ଟୋଲ୍ କର୍ମଚାରୀଙ୍କୁ ମିଳିଲା ଭ-ୟଙ୍କର ଦ-ଣ୍ଡ ; ଟ୍ରକ ଆଗରେ ରଖି ୧୦ କିମି ପର୍ଯ୍ୟନ୍ତ ନେଇଗଲେ,ଦେଖନ୍ତୁ ଭିଡ଼ିଓ

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆ କେତେ ଆଗକୁ ଗଲାଣି, ଲୋକ ମାନେ ବହୁତ ଶିକ୍ଷିତ ମଧ୍ୟ ହେଲେଣି। ଆଜିର ଦୁନିଆରେ ଲୋକମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି ଏହା ତ ଆପଣମାନେ ଭଲ ଭାବରେ ଜାଣିଥିବେ ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।

ଟୋଲ୍ କର୍ମଚାରୀଙ୍କୁ ମିଳିଲା ଭ-ୟଙ୍କର ଦ-ଣ୍ଡ, ଟ୍ରକ୍ ଚାଳକଙ୍କ ମୁଣ୍ଡକୁ ଚଢିଲା ଭ-ୟଙ୍କର ରା-ଗ। କର୍ମଚାରୀଙ୍କୁ ଟ୍ରକ୍ ଆଗରେ ରଖି ବୋହିନେଲେ ୧୦ କି.ମି, ଶେଷରେ ଆସି ଉ-ଦ୍ଧା-ର କରିଲା ପୋ-ଲି-ସ। କୁହାଯାଏ ମଣିଷ ରା-ଗିଲେ କଣ କରେ କିଛି ବୁଝି ପାରେନି, ହେଲେ ସୋସିଆଲ୍ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଥିବା ଭିଡିଓ ଦେଖିଲେ ଆପଣମାନେ ବି ଭାବିବେ ଏହା କେଉଁ ପ୍ରକାରର ରା-ଗ।

ରା-ଗ ଚଢି଼ଗଲେ କଣ ମଣିଷ ଏମିତି ଅମଣିଷ କାମ କରିପାରେ, ଏହା ହେଉଛି ଟୋଲ୍ ଆଦାୟର ଦ-ଣ୍ଡ। ସାମାନ୍ୟ ବଚଷାରୁ ଟୋଲ୍ ଆଦାୟକାରୀଙ୍କୁ ୧୦ କି.ମି ବୋହିନେଲେ ଟ୍ରକ୍ ଚାଳକ, ଟୋଲ୍ ଆଦାୟକୁ ନେଇ ଟୋଲ୍ ଆଦାୟକାରୀ ଏବଂ ଟ୍ରକ୍ କର୍ମଚାରୀଙ୍କ ମଧ୍ୟରେ ବଚଷା ହୋଇଥିଲା। ଆଉ ଏଥିରେ ରା-ଗି ଯାଇ ଟ୍ରକ୍ ଚାଳକ ଟୋଲ୍ ଆଦାୟକାରୀଙ୍କୁ ଟ୍ରକ୍ ଆଗରେ ରଖି ୧୦ କି.ମି ବୋହିନେଇଥିଲେ। ଏପରି ଏକ ଘ-ଟ-ଣା ଘ-ଟିଛି ଆନ୍ଧ୍ରପ୍ରଦେଶ କୁର୍ନୁଲ୍ ଜିଲ୍ଲାର ଆଙ୍କାତାଡୁ ୫ ନମ୍ବର ଜାତୀୟ ସଡକ ନିକଟରେ ଥିବା ଜାତୀୟ ଟୋଲ୍ ଗେଟ୍ ନିକଟରେ।

ସବୁକିଛି ସ୍ୱାଭାବିକ ଥାଏ, ହଠାତ୍ ଟୋଲ୍ ଗେଟ୍ ନିକଟରେ ଏକ ଆଳୁ ବୋଝେଇ ଟ୍ରକ୍ ପହଁଞ୍ଚିଥିଲା। ଟ୍ରକ୍ ର ଫାଷ୍ଟଟ୍ରାକ କାମ ନକରିଥିବାରୁ ଟୋଲ୍ କର୍ମଚାରୀ ମାନେ ଟ୍ରକ୍ ଟିକୁ ବହୁ ସମୟ ଧରି ଅଟକାଇ ଥିଲେ ଏବଂ ଟୋଲ୍ ଚା-ର୍ଜ ଠାରୁ ଅଧିକ ଚା-ର୍ଜ ଫାଇନ୍ ଆକାରରେ ମାଗିବାରୁ ଉଭୟଙ୍କ ମଧ୍ୟରେ ବଚଷା ହୋଇଥିଲା। ଏହାପରେ ଟ୍ରକ୍ କର୍ମଚାରୀ ଜଣକ ରା-ଗିଯାଇ ଏପରି କରିଥିଲେ।

Leave a Reply

Your email address will not be published. Required fields are marked *