ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆ କେତେ ଆଗକୁ ଗଲାଣି, ଲୋକ ମାନେ ବହୁତ ଶିକ୍ଷିତ ମଧ୍ୟ ହେଲେଣି। ଆଜିର ଦୁନିଆରେ ଲୋକମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି ଏହା ତ ଆପଣମାନେ ଭଲ ଭାବରେ ଜାଣିଥିବେ ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।
ଏହା ହେଉଛି ଅଣ୍ଡା ଆଉ ଅଣ୍ଡାର ରୂପ ରଙ୍ଗ ଦେଖି ଆପଣ ଠିକ ବୁଝି ପାରୁଥିବେ ଯେ, ଆମେ କଣ କହିବାକୁ ଚାହୁଁଛୁ । ଠିକ ଭାବି ଛନ୍ତି ଏବେ ସାବଧାନ ହୋଇଯାନ୍ତୁ । ଏବେ ଅଧିକାଂଶ ସ୍ଥାନରେ ବିକ୍ରି ହେଉଛି ପ୍ଲାଷ୍ଟିକ ଅଣ୍ଡା । ତେବେ କାମାକ୍ଷା ନଗର ବଜାରରେ ମିଳୁଛି ଏଇ ଭଳିଆ ନଡା ଯାହାକୁ ନେଇ ଭ-ୟବି-ତ ଅଛନ୍ତି ସ୍ଥାନୀୟ ବାସିନ୍ଧା । କାମାକ୍ଷା ନଗର ଏନଏସସି ସାନଇନ୍ଦିପୁର ଗ୍ରାମର ଦିନେଶ ବିଶ୍ଵାଳ ବଜାରରୁ ନିଜ ଘର ପାଇଁ ଅଣ୍ଡା କିଣି ଥିଲେ ।
ଘରେ ଅଣ୍ଡା ଭାଜିବା ସମୟରେ ଅଣ୍ଡାରୁ ବାସ୍ନା ନ ବାହାରିବା ଆଉ କେସର ନ ଫାଟିବା ଭଳିଆ ଦେଖାଯିବାରୁ ତାଙ୍କ ମନରେ ସ-ନ୍ଦେ-ହ ସୃଷ୍ଟି ହୋଇଥିଲା । ସନ୍ଦେହ ହେବାରୁ ସେ ଇଣ୍ଟର୍ନେଟରେ ପ୍ଲାଷ୍ଟିକ ଅଣ୍ଡା ବିଷୟରେ ସର୍ଚ କରିବାରୁ ସେ ଆଣି ଥିବା ଅଣ୍ଡା ପ୍ଲାଷ୍ଟିକ ଅଣ୍ଡା ବୋଲି ଜାଣି ପାରିଥିଲେ ।ତାଙ୍କ ଭଳି ତାଙ୍କ ପଡୋଶୀ ଭାଉଜଙ୍କ ଘରେ ମଧ୍ୟ ପ୍ଲାଷ୍ଟିକ ଅଣ୍ଡା ଦେଖିବାକୁ ମିଳିଥିଲା । ଯେହେତୁ କାମାକ୍ଷା ନଗରରେ ପ୍ଲାଷ୍ଟିକ ଅଣ୍ଡା ବହୁଳ ପରିମାଣରେ ଦେଖା ଯାଉଛି ତେଣୁ ତୁରନ୍ତ ଖାଦ୍ୟ ସୁର-କ୍ଷା ଅଧିକାରୀ ଏହାର ତ-ଦ-ନ୍ତ କରନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।