କେବଳ ଗୋଟିଏ ରାତି ପାଇଁ କିନ୍ନ-ରମା-ନଙ୍କର ହୋଇଥାଏ ବିବାହ, ଜାଣନ୍ତୁ ଏହା ପଛର ର-ହ-ସ୍ୟ !

ପୁରୁଷ ଓ ମହିଳାମାନଙ୍କ ବ୍ୟତୀତ ପୃଥିବୀରେ ଏକ ପ୍ରକାର ପ୍ରଜାତି ଅଛି, ଯେଉଁମାନଙ୍କୁ କି-ନ୍ନ-ର ବୋଲି କୁହାଯାଏ। ଆପଣମାନେ ସେମାନଙ୍କୁ ପ୍ରାୟତଃ ବିବାହ, ଶିଶୁର ଜନ୍ମ ଇତ୍ୟାଦି ଉତ୍ସବରେ ନିଶ୍ଚୟ ଦେଖିଥିବେ। ଆମ ଧାର୍ମିକ ଗ୍ରନ୍ଥଗୁଡ଼ିକରେ ସେମାନଙ୍କୁ ଏକ ସମ୍ମାନଜନକ ସ୍ଥାନ ଦିଆଯାଇଛି। ମହାଭାରତରେ ଏହା ଉଲ୍ଲେଖ କରାଯାଇଛିଯେ ଅର୍ଜୁନ ମଧ୍ୟ ଅଭି-ଶାପ ଯୋଗୁଁ ଏକ ବର୍ଷ କିନ୍ନର ରୂପରେ ରହୁଥିଲେ। ସାଧାରଣତଃ ବିଶ୍ୱାସ କରାଯାଏକି କିନ୍ନ-ରମା-ନେ ବିବାହ କରନ୍ତି ନାହିଁ। କିନ୍ତୁ ବହୁତ କାମ ଲୋକ ଜାଣନ୍ତିଯେ କିନ୍ନ-ରମାନେ ମଧ୍ୟ ବିବାହ କରନ୍ତି ଓ ସେମାନଙ୍କର ବିବାହ ସାଧାରଣ ଲୋକମାନଙ୍କଠାରୁ ଭିନ୍ନ ଅଟେ। ସେମାନଙ୍କର ବିବାହ ସାରା ଜୀବନ ପାଇଁ ହୋଇନଥାଏ ବରଂ କେବଳ ଗୋଟିଏ ରାତି ପାଇଁ ହୋଇଥାଏ। ଗୋଟିଏ ରାତିରେ ସେମାନେ ସଧବାରୁ ବି-ଧ-ବା ହୋଇଯାଆନ୍ତି।

କିନ୍ନ-ରମାନେ କେବଳ ଗୋଟିଏ ରାତି ପାଇଁ ନିଜର ଭଗବାନଙ୍କୁ ବିବାହ କରନ୍ତି। ପରଦିନ ସେମାନେ ନିଜକୁ ବି-ଧ-ବା କରିନିଅନ୍ତି। ସେମାନଙ୍କର ଭଗବାନ ହେଉଛନ୍ତିକି ଅର୍ଜୁନ ଓ ନାଗ କନ୍ୟା ଉଲୁପିଙ୍କ ସନ୍ତାନ ଇରାଭାନ, ଯାହାଙ୍କୁ ଆରୱାନ ମଧ୍ୟ କୁହାଯାଏ। ମନ୍ଦିରର ପୁରୋହିତମାନେ ସେମାନଙ୍କୁ ମଙ୍ଗଳସୁତ୍ର ପିନ୍ଧାନ୍ତି।

କିନ୍ନ-ରଙ୍କର ବିବାହ ଦେଖିବାକୁ ଆପଣଙ୍କୁ ତାମିଲନାଡୁ ଯିବାକୁ ପଡ଼ିବ। ଏଠାରେ ତାମିଲ ନୂତନ ବର୍ଷର ପ୍ରଥମ ପୂର୍ଣ୍ଣିମା ଦିନ କିନ୍ନ-ରମାନଙ୍କର ପର୍ବ ଆରମ୍ଭ ହୋଇ ୧୮ ଦିନ ପର୍ଯ୍ୟନ୍ତ ଚାଲିଥାଏ। ୧୭ତମ ଦିନରେ ସେମାନେ ନିଜର ଭଗବାନ ଇରାଭାନଙ୍କ ସହ ବିବାହ କରନ୍ତି ଓ ପରଦିନ ସେମାନେ ସମସ୍ତେ ସଧବା ବେଶ ଛାଡ଼ି ବି-ଧ-ବା ପରି ଶୋ-କ କରନ୍ତି।

କିନ୍ନ-ରମାନଙ୍କ ବିବାହ ପରେ ଉତ୍ସବ ପାଳନ କରାଯାଏ ଓ ଏହା ପରେ ସେମାନଙ୍କର ଇଶ୍ୱର ଇରାଭାନଙ୍କୁ ସହର ପରିକ୍ରମା କରାଯାଏ। ତା’ପରେ ଦେବତାଙ୍କର ମୂର୍ତ୍ତି ଭା-ଙ୍ଗି ଦିଆଯାଏ। ଏହା ସହ କିନ୍ନ-ରମାନେ ନିଜର ସଧବା ବେଶ ଛାଡ଼ି ବି-ଧ-ବା ପରି କା-ନ୍ଦି-ବା କରିବା ଆରମ୍ଭ କରନ୍ତି।

କୁହାଯାଏକି, ମହାଭାରତ ଯୁ-ଦ୍ଧରେ ଭାଗ ନେବା ପୂର୍ବରୁ ପାଣ୍ଡବମାନେ ମା’ କାଳୀଙ୍କୁ ପୂଜା କରିଥିଲେ ଓ ପୂଜା ପରେ ସେମାନଙ୍କୁ ଏକ ରାଜକୁମାର ବ-ଳି ଦେବାକୁ ପଡ଼ିଥିଲା। ବ-ଳିଦା-ନ ପାଇଁ କୌଣସି ରାଜକୁମାର ଆଦୌ ପ୍ରସ୍ତୁତ ନଥିଲେ। କିନ୍ତୁ ଇରାଭାନ ରାଜି ହୋଇଥିଲେ, କିନ୍ତୁ ତାଙ୍କର ଗୋଟିଏ ସର୍ତ୍ତ ଥିଲାଯେ ସେ ବିବାହ ନକରି ବ-ଳିଦା-ନ ଦେବେ ନାହିଁ।

ଏବେ ପ୍ରଶ୍ନ ଥିଲାକି, ଏପରି ରାଜକୁମାରଙ୍କୁ କିଏ ବିବାହ କରିବ, ଯାହାକୁ ପରଦିନ ମ-ରିବା-କୁ ପଡ଼ିବ । ତା’ପରେ ଭଗବାନ କୃଷ୍ଣ ଏହି ସମସ୍ୟାର ସମାଧାନ ବାହାର କଲେ। ଶ୍ରୀକୃଷ୍ଣ ନିଜେ ମୋହିନୀ ରୂପରେ ଆସି ଇରାଭାନଙ୍କୁ ବିବାହ କରିଥିଲେ। ପରଦିନ ସକାଳେ ଇରାବନଙ୍କୁ ବ-ଳି ଦିଆଗଲା ଓ ଶ୍ରୀକୃଷ୍ଣ ବି-ଧ-ବା ଭାବରେ ଶୋ-କ କଲେ। ଏହି ଘଟ-ଣାକୁ ମନେ ପକାଇ କିନ୍ନ-ରମାନେ ଗୋଟିଏ ଦିନ ପାଇଁ ବିବାହ କରନ୍ତି ଓ ପରଦିନ ବି-ଧ-ବା ହୋଇଯାନ୍ତି।

Leave a Reply

Your email address will not be published. Required fields are marked *