାଲିକର ଝିଅକୁ ନେଇ ଫେ-ରା-ର ହେଲା ଜେସିବି ଡ୍ରାଇଭର ; ସାରା ଅଂଚଳରେ ଚର୍ଚ୍ଚା …….

ବଲାଙ୍ଗୀରର ଏକ ଗ୍ରାମରେ ଏମିତି ଏକ ଘ-ଟ-ଣା ଦେଖିବାକୁ ମିଳିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ଘରେ ଦାମୋଦର ନାମକ ଜଣେ ବ୍ୟକ୍ତି ଜେସିବି ଡ଼୍ରାଇଭର ଭାବରେ କାର୍ଯ୍ୟ କରୁଥିଲା। ସେ ତାଙ୍କ ଘରର ଜଣେ ନାବା-ଳିକାକୁ ଅପ-ହର-ଣ କରି ଫେ-ରା-ର ହୋଇ ଯାଇଥିଲା। ମିଳିଥିବା ସୂଚନା ଅନୁସାରେ ସେହି ବ୍ୟକ୍ତି ଜଣଙ୍କର ତାଙ୍କର ଘରେ ଅନେକ ଦିନ ଧରି ଏହି କାର୍ଯ୍ୟ କରି ଆସୁଥିଲା।

ଏହା ମଧ୍ୟରେ ସେହି ବ୍ୟକ୍ତିର ନିଜର ତାଙ୍କର ଘରେ ଥିବା ଝିଅ ଉପରେ ପଡିଥିଲା। ସେ ଅନେକ ସମୟରୁ ତାକୁ ଅପ-ହରଣ କରିବ ବୋଲି ଚିନ୍ତା କରି ଆସୁଥିଲା। ସେହି ବ୍ୟକ୍ତି ତାଙ୍କର ଘରେ ଜେସିବି ଚଳାଇ ନିଜର ପେଟ ପୋଷିଥାଏ। କିନ୍ତୁ ଅଚାନକ ଭାବରେ ସେହି ବ୍ୟକ୍ତି ଜଣକ ଏପରି କରିବ ବୋଲି ତାଙ୍କର ପରିବାର ଲୋକ କେବେ ମଧ୍ୟ ଚିନ୍ତା କରି ନଥିଲେ। ତେବେ ସେ ଏହି କାର୍ଯ୍ୟ କରିବା ସମୟରେ ସେ କାହାକୁ ମଧ୍ୟ କିଛି ଜଣାଇନଥିଲା। ତେବେ ସୂଚନା ଅନୁଯାୟୀ ସେ ତାଙ୍କ ଘରେ କାର୍ଯ୍ୟ କରି ଆସୁଥିଲା। ଏହା ସହିତ ସେ ତାଙ୍କୁ ଅପ-ହର-ଣ କରିବା ପାଇଁ କେବଳ ବାହାନା ଖୋଜୁଥିଲା।

ତେବେ ସେ ତାଙ୍କୁ ଘରେ ଛାଡ଼ିବା ବାହାନାରେ ତାଙ୍କୁ ନିଜର ଗାଡ଼ିରେ ବସାଇ ଆଣିଥିଲା। ଏହାସହ ତାଙ୍କର ପରିବାର ଲୋକ ଯେତେବେଳେ ତାଙ୍କର ଝିଅଙ୍କୁ ପାଇଲେ ନାହିଁ ସେମାନେ ଏହା ପରେ ଅନେକ ବ୍ୟସ୍ତ ହୋଇ ପଡ଼ିଥିଲେ। ସେମାନେ ନିଜର ଝିଅକୁ ଖୋ-ଜିବା ପାଇଁ ଅନେକ ପ୍ରୟାସ କରିବା ଆରମ୍ଭ କରି ଦେଇଥିଲେ। ଶେଷରେ ଅନେକ ପ୍ରୟାସ କରିବା ପରେ ସେମାନେ ତାଙ୍କର ଝିଅକୁ ତାଙ୍କର ଡ୍ରାଇଭର ସ୍କୁଲରୁ ଘରେ ଛାଡ଼ିବା ପାଇଁ ଆଣିଥିବା କଥା ଜାଣିବାକୁ ପାଇଲେ ଏହା ପରେ ସେମାନେ ସେହି ଡ଼୍ରାଇଭର ସହ ଯୋଗାଯୋଗ କରିବା ପାଇଁ ପ୍ରୟାସ କରିଥିଲେ।ତେବେ ଏହା ପରେ ମଧ୍ୟ ସେମାନେ ତାଙ୍କ ସହ ଯୋଗାଯୋଗ କରିବାରେ ସଫଳ ହୋଇ ପାରିନଥିଲେ।

ତେବେ ଅନେକ ପ୍ରୟାସ କରିବା ପରେ ଯେତେବେଳେ ସେମାନେ ନିଜର ଝିଅ ସମ୍ପ-ର୍କରେ କୌଣସି ସୂଚନା ପାଇନଥିଲେ ସେମାନେ ସେହି ସମୟରେ ପୋ-ଲି-ସ ସହ ଯୋଗାଯୋଗ କରିଥିଲେ। ପୋ-ଲି-ସ ଏହି ଘଟ-ଣାରେ ଅନେକ ଖୋ-ଜାଖୋ-ଜି କରିବା ପରେ ଶେଷରେ ଏହା ଜାଣିବାକୁ ପାଇଥିଲା କି ସେ ସେହି ଝିଅକୁ ନେଇ ନିଜର ଏକ ସମ୍ପ-ର୍କୀୟଙ୍କ ଘରେ ରଖିଥିବା କଥା ଜଣା ପଡିଥିଲା। ଏହା ସହିତ ଏହା ପରେ ପୋ-ଲି-ସ ସେହି ଝିଅକୁ ଉ-ଦ୍ଧା-ର କରିବାରେ ସଫଳ ହୋଇ ପାରିଥିଲା। ତାଙ୍କୁ ଉ-ଦ୍ଧା-ର କରିବାରେ ସଫଳ ହେବା ପରେ ପୋ-ଲି-ସ ତାଙ୍କୁ ତାଙ୍କର ପରିବାର ପାଖରେ ଛାଡ଼ି ଦେଇଥିଲା। ତେବେ ସେହି ଡ଼୍ରାଇଭର ବର୍ତ୍ତମାନ ମଧ୍ୟ ନି-ଖୋ-ଜ ଥିବା କଥା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *