ମିଲନକୁ ଗି-ର-ଫ କଲ,ହେଲେ ସୋନାଲିକୁ କାହିଁକି ନୁଁହ ?

ଅଭିନେତ୍ରୀ ଏଫଆଇଆର ଦେଲେ ଏବଂ କାଲି ଗି-ର-ଫ ହେଲେ ମିଳନ ମହାରଣା। ଅନ୍ୟପଟେ ଜାନୁଆରୀ ୩୦ ତାରିଖରେ ଆ-ତ୍ମହ-ତ୍ୟା କଲେ ମଡେଲ ସୌମ୍ୟ ରଞ୍ଜନ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ବି କରାଯାଇନାହିଁ ସୋନାଲି ନନ୍ଦଙ୍କୁ। କଣ ଏହା ହିଁ ପୋ-ଲି-ସର ବି-ଚା-ର? କଣ ଏହା ହିଁ ପ୍ରକୃତ ନ୍ୟା-ୟ ଯାହା ପୋ-ଲି-ସ ଠାରୁ ଆଶା କରୁଛନ୍ତି ସାଧାରଣ ଜନତା। ଏହାକୁ ନେଇ ସୋସିଆଲ ମିଡିଆରେ ବର୍ତ୍ତମାନ ଉଠିଛି ଅନେକ ଝଡ଼। ମିଳନକୁ ତ ଗି-ର-ଫ କରିଦେଲ କିନ୍ତୁ ସୋନାଲିଙ୍କୁ କେବେ ଗି-ର-ଫ କରିବ?

ଚିନ୍ତାର କଥା ହେଉଛିକି ସୋନାଲିଙ୍କ ବି-ରୁ-ଦ୍ଧରେ ଅନେକ ଲୋକ ବର୍ତ୍ତମାନ ଅନେକ ପ୍ରମାଣ ଦେଇସାରିଛନ୍ତି। ଅଡିଓ କଲ ଠାରୁ ଆରମ୍ଭ କରି ମାର୍କେଟରେ ବୁଲୁଥିବ ଅଡିଓ କଲ ଯେଉଁଥିରେ ସୋନାଲି ସୌମ୍ୟଙ୍କୁ କହିଛନ୍ତି ଯେ ଭୋକିଲା କୁକୁର କା-ମୁ-ଡ଼ି ନଥାଏ। ଯାହା ଫଳରେ ସେ ସୁ-ଇସା-ଇଡ଼ ମଧ୍ୟ କରିଥିଲେ। ସୋନାଲି କହିଥିଲେ ତୁମେ ଖାଲି କହିହଉଛ କଣ ଟା କରିଦେବ? ଗାଡି ମା-ଡ଼ କଲେ କରିବ ମୋର କଣ ଯାଉଛି।

କଣ ଆମ ସମାଜରେ ଯେତେବେଳେ ଗୋଟିଏ ଝିଅ ଅଭି-ଯୋଗ କରେ ତାହା ଅଭି-ଯୋଗ ଏବଂ ଯେତେବେଳେ ଜଣେ ପୁଅ ଅଭି-ଯୋଗ କରେ ତାହା ଅଭି-ଯୋଗ ନୁହଁ? ଯେତେବେଳେ ପୁଅ ଅଭି-ଯୋଗ କରେ ସେତେବେଳେ ତାକୁ ପାତର ଅନ୍ତର ଦୃଷ୍ଟିରେ ଦେଖାଦେଇଥାଏ। ତେବେ ଦୁଇଟି ପୃଥକ ପୃଥକ ଘ-ଟ-ଣା କିନ୍ତୁ କଥାଟି ହେଉଛି ଯେତେବେଳେ ଏକ ଝିଅ ଅଭି-ଯୋଗ କରୁଛି ପୁଅକୁ ସଙ୍ଗେ ସଙ୍ଗେ ବାନ୍ଧି ଆଣୁଛନ୍ତି।

ଯେତେବେଳେ ଜଣେ ପୁଅ ସୁ-ଇସା-ଇଡ଼ କରୁଛି ଓ ଏହା ସହ ଆ-ତ୍ମହ-ତ୍ୟା କରିବା ପରେ ଲେଟର ମଧ୍ୟ ଲେଖୁଛି ସେତେବେଳେ ସମସ୍ତେ ଚୁପ ବସୁଛନ୍ତି। ତେବେ ଏହି ପାତର ଅନ୍ତର କେଉଁଥିପାଇଁ? ସୌମ୍ୟରଞ୍ଜନଙ୍କ ପାଇଁ ଅନେକ ଲୋକ ହାଇକୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇସାରିଛନ୍ତି।

ତେବେ ହାଇକୋର୍ଟ ନି-ର୍ଦ୍ଦେ-ଶ ମଧ୍ୟ ଦେଇଛନ୍ତିଯେ ଇନଫୋସିଟି ଥା-ନାରେ ଉଭୟ ମାଆ ଝିଅଙ୍କ ନାମରେ ଅଭି-ଯୋଗ କରାଯାଉ। ସୋନାଲି ଆଉ ତାଙ୍କର ମାଆଙ୍କୁ ପୋ-ଲି-ସ ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଜେ-ରା କଲାଣି ଥାଏ ବର୍ତ୍ତମାନ ସ୍ପଷ୍ଟ କରାଯାଇନାହିଁ। ତେବେ ଏଭଳି ସ୍ଥଳରେ କଣ ଆଶା କରିବେ ସାଧାରଣ ଜନତାଙ୍କ ଏହାକୁ ନେଇ ସୋସିଆଲ ମିଡିଆରେ ଚା-ର୍ଜ ବେଶ ଗରମ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *